Browsing Tag

Talcher

ଅନୁଗୁଳରେ ନିରାଡ଼ମ୍ବର ଦୀପାବଳି

ଅନୁଗୁଳ: ମହାମାରୀ କରୋନାର ଭୟାବହତା ଓ ରାଜ୍ୟ ସରକାରଙ୍କ କରୋନା କଟକଣା ଯୋଗୁ ଚଳିତବର୍ଷ ଜିଲ୍ଲାବାସୀ ନିରାଡମ୍ବର ଭାବରେ ଦୀପାବଳି ପାଳନ କରିଛନ୍ତି । କରୋନା ଯୋଗୁ ପୂର୍ବରୁ ବିଭିନ୍ନ ପର୍ବପର୍ବାଣୀ ପ୍ରଭାବିତ ହୋଇଥିବା ବେଳେ…
Read More...

ନଭେମ୍ବର 26 ବନ୍ଦକୁ ଜୋରଦାର କରାଯିବ

ଅନୁଗୁଳ: ଆସନ୍ତା 26 ତାରିଖରେ ଦେଶର 10ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ବନ୍ଦ ଡାକରା ପରିପ୍ରେକ୍ଷୀରେ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଥିଲା। ନାଲକୋନଗର NSCU ସଭାକକ୍ଷରେ ଆୟୋଜିତ ଏହି ସଭାରେ ଶ୍ରମିକ ନେତା…
Read More...

ଆଜି ଆଲୋକର ପର୍ବ ଦୀପାବଳି

ଅନୁଗୁଳ :ଆଜି ଶୁଭ ଦୀପାବଳି । ଏହାକୁ ନେଇ ପଲ୍ଲୀରୁ ସହର ସବୁଠି ଉତ୍ସାହ, ଉଦ୍ଦୀପନା । ଅମାବାସ୍ୟାର ରାତିରେ ରଙ୍ଗବେରଙ୍ଗ ଆଲୋକମାଳା ସହ ଦୀପରେ ଉଜ୍ଜଳ ହେବ ଗାଁଠୁ ସହର । ବାଣ ଫୁଟାଇବାର ପରମ୍ପରା ବି ରହିଛି । ତେବେ…
Read More...

ଅଗ୍ନିବିପନ୍ନଙ୍କୁ ସହାୟତା

ତାଳଚେର: ତାଳଚେର ବ୍ଲକ କଳମଛୁଇଁ ଗ୍ରାମର ସ୍ଵେଚ୍ଛାସେବୀ ଅନୁଷ୍ଠାନ ମା ହିଙ୍ଗୁଳା ପାଠାଗାର ପକ୍ଷରୁ ସୋଲଡା ଗ୍ରାମର ଦୁଇ ଅଗ୍ନିବିପନ୍ନ ପରିବାରକୁ ସହାୟତା ପ୍ରଦାନ କରାଯାଇଛି । ପାଠାଗାରର ସଦସ୍ୟମାନେ ବିପନ୍ନ…
Read More...

ବେଆଇନ୍ ମାଟି ଚାଲାଣ, ଦୁଇ ଗିରଫ

ତାଳଚେର: ଇଟା ଭାଟି ନିମନ୍ତେ ବେଆଇନ ଭାବେ ମାଟି ଖୋଳିବା ଅଭିଯୋଗରେ ତାଳଚେର ପୁଲିସ୍ ସୁନାଖଣି ଗ୍ରାମର ରାମଚନ୍ଦ୍ର ପ୍ରଧାନ ଓ ଟିକନ ପ୍ରଧାନଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରିଛି । ନୂଆ ବଲଣ୍ଡା ଅଞ୍ଚଳରୁ ନିୟମିତ ମାଟି…
Read More...

ଦେଢବର୍ଷ ପରେ ନାବାଳିକା ଅଣ୍ଟାରୁ ବାହାରିଲା ଛୁଞ୍ଚି

ଅନୁଗୁଳ: ଦୀର୍ଘ ଦେଢ ବର୍ଷର ପ୍ରତୀକ୍ଷା ପରେ ତାଳଚେର ଅଞ୍ଚଳର ଜଣେ ନାବାଳିକା ଶାଳିନୀ ବେହେରା ଅଣ୍ଟାରୁ ଛୁଞ୍ଚି ବାହାର କରିଛନ୍ତି ସମ ଅଲ୍ଟିମେଟର ଡାକ୍ତରମାନେ । ତାଳଚେର, ଅନୁଗୁଳ, ଶିଶୁଭବନ, ଏସସିବି, ଏମ୍ସ ଦୌଡି ଦୌଡି…
Read More...

ପି.କେ. ସିହ୍ନା ଏମସିଏଲ୍ ନୂଆ ସିଏମଡି

ତାଳଚେର:ଏନସିଏଲ ( ନର୍ଦ୍ଦର୍ଣ୍ଣ କୋଲ ଫିଲଡସ ଲିମିଟେଡ)ର ସିଏମଡି ପି.କେ ସିହ୍ନା କୋଲ ଇଣ୍ଡିଆ ଲିମିଟେଡର ସହାୟକ କମ୍ପାନୀ ଏମସିଏଲ (ମହାନାଦୀ କୋଲଫିଲ୍ଡସ ଲିମିଟେଡ) ସିଏମଡି ଭାବେ ରବିବାର ଅତିରିକ୍ତ ଦାୟିତ୍ଵ ଗ୍ରହଣ…
Read More...

କରୋନା ଯୋଦ୍ଧା ଯୁବ ଡାକ୍ତର ଆଖି ବୁଜିଲେ

ଅନୁଗୁଳ: କରୋନା ରୋଗୀଙ୍କ ସେବା କରୁ କରୁ ନିଜେ ସ˚କ୍ରମିତ ହେଲେ। କରୋନାକୁ ପରାଜିତ କରିଥିଲେ ବି ଦୁଇ ମାସ ଧରି ଜୀବନ ସ˚ଘର୍ଷରେ ହାରିଗଲେ ଯୁବ ଡାକ୍ତର ବିଶ୍ବନାଥ ରାଉତ(୪୦)। ତାଳଚେର ଘଣ୍ଟପଡ଼ା ପଞ୍ଚାୟତ ଚାଳଗଡ଼ ଗ୍ରାମର…
Read More...

ବୃଦ୍ଧଙ୍କୁ ହାତୀ ଦଳିଦେଲା

କଣିହାଁ: କଣିହାଁ ବ୍ଲକ ବ୍ରଜକୋଟ ଗ୍ରାମର ସୁବର୍ଣ୍ଣପୁର ସାହିରେ ହାତୀ ଆକ୍ରମଣରେ ମାୟାଧର ବେହେରା ( ୫୫ )ଙ୍କର ମୃତ୍ୟୁ ହୋଇଛି । ଶୁକ୍ରବାର ସକାଳେ ଏହି ଅଘଟଣ ଘଟିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।…
Read More...

କରୋନା ଯୋଗୁଁ ପତ୍ରିକା ବେପାର ମାନ୍ଦା

ଅନୁଗୁଳ: ଲେଖକ, ପ୍ରକାଶକ, ପାଠକ ସମସ୍ତେ ଚାହିଁ ବସିଥାନ୍ତି ଶାରଦୀୟ ପତ୍ରିକା ହାଟକୁ। ଏହି ସମୟରେ ବରିଷ୍ଠ ଓ କନିଷ୍ଠ କବି ଓ ଲେଖକଙ୍କ ଲେଖାରେ ସମୃଦ୍ଧ ବିଭିନ୍ନ ପତ୍ରିକା ବଜାରକୁ ଆସେ। ପାଠକ ଓ ସାହିତ୍ୟପ୍ରେମୀ ପତ୍ରିକା…
Read More...
error: Content is protected !!