ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ବୈଠକ

ଅନୁଗୁଳ: ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ଆଇନଶୃଙ୍ଖଳା ପରିସ୍ଥିତି ଓ ଆଦର୍ଶ ଆଚରଣ ବିଧି ପାଳନ କରିବା ନେଇ ସୋମବାର ଏକ ପ୍ରସ୍ତୁତି ବୈଠକ ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଉପଜିଲ୍ଲାପାଳ ବିଶ୍ଵରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ…

Continue Readingପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ବୈଠକ

ଠିକା ସଂସ୍ଥାର ୨୨ ଯନ୍ତ୍ରୀ କରୋନା ସଂକ୍ରମିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ସାରକାରଖାନାରେ ନିୟୋଜିତ ଏକ ଠିକା ସଂସ୍ଥାର ୨୨ ଜଣ ଯନ୍ତ୍ରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ବୁଧବାର ସଂଧ୍ୟାରେ ସେମାନଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ବେଳେ ସମସ୍ତଙ୍କୁ ହୋମ୍ ଆଇସୋଲେସନରେ ରହିବା ପାଇଁ ପରାମର୍ଶ ଦିଆଯାଇଛି।…

Continue Readingଠିକା ସଂସ୍ଥାର ୨୨ ଯନ୍ତ୍ରୀ କରୋନା ସଂକ୍ରମିତ

ସଡ଼କଦୁର୍ଘଟଣାରେ ଯୁବକ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବସ ଷ୍ଟାଣ୍ଡ ନିକଟରେ ମଙ୍ଗବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଘଟଣା ସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ତେବେ ତାଙ୍କ ଘର ପରଜଙ୍ଗ ଥାନା ବହାରିଆପୁର ହୋଇଥିବା…

Continue Readingସଡ଼କଦୁର୍ଘଟଣାରେ ଯୁବକ ମୃତ

୫ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ୩ ଗିରଫ

ଅନୁଗୁଳ: ତାଳଚେର କୋଲିୟରୀ ଥାନା ଅନ୍ତର୍ଗତ ସାଉଥବଲଣ୍ଡା ସ୍ଥିତ ରେସକ୍ୟୁ କଲୋନୀ ଓ ବାଘୁଆବୋଲ ଅଞ୍ଚଳରୁ ୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ୧୩୫ ଗ୍ରମ୍ ବ୍ରାଉନ୍‌ସୁଗାର ପୁଲିସ ଜବତ କରିବା ସହ ଏହି କାରବାରରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ…

Continue Reading୫ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ୩ ଗିରଫ

ତାଳଚେର ଆଇଟିଆଇ ଛାତ୍ରାବାସରେ ଛାତ୍ର ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ସ୍ଥିତ ସରକାରୀ ଆଇଟିଆଇ ଛାତ୍ରାବାସରେ ଜଣେ ଛାତ୍ରଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଛି l ମୃତ ଛାତ୍ର ଜଣଙ୍କ ଅନୁଗୁଳ ଜିଲ୍ଲା କିଶୋର ନଗର ବ୍ଲକ୍ ଉରୁକୁଳା ଗ୍ରାମର ଭବାନୀ ଶଙ୍କର ବେହେରା ।…

Continue Readingତାଳଚେର ଆଇଟିଆଇ ଛାତ୍ରାବାସରେ ଛାତ୍ର ମୃତ୍ୟୁ

ରେଲ ଘରୋଇକରଣ ବିରୋଧ ଜନ ଅଭିଯାନ ପକ୍ଷରୁ ଦାବୀପତ୍ର ପ୍ରଦାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ରେଳ ଷ୍ଟେସନ୍ ଦେଇ କୋଭିଚ୍‌-୧୯ ପୂର୍ବରୁ ଚାଲୁଥିବା ପାସେଞ୍ଜର ଓ ଏକ୍ସପ୍ରେସ୍ ଟ୍ରେନ୍‌ ଗୁଡିକ ପୁନଃ ପ୍ରଚଳନ କରିବା ଦାବୀ ନେଇ ଗୁରୁବାର ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ରେଲ ଘରୋଇକରଣ ବିରୋଧ…

Continue Readingରେଲ ଘରୋଇକରଣ ବିରୋଧ ଜନ ଅଭିଯାନ ପକ୍ଷରୁ ଦାବୀପତ୍ର ପ୍ରଦାନ

ଭୋଟରତାଲିକାରୁ ବାଦ୍ ପଡିବା ନେଇ ବିଡିଓଙ୍କୁ ଦାବୀପତ୍ର ପ୍ରଦାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଘଣ୍ଟପଡା ପଞ୍ଚାୟତ ଅନ୍ତର୍ଗତ ଚାଳଗଡ ଗ୍ରାମର ୩ଟି ୱାର୍ଡର ୫୫୮ ଜଣ ସ୍ଥାୟୀ ବାସିନ୍ଦାଙ୍କ ନାମ ଭୋଟର ତାଲିକାରୁ ବାଦ୍ ପଡିବା ନେଇ ଗ୍ରାମବାସୀଙ୍କ ପକ୍ଷରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବ ଶଙ୍କର ମିଶ୍ରଙ୍କୁ…

Continue Readingଭୋଟରତାଲିକାରୁ ବାଦ୍ ପଡିବା ନେଇ ବିଡିଓଙ୍କୁ ଦାବୀପତ୍ର ପ୍ରଦାନ

୨୦୨୨ରେ ଏମସିଏଲ ନୂତନ ମାଇଲଖୁଣ୍ଟ ହାସଲ କରିବ: ଓ.ପି. ସିଂହ

ଅନୁଗୁଳ: ମହାନଦୀ କୋଲଫିଲ୍ଡସ ଲିଃ(ଏମସିଏଲ) ନୂତନ ମାଇଲଖୁଣ୍ଟ ହାସଲ କରିବ ଏବଂ ୨୦୨୨ ମସିହାରେ ୧ ନମ୍ବର କୋଇଲା କମ୍ପାନୀ ଭାବେ ଉଭା ହେବ ବୋଲି ସିଏମଡିର ଅତିରିକ୍ତ କାର୍ଯ୍ୟଭାର ଗ୍ରହଣ କରିବାପରେ ଶନିବାର ଦିନ ଓ.ପି.ସିଂହ ପ୍ରକାଶ କରିଛନ୍ତି ।…

Continue Reading୨୦୨୨ରେ ଏମସିଏଲ ନୂତନ ମାଇଲଖୁଣ୍ଟ ହାସଲ କରିବ: ଓ.ପି. ସିଂହ

ଅଗ୍ନିବିପନ୍ନ ପରିବାରକୁ ସହାୟତା

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ୍ ଗୁରୁଜାଙ୍ଗୁଲି ପଞ୍ଚାୟତ ଅନ୍ତର୍ଗତ ପଡିଆଭଙ୍ଗା ଗ୍ରାମରେ ଅଗ୍ନିକାଣ୍ଡ ଘଟି ଗାଙ୍ଗୁଲି ନାୟକଙ୍କର ଘରଦ୍ଵାର, ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଏଥିରେ ତାଙ୍କର ମା’ ପୋଡ଼ି ଆହତ ହୋଇଛନ୍ତି। ପକ୍ଷାଘାତ ରୋଗରେ ପୀଡ଼ିତ ଗାଙ୍ଗୁଲି ଏହି…

Continue Readingଅଗ୍ନିବିପନ୍ନ ପରିବାରକୁ ସହାୟତା

ତାରିଣୀ ମନ୍ଦିରରୁ ଚୋରି

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଟାଉନ ଫାଷ୍ଟ ଗେଟ୍ ପାଖରେ ଥିବା ରାମଚନ୍ଦ୍ର ବଜାରର ତାରିଣୀ ମନ୍ଦିରରୁ ସୋମବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଚୋରି କରିଥିବା ନେଇ ତାଳଚେର ଥାନାରେ ଅଭିଯୋଗ ହୋଇଛି। ପୁଲିସ୍ ସୂଚନା ମୁତାବକ, ସୋମବାର ବିଳମ୍ବିତ…

Continue Readingତାରିଣୀ ମନ୍ଦିରରୁ ଚୋରି