‘ମିମ୍ସାର୍’ କାର୍ଯ୍ୟକ୍ଷମ ଦାବିରେ ବୈଠକ
ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଠାରେ ଏମ୍ସିଏଲ୍ ପକ୍ଷରୁ ନିର୍ମିତ ତାଳଚେର ମେଡିକାଲ୍ କଲେଜ (ମିମ୍ସାର୍) କୁ ସରକାରୀ ପରିଚାଳନାରେ କାର୍ଯ୍ୟକ୍ଷମ ଦାବିରେ ପରିବେଶ ସୁରକ୍ଷା ସମିତିର ଏକ ବୈଠକ ମଙ୍ଗଳବାର ହାଣ୍ଡିଧୂଆଁ ଠାରେ ଅନୁଷ୍ଠିତ ହୋଇଯାଇଛି । ସମିତିର ଆବାହକ…




