ଯୁକ୍ତଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପ୍ରବେଶ ଉତ୍ସବ

ଅନୁଗୁଳ: ଅନୁଗୋଳ ଜିଲ୍ଲା ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତଦୁଇ ରେ ନାମ ଲେଖା ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ନିର୍ଦେଶ ଅନୁସାରେ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପାଇଁ ସ୍ୱତନ୍ତ୍ର…

Continue Readingଯୁକ୍ତଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପ୍ରବେଶ ଉତ୍ସବ

ଏବିଭିପିର ବିକ୍ଷୋଭ

ଅନୁଗୁଳ: କଳାହାଣ୍ଡି ଜିଲ୍ଲା ଗୋଲମୁଣ୍ଡା ବ୍ଲକ ମହାଲିଙ୍ଗ ସ୍ଥିତ ସନସାଇନ୍ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର ହୋଇଛି । ତେବେ ଏଥ୍‌ରେ ଉକ୍ତ ସ୍କୁଲର ମାଲିକ ଗୋବିନ୍ଦ ସାହୁ ଏବଂ ରାଜ୍ୟର ଜଣେ ମନ୍ତ୍ରୀ କ୍ୟାପଟେନ୍‌…

Continue Readingଏବିଭିପିର ବିକ୍ଷୋଭ

୫୬ତମ ରାଜ୍ୟସ୍ତରୀୟ ବନ୍ଧୁକ ଚାଳନା ପ୍ରତିଯୋଗିତା ଉଦଯାପିତ

ଅନୁଗୁଳ: ତାଳଚେର ରାଜା ହୃଦୟ ଚନ୍ଦ୍ର ଦେବ ସୁଟିଂ କମ୍ପ୍ଲେକ୍ସଠାରେ ତାଳଚେର ରାଇଫଲ କ୍ଲବ ପକ୍ଷରୁ ଚାଲିଥିବା ରାଜ୍ୟସ୍ତରୀୟ ୫୬ତମ ବନ୍ଧୁକ ଚାଳନା ପ୍ରତିଯୋଗିତା ସୋମବାର ଉଦଯାପିତ ହୋଇଯାଇଛି ।ମୁଖ୍ୟଅତିଥି ଭାବେ କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରା, ସାଂସଦ ମହେଶ…

Continue Reading୫୬ତମ ରାଜ୍ୟସ୍ତରୀୟ ବନ୍ଧୁକ ଚାଳନା ପ୍ରତିଯୋଗିତା ଉଦଯାପିତ

୫୦ ହଜାର ଟଙ୍କାରେ ମା’ଙ୍କ ଆଜ୍ଞାଲଡୁ ନିଲାମ

ଅନୁଗୁଳ: ବିଦାୟ ନେଲେ ମା’ ଦଶଭୁଜା। ଶେଷ ହେଲା ଦଶହରା ପର୍ବ । ତେବେ ରବିବାର ମା’ଙ୍କ ଭସାଣି ପର୍ବ ଉପଲକ୍ଷେ ଅନୁଷ୍ଠିତ ହୋଇଥିଲା ମା’ଙ୍କ ଆଜ୍ଞାଲଡୁ ଓ ଆଜ୍ଞାମାଳ ନିଲାମ। ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଖୋଲୁଆ ଗ୍ରାମରେ ଗତ…

Continue Reading୫୦ ହଜାର ଟଙ୍କାରେ ମା’ଙ୍କ ଆଜ୍ଞାଲଡୁ ନିଲାମ

ରାଇଫଲ୍‌ କ୍ଲବ୍‌ ପକ୍ଷରୁ ବନ୍ଧୁକଚାଳନା ପ୍ରତିଯୋଗିତା

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ସ୍ଥିତ ରାଜା ହୃଦୟ ଚନ୍ଦ୍ର ଦେବ ସୁଟିଂ କମ୍ପ୍ଲେକ୍ସ ଠାରେ ଶନିବାର ତାଳଚେର ରାଇଫଲ କ୍ଲବ ପକ୍ଷରୁ ରାଜ୍ୟସ୍ତରୀୟ ୫୬ତମ ବନ୍ଧୁକ ଚାଳନା ପ୍ରତିଯୋଗିତା ଶନିବାର ଉଦଘାଟିତ ହୋଇଯାଇଛି ।ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ପ୍ରଦୀପ…

Continue Readingରାଇଫଲ୍‌ କ୍ଲବ୍‌ ପକ୍ଷରୁ ବନ୍ଧୁକଚାଳନା ପ୍ରତିଯୋଗିତା

ଡକାୟତି ଉଦ୍ୟମ ପଣ୍ଡ , ମାରଣାସ୍ତ୍ର ସହ ୫ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଏକ ବଡ଼ ଧରଣର ଡକାୟତି ପାଇଁ ଉଦ୍ୟମ ହେଉଥିବା ବେଳେ ୫ଜଣ ଅଭିଯୁକ୍ତଙ୍କୁ ପୁଲିସ୍ ଗିରଫ କରିବାରେ ସଫଳ ହୋଇଛି। ସେମାନଙ୍କଠାରୁ ମାରଣାସ୍ତ୍ର ଜବତ କରାଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

Continue Readingଡକାୟତି ଉଦ୍ୟମ ପଣ୍ଡ , ମାରଣାସ୍ତ୍ର ସହ ୫ ଗିରଫ

ବଳରାମ କୋଇଲା ଖଣିରୁ ଡିଜେଲ୍ ଚୋରି, ଏମ୍‌ସିଏଲ୍‌ର ଦୁଇ କର୍ମଚାରୀ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଏମ୍‌ସିଏଲ୍ ଅଧୀନସ୍ଥ ଏଠାକାର ବଳରାମ କୋଇଲା ଖଣିରୁ ରବିବାର ଡିଜେଲ ଚୋରି କରୁଥିଲା ବେଳେ ୨ ଜଣ ମହାନଦୀ କୋଇଲା କମ୍ପାନୀ କର୍ମଚାରୀ ଧରାପଡ଼ି ଗିରଫ ହୋଇଥିବା ଜଣାପଡ଼ିଛି । ରବିବାର ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି…

Continue Readingବଳରାମ କୋଇଲା ଖଣିରୁ ଡିଜେଲ୍ ଚୋରି, ଏମ୍‌ସିଏଲ୍‌ର ଦୁଇ କର୍ମଚାରୀ ଗିରଫ

ସ୍ବାଧୀନତା ସଂଗ୍ରାମୀଙ୍କୁ ସମ୍ବର୍ଦ୍ଧନା

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ କଳମଛୁଇଁ ପଂଚାୟତସ୍ଥିତ ମଝିକା ଗ୍ରାମର ଶତାୟୁ ସ୍ବାଧୀନତା ସଂଗ୍ରାମୀ ବଂଶୀଧର ପ୍ରଧାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ତାଳଚେର ଫର୍ଟିଲାଇଜର ପକ୍ଷରୁ ବରିଷ୍ଠ ପଦାଧିକାରୀମାନେ ସ୍ବାଧୀନତା ସଂଗ୍ରାମୀ…

Continue Readingସ୍ବାଧୀନତା ସଂଗ୍ରାମୀଙ୍କୁ ସମ୍ବର୍ଦ୍ଧନା

ତାଳଚେର କଂଗ୍ରେସ ପକ୍ଷରୁ ମନ୍ଥନ ବୈଠକ ଅନୁଷ୍ଠିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ସାଉଥ୍ ବଲଣ୍ଡା ସ୍ଥିତ ଜଗନ୍ନାଥ କଳାକେନ୍ଦ୍ର ଠାରେ ଶରତ ଚନ୍ଦ୍ର ପ୍ରଧାନଙ୍କ ଆବାହକତ୍ଵରେ ତାଳଚେର କଂଗ୍ରେସର ଏକ ମନ୍ଥନ ବୈଠକ ଅନୁଷ୍ଠିତ ହୋଇଯାଇଛି । ତୃଣମୂଳ ସ୍ତରରେ କଂଗ୍ରେସକୁ ସୁଦୃଢ଼ କରିବା ଏବଂ କିପରି…

Continue Readingତାଳଚେର କଂଗ୍ରେସ ପକ୍ଷରୁ ମନ୍ଥନ ବୈଠକ ଅନୁଷ୍ଠିତ

ମା’ ହିଙ୍ଗୁଳା ପୀଠରେ ନବରାତ୍ର ପୂଜା ଆରମ୍ଭ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା' ହିଙ୍ଗୁଳାଙ୍କ ପ୍ରସିଦ୍ଧ ଶାରଦୀୟ ନବରାତ୍ର ପୂଜା କୋଭିଡ୍ କଟକଣା ମଧ୍ୟରେ ଆରମ୍ଭ ହୋଇଯାଇଛି। ଦଶ ଦିନ ବ୍ୟାପୀ ଅନୁଷ୍ଠିତ ହେଉଥିବା ଏହି ପୂଜାରେ ପ୍ରଥମ ଦିବସରେ ଶୈଳପୂତ୍ରୀ ପୂଜନ, ଦ୍ବିତୀୟ ଦିବସରେ…

Continue Readingମା’ ହିଙ୍ଗୁଳା ପୀଠରେ ନବରାତ୍ର ପୂଜା ଆରମ୍ଭ