ଆମ୍ବପାଳ ଗ୍ରାମବାସୀଙ୍କ ପକ୍ଷରୁ ହିଙ୍ଗୁଳା ଖଣି ବନ୍ଦ ଆନ୍ଦୋଳନ

ଅନୁଗୁଳ: ନିଯୁକ୍ତି, ଥଇଥାନ ଓ କ୍ଷତିପୂରଣ ଆଦି ତିନି ଦଫା ଦାବୀ ନେଇ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଳକ ଆମ୍ବପାଳ ଗ୍ରାମବାସୀମାନଙ୍କ ପକ୍ଷରୁ ସୋମବାର ହିଙ୍ଗୁଳା କୋଇଲା ଖଣି ବନ୍ଦ ଆନ୍ଦୋଳନ କରାଯାଇଥିଲା । ସକାଳ ୬ଟା ବେଳେ ଆମ୍ବପାଳ ଗ୍ରାମର…

Continue Readingଆମ୍ବପାଳ ଗ୍ରାମବାସୀଙ୍କ ପକ୍ଷରୁ ହିଙ୍ଗୁଳା ଖଣି ବନ୍ଦ ଆନ୍ଦୋଳନ

କ୍ଷତିପୂରଣ, ଥଇଥାନ ନକରି ଭାଙ୍ଗିଦେଲେ ଘର

ଅନୁଗୁଳ: କ୍ଷତିପୂରଣ ପ୍ରଦାନ ନକରି କ୍ଷତିଗ୍ରସ୍ତଙ୍କ ଘର ଭାଙ୍ଗିବାକୁ ନେଇ ଅନୁଗୁଳ ଜିଲ୍ଲା ତାଳଚେର କୋଇଲା ଖଣି ଅଞ୍ଚଳରେ ଶୁକ୍ରବାର ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି କ୍ଷତିଗ୍ରସ୍ତ ଗ୍ରାମବାସୀ ଖଣି ବନ୍ଦ ଆନ୍ଦୋଳନ ଚଳାଇଥିବାରୁ ସମଗ୍ର ଖଣି ଇଲାକାରୁ କୋଇଲା ଉତ୍ତୋଳନ…

Continue Readingକ୍ଷତିପୂରଣ, ଥଇଥାନ ନକରି ଭାଙ୍ଗିଦେଲେ ଘର

ଓଜେଇ ଓଡ଼ିଶା ଟପ୍ପର ପିଙ୍କିନାରାଣୀଙ୍କୁ ସମ୍ବର୍ଦ୍ଧନା

ଅନୁଗୁଳ: ବିକାଶ ଫାଉଣ୍ଡେସନ ପକ୍ଷରୁ ଓଜେଇ ଓଡ଼ିଶା ଟପ୍ପର ପିଙ୍କିନାରାଣୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ତାଳଚେରର ଝିଅ ପିଙ୍କିନା ୨୦୨୧ ଶିକ୍ଷା ବର୍ଷର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇ)ରେ ଟପ୍ପର ହୋଇଥିଲେ । ଦିନକୁ ୧୪ ଘଣ୍ଟା ପରିଶ୍ରମ କରି ପିଙ୍କିନାଙ୍କୁ…

Continue Readingଓଜେଇ ଓଡ଼ିଶା ଟପ୍ପର ପିଙ୍କିନାରାଣୀଙ୍କୁ ସମ୍ବର୍ଦ୍ଧନା

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଘର ସମ୍ମୁଖରେ ଧାରଣା

ଅନୁଗୁଳ : ଏନ୍‌ସି ଟ୍ୟାଗ୍ ହଟାଇବା ଦାବିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତାଳଚେରସ୍ଥିତ ବାସଭବନ ସମ୍ମୁଖରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଗୁରୁବାର ଦୁଇ ଘଣ୍ଟା ଧରି ଧାରଣା ଦେଇଥିଲେ । ଇଂ. ଦେବାଶିଷ ହୋତାଙ୍କ ନେତୃତ୍ବରେ ଏକ ଶୋଭାଯାତ୍ରା ଢେଙ୍କାନାଳରୁ ବାହାରି…

Continue Readingକେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଘର ସମ୍ମୁଖରେ ଧାରଣା

ଦକ୍ଷତା ବିକାଶ କେନ୍ଦ୍ର ଖୋଲିବାକୁ ଦାବି

ଅନୁଗୁଳ: ଭାରତୀୟ ମଜଦୂର ସଙ୍ଘ (ବିଏମଏସ) ସଂଲଗ୍ନ କୋଇଲା ଉଦ୍ୟୋଗ ମହାସଂଘ ଅଖିଳ ଭାରତୀୟ ଖଦାନ ମଜଦୂର ସଙ୍ଘର (ଏବିକେଏମଏସ) କେନ୍ଦ୍ରୀୟ ନେତୃବୃନ୍ଦ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ଦିଲ୍ଲୀସ୍ଥିତ ବାସ ଭବନରେ ସାକ୍ଷାତ…

Continue Readingଦକ୍ଷତା ବିକାଶ କେନ୍ଦ୍ର ଖୋଲିବାକୁ ଦାବି

ସତ୍ୟର ପକ୍ଷ ନିଅନ୍ତୁ ସାମ୍ବାଦିକ

ଅନୁଗୁଳ: ଗଣତନ୍ତ୍ରକୁ ବିପତ୍ତି ପଡ଼ିଥିବା ବେଳେ ଗଣମାଧ୍ୟମ ହିଁ ଏହାକୁ ସଜାଡ଼ିବାରେ ଭୂମିକା ନେଇଛି। ଏବେ ବି ଗଣତନ୍ତ୍ର ଉପରେ ବାରମ୍ବାର ବିପଦ ଆସିବା ସହ ଅର୍ଥନୀତି କ୍ଷେତ୍ରରେ ମାନ୍ଦାବସ୍ଥା ଦେଖାଦେଇଛି। ଏହି ସନ୍ଧିକ୍ଷଣରେ ଗଣମାଧ୍ୟମ ଜାଗ୍ରତ ପ୍ରହରୀ ସାଜି ଗଣତନ୍ତ୍ରକୁ…

Continue Readingସତ୍ୟର ପକ୍ଷ ନିଅନ୍ତୁ ସାମ୍ବାଦିକ

ଅନନ୍ତ ଡିଏଭିରେ ଶିଶୁ ଦିବସ ପାଳିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମହାନଦୀ କୋଲ୍ ଫିଲ୍ଡ଼,ଜଗନ୍ନାଥ କ୍ଷେତ୍ର ଅନ୍ତର୍ଗତ ଡିଏଭି ପବ୍ଲିକ୍ ସ୍କୁଲ, ଅନନ୍ତ ବିହାର ପରିସରରେ ରବିବାର ଶିଶୁ ଦିବସ ପାଳିତ ହୋଇ ଯାଇଛି। ଅନନ୍ତ ଓ.ସି.ପି.ର ପ୍ରକଳ୍ପ ଅଧିକାରୀ ଉରେନ୍ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ…

Continue Readingଅନନ୍ତ ଡିଏଭିରେ ଶିଶୁ ଦିବସ ପାଳିତ

ଶନି ମହାଦେବଙ୍କ ବାର୍ଷିକ ଉତ୍ସବ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ସୌଭାଗ୍ୟ ସାଗର ପୋଖରୀ ନିକଟରେ ପୂଜା ପାଉଥିବା ଶନି ମହାଦେବଙ୍କ ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳନ କରାଯାଇଛି। ଏହି ଅବସରରେ ମନ୍ଦିର ନିକଟରେ ପୂଜା ଯଜ୍ଞ ,କୀର୍ତ୍ତନ କରାଯାଇଥିଲା। ବହୁସଂଖ୍ୟକ ଶ୍ରଦ୍ଧାଳୁ ଏଥିରେ ସାମିଲ୍ ହୋଇ…

Continue Readingଶନି ମହାଦେବଙ୍କ ବାର୍ଷିକ ଉତ୍ସବ

ବ୍ୟବସାୟୀଙ୍କ ଏକାଉଣ୍ଟରୁ ୧.୮୧ ଲକ୍ଷ ଟଙ୍କା ଗାଏବ

ଅନୁଗୁଳ:ଅନୁଗୁଳ ଜିଲ୍ଲା ବିକ୍ରମପୁର ଥାନା ଅନ୍ତର୍ଗତ ଗୋବରା ଇଲାକାର ଜଣେ ପେଟ୍ରୋଲ୍ ପମ୍ପ ବ୍ୟବସାୟୀଙ୍କର ଆକାଉଣ୍ଟରୁ ୧ ଲକ୍ଷ ୮୧ ହଜାରଟଙ୍କା ଗାଏବ ହୋଇଯାଇଥିବା ପୁଲିସ୍ ନିକଟରେ ଶନିବାର ଅଭିଯୋଗ ହୋଇଛି। ଗୋବରାରେ ଥିବା ପେଟ୍ରୋଲ୍‌ ପମ୍ପର ପରିଚାଳକ ବିନୋଦ ସ୍ବାଇଁ…

Continue Readingବ୍ୟବସାୟୀଙ୍କ ଏକାଉଣ୍ଟରୁ ୧.୮୧ ଲକ୍ଷ ଟଙ୍କା ଗାଏବ

ଆଗାମୀ ପଂଚାୟତ ଓ ପୌର ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି ତରଫରୁ ପ୍ରସ୍ତୁତି ବୈଠକ

ଅନୁଗୁଳ: ଆଗାମୀ ପଂଚାୟତ ଓ ପୌର ନିର୍ବାଚନ ପରିପ୍ରେକ୍ଷୀରେ ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଏଫ୍.ସି.ଆଇ. ଠାରେ ଶନିବାର ବହୁଜନ ସମାଜ ପାର୍ଟି ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ତଥା ଆଇନଜୀବୀ ପ୍ରଫୁଲ ନାୟକଙ୍କ ଅଧ୍ୟକ୍ଷତାରେ…

Continue Readingଆଗାମୀ ପଂଚାୟତ ଓ ପୌର ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି ତରଫରୁ ପ୍ରସ୍ତୁତି ବୈଠକ