ଖଣି ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନବାଚୀ
ଅନୁଗୁଳ: ଏମ୍ସିଏଲ୍ ତାଳଚେର ଅନନ୍ତ ଖଣି ରେଲୱେ ସାଇଡିଂରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି । ରେଲୱେ ୱାଗନ ମଧ୍ୟରେ ଜଣେ ଯୁବକ ଉପରେ କୋଇଲା ଖଣ୍ଡ ଅଜାଡ଼ି ଦିଆଯାଇଥିବା ବେଳେ ସେ ଚିତ୍କାର କରିବାରୁ ମୁର୍ମୁଷୁ ଅବସ୍ଥାରେ ତାଙ୍କୁ…
ଅନୁଗୁଳ: ଏମ୍ସିଏଲ୍ ତାଳଚେର ଅନନ୍ତ ଖଣି ରେଲୱେ ସାଇଡିଂରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି । ରେଲୱେ ୱାଗନ ମଧ୍ୟରେ ଜଣେ ଯୁବକ ଉପରେ କୋଇଲା ଖଣ୍ଡ ଅଜାଡ଼ି ଦିଆଯାଇଥିବା ବେଳେ ସେ ଚିତ୍କାର କରିବାରୁ ମୁର୍ମୁଷୁ ଅବସ୍ଥାରେ ତାଙ୍କୁ…
ଅନୁଗୁଳ: କୋଭିଡ୍ ସଂକ୍ରମଣ ବଢୁଥିବାରୁ ଏଥର ତାଳଚେରର ପ୍ରସିଦ୍ଧ ହିଙ୍ଗୁଳା ଯାତ୍ରା ଓ ଲୋକ ମହୋତ୍ସବକୁ ବାତିଲ କରାଯାଇଛି । କେବଳ ପରମ୍ପରା ରକ୍ଷା ପାଇଁ ମା’ଙ୍କ ପାରମ୍ପରିକ ନୀତିନିୟମ ଅନୁସାରେ ପୂଜାର୍ଚ୍ଚନା କୋଭିଡ୍ ନିୟମ ଅନୁସାରେ କରାଯିବା ସହ କୌଣସି…
ଅନୁଗୁଳ: ଏନ୍ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ (ଟିଟିପିଏସ) ଶ୍ରମିକ ଏକତା ମଞ୍ଚର ଏକ ପ୍ରତିନିଧି ମଣ୍ଡଳ ସୋମବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭୁବନେଶ୍ବରଠାରେ ଭେଟିଛନ୍ତି । ପୁରୁଣା ପ୍ଲାଣ୍ଟ କାର୍ଯ୍ୟକ୍ଷମ କରାଯିବା ସଙ୍ଗେ ସଙ୍ଗେ ନୂତନ ପ୍ଲାଣ୍ଟ ସମ୍ପ୍ରସାରଣ କାର୍ଯ୍ୟକୁ ଆରମ୍ଭ…
ଅନୁଗୁଳ : ବୁଲେଟ୍ ବିକ୍ରିର ବିଜ୍ଞାପନ ଦେଖାଇ ବିକ୍ରମପୁର ଥାନା ଇଲାକାର ଜଣେ ବ୍ୟକ୍ତିଙ୍କଠାରୁ ୬୭ ହଜାର ଟଙ୍କା ଠକିନେଇଥିବା ତିନି ସାଇବର୍ ଠକଙ୍କୁ ବାନ୍ଧିବାରେ ସଫଳ ହୋଇଛି ତାଳଚେର ବିକ୍ରମପୁର ଥାନା ପୁଲିସ। ବାରିପଦାରୁ ଦୁଇ ଭାଇଙ୍କ ସମେତ ୩…
ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ସାଇବର ଠକେଇ ଉଭୟ ପୁଲିସ ଓ ଜନସାଧାରଣଙ୍କ ଚିନ୍ତା ବଢ଼ାଇଛି । ସାନଭାଇର ଫେସ୍ବୁକ୍ ଆକାଉଣ୍ଟ ହ୍ୟାକ୍ କରି ବଡ଼ଭାଇ ପାଖରୁ ୧୦ ହଜାର ଟଙ୍କା ଲୁଟିନେବା ଭଳି ରୋଚକ ଘଟଣା ବିକ୍ରମପୁର ଥାନା ଇଲାକାରେ ଚର୍ଚ୍ଚାର…
ଅନୁଗୁଳ: ଏମସିଏଲ ତାଳଚେର କୋଇଲା ଖଣି ଅଞ୍ଚଳରେ ବେଧଡ଼କ ଭାବେ ଦୀର୍ଘ ଦିନ ଜାଲ ଟ୍ରାଞ୍ଜିଟପାସ୍, ଚାଲାଣ, ଆଧାରକାର୍ଡ, ପ୍ୟାନକାର୍ଡ ଓ ସିଲ କାରବାର ଚଳାଇ ଆସିଥିବା ଏକ ଗ୍ୟାଙ୍ଗକୁ କାବୁ କରିବାରେ ସଫଳ ହୋଇଛି ପୁଲିସ । ଏହି କାରବାରରେ…
ତାଳଚେର: ତାଳଚେର କୃଷି ସେବା ଓ ପରାମର୍ଶ କେନ୍ଦ୍ରଠାରେ ଜିଲ୍ଲାସ୍ତରୀୟ କୃଷି ସଚେତନତା ରଥ ଉଦ୍ଘାଟିତ ହୋଇଛି। ତାଳଚେର ପଞ୍ଚାୟତ ସମିତି ଅଧ୍ୟକ୍ଷ ବୃନ୍ଦାବନ ବେହେରା, କୃଷି ରଥର ଉଦ୍ଘାଟନ କରିଥିଲେ । କାର୍ଯ୍ୟକ୍ରମରେ ‘ଆତ୍ମା’ର ଅଧ୍ୟକ୍ଷ ନରେଶଚନ୍ଦ୍ର ବେହେରା, ଜିଲ୍ଲା…
ଅନୁଗୁଳ: ତାଳଚେର ପୁଲିସକୁ ଗୁରୁବାର ମିଳିଛି ଏକ ବଡ଼ ସଫଳତା। ବିଶେଷ ସୂତ୍ରରୁ ଖବର ପାଇ ତାଳଚେର ପୁଲିସ ବ୍ୟାପକ ଧରପଗଡ଼ରେ ଧଳାଜହର କାରବାରେ ସଂପୃକ୍ତ ଏକ ବ୍ୟାକେଟ୍ ଧରାପଡିଛି। ସେମାନଙ୍କଠାରୁ ୧୩.୭୩୦ ଗ୍ରାମ ବ୍ରାଉନ୍ସୁଗର ଜବତ କରାଯାଇଛି । ୬…
ଅନୁଗୁଳ: ଅନ୍ଲାଇନ୍ରେ ପରୀକ୍ଷା କରାଯିବାକୁ ଦାବି କରି ଶନିବାର ତାଳଚେର ସ୍ଵୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଛାତ୍ରଛାତ୍ରୀମାନେ ଅଫ୍ଲାଇନ୍ ପରିବର୍ତ୍ତେ ଅନ୍ଲାଇନ୍ରେ ପରୀକ୍ଷା କରାଯିବାକୁ ଦାବି କରିଥିଲେ…
ଅନୁଗୁଳ: ଟିଟିପିଏସ ବନ୍ଦ ପ୍ରତିବାଦରେ ତାଳଚେର କ୍ରିୟାନୁଷ୍ଠାନ କମିଟି ଓ ଏକତା ମଞ୍ଚ ପକ୍ଷରୁ ଆସନ୍ତା ୮ ତାରିଖରେ ତାଳଚେର ବନ୍ଦ ପାଳନ ଲାଗି ନିଷ୍ପତ୍ତି ହୋଇଛି । ସାଂସଦ ମହେଶ ସାହୁଙ୍କ ଦେଉଳବେଡ଼ା ସ୍ଥିତ କାର୍ଯ୍ୟାଳୟ ଠାରେ ତାଙ୍କ ଅଧ୍ୟକ୍ଷତାରେ…