ଅନୁଗୁଳ: ଶ୍ରମ ଅଦାଲତରେ ଟିଟିପିଏସ୍କୁ ନେଇ ହେବାକୁ ଥିବା ଶୁଣାଣିକୁ ପୁଣି ଘୁଞ୍ଚାଇ ଦିଆଯାଇଛି। ଏପ୍ରିଲ୍ ୨୩ତାରିଖ ଦିନ ଏହାର ଶୁଣାଣି ହେବାକୁ ଥିଲା। କିନ୍ତୁ, କୌଣସି କାରଣରୁ ଏହାର ଶୁଣାଣି ହୋଇ ପାରିନାହିଁ। ଆସନ୍ତା ମେ ୭ତାରିଖ ଦିନ ଏହାର ଶୁଣାଣି ହେବ ବୋଲି ଶ୍ରମ ଅଦାଲତ ପକ୍ଷରୁ ଟିଟିପିଏସ୍ ଶ୍ରମିକ ନେତାଙ୍କୁ ସୂଚନା ଦିଆଯାଇଥିବା ଜଣାପଡ଼ିଛି।
ଏନ୍ଟିପିସି ଶୁଣାଣି ଘୁଞ୍ଚିଲା ୭କୁ
- Post published:April 25, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
