ମହାଦେବ ଯୁବକ ସଂଘ ପକ୍ଷରୁ ବୃକ୍ଷରୋପଣ

You are currently viewing ମହାଦେବ ଯୁବକ ସଂଘ ପକ୍ଷରୁ ବୃକ୍ଷରୋପଣ

ଅନୁଗୁଳ: ସ୍ଥାନୀୟ ତାକଚେର ବ୍ଲକ ନାତିଡି ଗାଁରେ ମହାଦେବ ଯୁବକ ସଂଘ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ସଂଘର ସଭାପତି ହିରୋନ ଗଡ଼ନାୟକ ଓ ସମ୍ପାଦକ ବିକାଶ ସାମଲଙ୍କ ତତ୍ତ୍ୱାବଧାନରେ ଗାଁ ପିଢ଼ ପଡିଆଠାରେ ବୃକ୍ଷରୋପଣ କରାଯାଇଥିଲା। ବୃକ୍ଷ ଆମ ଜୀବନ ହୋଇଥିବାରୁ ଏହାର ରକ୍ଷଣାବେକ୍ଷଣ କରିବା ଆମ ଦାୟିତ୍ୱ ବୋଲି ଅତିଥିମାନେ ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ସୁବୋଧ ଗଡ଼ନାୟକ, ଡିଶୁ ଦଣ୍ଡିଆ, ଅନଧା ସାହୁ, ସିଲୁ ଗଡ଼ନାୟକ, ଚଗଲା ସାମଲ, ଶିବାଜୀ ଦଣ୍ଡିଆ, ପ୍ରିୟବ୍ରତ ଗଡ଼ନାୟକ, ଆନନ୍ଦ ସାହୁ ପ୍ରମୁଖ ବୃକ୍ଷ ରୋପଣ କରିଥିଲେ।

Share

Leave a Reply