ଅନୁଗୁଳ: ସୋମବାର ସନ୍ଧ୍ୟା ପ୍ରାୟ ସାଢେ଼ ସାତଟା ବେଳେ ହିଙ୍ଗୁଳା ଫାଣ୍ଡି ତଥା କଲିଆରୀ ଥାନା ଅନ୍ତର୍ଗତ ହିଙ୍ଗୁଳା ଓଭର ବ୍ରିଜ ଉପରେ ହାଇୱା ଓ ଡାଲା ଟ୍ରକ୍ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବା ଫଳରେ ହଇୱା ଚାଳକ ଜଗବନ୍ଧୁ ବାଘଙ୍କ ମୃତ୍ୟୁ ଘଟିଛି। ଜଗବନ୍ଧୁଙ୍କ ଘର କୋଶଳା ନିକଟବର୍ତ୍ତୀ ଫୁଲଝରି ଗାଁ ରେ ।ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଦୁର୍ଘଟଣାର ତଦନ୍ତ ପୁଲିସ ଆରମ୍ଭ କରିଛି।
ଟ୍ରକ-ହାଇୱା ମୁହାଁ ମୁହିଁ ଧକ୍କାରେ ଜଣେ ମୃତ
- Post published:April 12, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik
