୧୭ ବର୍ଷରୁ କମ୍ ଆନ୍ତଃ ବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତା

You are currently viewing ୧୭ ବର୍ଷରୁ କମ୍ ଆନ୍ତଃ ବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତା

ଅନୁଗୁଳ: ସ୍ଥାନୀୟ ଅନୁଗୁଳ ଷ୍ଟାଡିୟମରେ ୧୭ ବର୍ଷରୁ କମ୍ ଜିଲ୍ଲା ସ୍ତରୀୟ ବାଳକ ଓ ବାଳିକା ବିଭାଗର ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଆଜି ମୋଟ୍ ପାଞ୍ଚଟି ମ୍ୟାଚ୍ ଆୟୋଜିତ ହୋଇଥିଲା। ଆଜିର ମ୍ୟାଚରେ ଛେଣ୍ଡିପଦାକୁ ୨-୦, ବାଳିକା ବିଭାଗରେ କିଶୋରନଗରକୁ ୩-୨, ବାଳକ ବିଭାଗରେ ପାଳଲହଡ଼ା ବଅଁରପାଳକୁ ୨-୦, ବାଳିକା ବିଭାଗରେ ପାଳଲହଡ଼ା ବଅଁରପାଳକୁ ୪-୦ ଓ ଆଠମଲ୍ଲିକ ବାଳକ କିଶୋରନଗରକୁ ୨-୦ ଗୋଲରେ ପରାସ୍ତ କରିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।

Share

Leave a Reply