କୋବି ବଗିଚାରେ ବିଧାୟକ

You are currently viewing କୋବି ବଗିଚାରେ ବିଧାୟକ

ଅନୁଗୁଳ: କଳ ଲଙ୍ଗଳରେ ବିଲରେ ଚାଷ କରି ଚର୍ଚ୍ଚାକୁ ଆସିଥିବା ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏଙ୍କୁ ଏବେ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି। ଫୁରସତ ପାଇବା ମାତ୍ରେ ବାଡି ବଗିଚାରେ ସମୟ କାଟୁଛନ୍ତି। ବାଡ଼ିରେ ୧୫ ଶହରୁ ଅଧିକ କୋବି ଚାରା ଲଗାଇଥିବା ବେଳେ ତାର ଯତ୍ନ ନେଉଛନ୍ତି। ନିକଟରେ ବାଡ଼ିରେ କୋଡ଼ାଖୋସା କରୁଥିବା ଭିଡିଓ ପଦାକୁ ଆସିଛି। ଏବେ ଅନେକ ଚାଷ ପ୍ରତି ବିମୁଖ ଥିବା ବେଳେ ବିଧାୟକଙ୍କ ମନୋଭାବ ସେମାନଙ୍କୁ ଉତ୍ସାହିତ କରିବ ନିଶ୍ଚୟ।

Share

Leave a Reply