ଶିବ ମନ୍ଦିରର ହୁଣ୍ଡି ଭାଙ୍ଗି ଲୁଟ୍, ଥାନାରେ ମାମଲା
ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ମରଣ୍ଡା ଗାଁ ବାବା ସର୍ପେଶ୍ଵର ମନ୍ଦିରରୁ ଚୋରି। ରବିବାର ମନ୍ଦିର ପ୍ରାଙ୍ଗଣରେ ଥିବା ହୁଣ୍ଡି ଭାଙ୍ଗି କେହି ଟଙ୍କା ପଇସା ନେଇଯାଇଛି। ଏଥି ସହ ଚୋର ମନ୍ଦିରର ଡାକବାଜି ଯନ୍ତ୍ରକୁ ମଧ୍ୟ ଚୋରି କରିଛି।…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ମରଣ୍ଡା ଗାଁ ବାବା ସର୍ପେଶ୍ଵର ମନ୍ଦିରରୁ ଚୋରି। ରବିବାର ମନ୍ଦିର ପ୍ରାଙ୍ଗଣରେ ଥିବା ହୁଣ୍ଡି ଭାଙ୍ଗି କେହି ଟଙ୍କା ପଇସା ନେଇଯାଇଛି। ଏଥି ସହ ଚୋର ମନ୍ଦିରର ଡାକବାଜି ଯନ୍ତ୍ରକୁ ମଧ୍ୟ ଚୋରି କରିଛି।…
ଅନୁଗୁଳ: ଜିଲ୍ଲାରେ ହାତୀ ପ୍ରବଣ ଅଞ୍ଚଳ ଗୁଡିକରେ ରାତି ସମୟରେ ଲୋକେ ଯାତାୟାତ କରିବା ରେ ସୁବିଧା ପାଇଁ ବନବିଭାଗ ହାଇମାଷ୍ଟ ଲାଇଟ ବ୍ୟବସ୍ଥା କରିଛି। ବିଶେଷ କରି ବନ୍ତଳା ବନାଞ୍ଚଳ ଅଧୀନରେ ଥିବା ଗାଁ ଗୁଡିକୁ ଏହି ସୁବିଧା ଯୋଗାଇ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ପୋକତୁଙ୍ଗା ସେବା ସମବାୟ ସମିତି ମହିଳାଙ୍କୁ ଋଣ ଦେଉ ନଥିବା ନେଇ ଅଭିଯୋଗ ହୋଇଛି। ଶତାଧିକ ମହିଳା ଏକାଠି ହୋଇ ଏନେଇ ଅଭିଯୋଗ କରିଛନ୍ତି। ସୂଚନାନୁଯାୟୀ, ପୋକତୁଙ୍ଗା, ଧୋକୁଟା ଓ ନନ୍ଦପୁର ପଞ୍ଚାୟତରେ ଥିବା…
ଅନୁଗୁଳ: ଆମ୍ବ ଗୋଟାଇବାକୁ ଯାଇଥିବା ବୃଦ୍ଧଙ୍କୁ କଚାଡ଼ି ମାରିଲା ଦନ୍ତା। ଅନୁଗୁଳ ଜିଲ୍ଲା ଛେଣ୍ତିପଦା ବନାଞ୍ଚଳରେ କଣଲୋଇ ଭାଗମୁଣ୍ଡା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ସେହି ଗାଁର ପ୍ରସନ୍ନ ନାଏକ (୬୫)। ସୂଚନା ମୁତାବକ, ଶନିବାର ଭୋର୍…
ବନ୍ତଳା: ଅନୁଗୁଳ ବନଖଣ୍ଡ ବନ୍ତଳା ରେଞ୍ଜରେ ବିଦ୍ୟୁତ୍ ଆଘାତରେ ଦନ୍ତା ମୃତ। ସୂଚନା ଯେ, ଅନୁଗୁଳ ବନଖଣ୍ଡ ବନ୍ତଳା ରେଞ୍ଜ ଅନ୍ତର୍ଗତ ତଳସୀରା ଗାଁରେ ବିଦୁତ ଆଘାତରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି। ପାଖ ଜଙ୍ଗଲରୁ ଗତ କାଲି ବିଳମ୍ବିତ…
ଅନୁଗୁଳ: ଅନୁଗୁଳ ବ୍ଲକ ଅନ୍ତର୍ଗତ ଶଂଖପୁର ପଞ୍ଚାୟତରେ ମଣିଷଙ୍କ କାମ କରୁଛି ମେସିନ୍। ମନରେଗା ଯୋଜନାରେ ଆସିଥିବା କାମକୁ ଏଠାରେ ମେସିନ ଦ୍ୱାରା କରାଯାଉଥିବା ଦେଖିବାକୁ ମିଳିଛି। ଏହି ପଞ୍ଚାୟତର ଖାଲଗାଁ ଠାରେ ଅମୃତ ସରୋବର ଯୋଜନାରେ ଏକ ପୋଖରୀ ଖନନ…
ଅନୁଗୁଳ: ଅନୁଗୁଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ବନାଞ୍ଚଳ ମଧୁପୁର ଗାଁରେ ଆଜି ଭୋରରୁ ଏକ ମଇଁଷି ଗୋଠ ଉପରେ ହାତୀ ଆକ୍ରମଣ କରିଛି। ହାତୀ ଆକ୍ରମଣରେ ଗୋଟିଏ ମଇଁଷିର ଜୀବନ ଯାଇଥିବା ବେଳେ ୪ଟି ମଇଁଷି ଗୁରୁତର ହୋଇଛନ୍ତି ସୂଚନା ମୁତାବକ,…
ଅନୁଗୁଳ: ପୁଣି ରାସ୍ତା କାମରେ ଅନିୟମିତତା ଅଭିଯୋଗ। ଠିକ ଭାଗମାପରେ, ଉଚିତ ନିୟମରେ ନ କରି ମନଇଚ୍ଛା କାମ କରାଯାଉଥିବା ନେଇ ପୂର୍ତ୍ତ ବିଭାଗ ନାଁରେ ଅଭିଯୋଗ କରିଛନ୍ତି ସ୍ଥାନୀୟ ଅନୁଗୁଳ ବ୍ଲକ ଖିଣ୍ଡା ପଞ୍ଚାୟତବାସୀ। ପଞ୍ଚାୟତବାସୀଙ୍କ ଅଭିଯୋଗ ଅନୁସାରେ, କଲେଇପଦା…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ବନାଞ୍ଚଳ ଅନ୍ତର୍ଗତ ମରଣ୍ଡା ଗାଁ ପାଖ ଆମ୍ବ ତୋଟାରୁ ବାରହା ମାଂସ, ଚମଡ଼ା ଓ ୨ଟି ବୋମା ଜବତ ହୋଇଛି। ଏଥିସହ ଜଣେ ଶିକାରୀକୁ ବନ ବିଭାଗ ଗିରଫ କରିଛି। ଗିରଫ ବ୍ୟକ୍ତି ହେଲେ ମରଣ୍ଡା…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ବନାଞ୍ଚଳ ଅନ୍ତର୍ଗତ କଂଜା ଗାଁରୁ ଶୁକ୍ରବାର ଏକ ବିଶାଳକାୟ ଅହିରାଜ ସାପ ଉଦ୍ଧାର ହୋଇଛି। ଶୁକ୍ରବାର ସକାଳେ ବନ୍ତଳା ରେଞ୍ଜ ଅଧୀନସ୍ଥ କଂଜା ଗ୍ରାମ ତଳସାହିର ଶ୍ରୀକାନ୍ତ ବେହେରାଙ୍କ ଟାଟା ମ୍ୟାଜିକ ଗାଡ଼ିରେ ପ୍ରାୟ ୧୩…