ବୋଇତ ବନ୍ଦାଣ ଉତ୍ସବ ବନ୍ଦ

You are currently viewing ବୋଇତ ବନ୍ଦାଣ ଉତ୍ସବ ବନ୍ଦ

ଅନୁଗୁଳ: ଚଳିତ ବର୍ଷ କରୋନା କଟକଣା ପାଇଁ ସବୁ ପର୍ବପର୍ବାଣୀ ବନ୍ଦ। ଏଣୁ ସରକାର ନଈନାଳ, ପୋଖରୀ କୂଳରେ ହେଉଥିବା ସାର୍ବଜନୀନ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ବା ଡଙ୍ଗାଭସାଣ ବନ୍ଦ କରିଛନ୍ତି। କାର୍ତ୍ତିକ ଭଳି ଧାର୍ମିକ ମାସରେ ବୋଇତ ବନ୍ଦାଣ ଓ ଡଙ୍ଗାଭସା କାର୍ଯ୍ୟକ୍ରମରେ ଆବାଳ ବୃଦ୍ଧବନିତା ଭାଗ ନେଇଥାନ୍ତି। ଏଥିପାଇଁ ସହରର ବିଭିନ୍ନ ସ୍ଥାନରେ ସୋଲ ଡଙ୍ଗାମାନ ବିକ୍ରୟ ଆରମ୍ଭ ହୋଇଯାଇଥିଲା। ହେଲେ ସରକାରଙ୍କ କରୋନା କଟକଣା ଯୋଗୁଁ ଡଙ୍ଗାଭସାରେ ରୋକ ଲାଗିଛି। ସରକାରଂକ କଟକଣା କେବଳ ଡଙ୍ଗା ବେପାରୀଙ୍କୁ ନିରାଶ କରିନି, ଶ୍ରଦ୍ଧାଳୁଙ୍କ ଉତ୍ସାହରେ ପାଣି ଭରିଦେଇଛି।

Share

Leave a Reply