ଡାକ୍ତରଖାନା ୱାର୍ଡରେ ଲାଗିବ ଏଆର୍ ପ୍ୟୁରିଫାୟର ଓ ଫ୍ଲାଏ ରେପିଲେଣ୍ଟ
ଅନୁଗୁଳ: ଅନୁଗୁଳ ସରକାରୀ ଡାକ୍ତରଖାନାରେ ଡାକ୍ତର ନଥାନ୍ତୁ ପଛେ,ୱାର୍ଡର ଚିତ୍ର ଖୁବ୍ ଶୀଘ୍ର ବଦଳିବାକୁ ଯାଉଛି। ଅବଶ୍ୟ ଏଥିପାଇଁ ଡାକ୍ତରଖାନାର କିଛି ଅବଦାନ ନାହିଁ। ଅନୁଗୁଳ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟରେ ଥିବା ଏକ ଘରୋଇ ଉଦ୍ୟୋଗ ତାର ସିଏସ୍ଆର୍ ପାଣ୍ଠିରୁ ମେଡ଼ିକାଲକୁ ଦାନ…



