ନବକୃଷ୍ଣ ଚୌଧୁରୀ ଙ୍କର ୪୦ତମ ପୂଣ୍ୟ ତିଥି ପାଳିତ
ଅନୁଗୁଳ: ନବକୃଷ୍ଣଙ୍କ ନିଷ୍ଠାପର ଜନସେବା ଅନନ୍ୟ। ନବ-ମାଳତୀ ସ୍ମୃତୀ କମିଟି ପକ୍ଷରୁ ସ୍ଥାନୀୟ ସଭାଘର ଠାରେ ସ୍ଥାପିତ ପ୍ରତିମୂର୍ତ୍ତି ଠାରେ ୪୦ତମ ପୂଣ୍ୟ ତିଥି ପାଳିତ। ନବକୃଷ୍ଣ ଚୌଧୁରୀ ଥିଲେ ନୀତିନିଷ୍ଠ ରାଜନୈତିକ ସନ୍ଥ,ଓଡ଼ିଶାରେ ସମାଜବାଦୀ ଆନ୍ଦୋଳନର ଭଗିରଥ,ଓଡ଼ିଶାର ରାଜନୀତି ଓ…



