ଜସ୍ମିନ ସାହୁଙ୍କ ମୃତ୍ୟୁ ପଛରୁ ପରଦା ହଟିନୀ
ଅନୁଗୁଳ: କ୍ରିଏଟିଭ ଟେକ୍ନୋ କଲେଜ୍ର ବିସିଏ ଦ୍ଵିତୀୟ ବର୍ଷର ଛାତ୍ରୀ ଜସ୍ମିନ୍ ସାହୁଙ୍କ ସନ୍ଦେହ ଜନକ ମୃତ୍ୟୁ ପଛରୁ ପରଦା ଏଯାଏଁ ହଟୁନି। ଜସ୍ମିନ୍ଙ୍କ ପିତାସନ୍ତୋଷ ସାହୁ ଥାନାରେ ଦେଇଥିବା ଲିଖିତ ଅଭିଯୋଗ ମୁତାବକ ଛୁଟି ପରେ ଜସ୍ମିନ୍ ଗତ ୫…
ଅନୁଗୁଳ: କ୍ରିଏଟିଭ ଟେକ୍ନୋ କଲେଜ୍ର ବିସିଏ ଦ୍ଵିତୀୟ ବର୍ଷର ଛାତ୍ରୀ ଜସ୍ମିନ୍ ସାହୁଙ୍କ ସନ୍ଦେହ ଜନକ ମୃତ୍ୟୁ ପଛରୁ ପରଦା ଏଯାଏଁ ହଟୁନି। ଜସ୍ମିନ୍ଙ୍କ ପିତାସନ୍ତୋଷ ସାହୁ ଥାନାରେ ଦେଇଥିବା ଲିଖିତ ଅଭିଯୋଗ ମୁତାବକ ଛୁଟି ପରେ ଜସ୍ମିନ୍ ଗତ ୫…
ଅନୁଗୁଳ: ଆଜି ଅପରାହ୍ନରେ ଅନୁଗୁଳ ହେମଶୁରପଡ଼ା ନିବାସୀ ସ୍ଵର୍ଗତ କିଶୋରୀ ଦାସଙ୍କ ଧର୍ମପତ୍ନୀ ମୀନା ଦାସଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା। ଅନ୍ତିମଶଯ୍ୟା ନିକଟରେ ଝିଅ ଜ୍ବାଇଁ,ପୁତ୍ର ପୁତ୍ରବଧୂ ପ୍ରମୁଖ ଉପସ୍ଥିତ ଥିଲେ।…
ଅନୁଗୁଳ: ଦଲାଲଙ୍କ କବଳରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ। ଦଲାଲଙ୍କ ପାଇଁ ଚିକିତ୍ସା ଲାଗି ଆସୁଥିବା ନିରୀହ ଲୋକ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ଜଣେ ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ, ଶନିବାର ସକାଳେ ବଇଣ୍ଡା ଫାଣ୍ଡି…
ଅନୁଗୁଳ: ବଳରାମପ୍ରସାଦର ବରିଷ୍ଠ ନେତା ନିର୍ମଳ ଚନ୍ଦ୍ର ସାହୁଙ୍କୁ ବିଜେଡି ରାଜ୍ୟ ସମ୍ପାଦକ ଭାବେ ନିଯୁକ୍ତି ଦେଇଛି। ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ତାଙ୍କୁ ଏହି ନିଯୁକ୍ତି ଦେଇଚନ୍ତି। ଶ୍ରୀ ସାହୁ ବଅଁରପାଳ ବ୍ଲକ୍ ବିଜେଡିର ଜଣେ ଟାଣୁଆ…
ଅନୁଗୁଳ: ଗୁରୁବାର ଅପରାହ୍ନ ୧:୧୪ ମିନିଟ ସାନକେରଜାଙ୍ଗର ବାସିନ୍ଦା ସୁବାସ ବିଶ୍ଵାଳଙ୍କ ପାଖକୁ ଏକ ହ୍ୱାଟସ୍ ଅପ୍ କଲ୍ ଆସିଲା। ନମ୍ୱର୍ +୯୨୩୧୩୦୪୫୭୨୭୭। ପ୍ରୋଫାଇଲରେ ପୋଲିସ ଭଳି ପୋଷାକ। କଲ୍ କରୁଥିବା ବ୍ୟକ୍ତି ଜଣକ କହିଲେ ମୁଁ ସିବିଆଇ ରାଉରକେଲା ଶାଖାରୁ…
ଅନୁଗୁଳ: ଅନୁଗୁଳ ଜିଲ୍ଲାର ୫୫ ନମ୍ୱର୍ ଜାତୀୟ ରାଜପଥ ର ପ୍ରଶସ୍ତିକରଣ କାର୍ଯ୍ୟ ଦୀର୍ଘ ସାତ ବର୍ଷ ଧରି ଚାଲିଥିବା ବେଳେ ଅସମ୍ପୂର୍ଣ୍ଣ କାର୍ଯ୍ୟ ପାଇଁ ଏହି ରାସ୍ତାରେ ଅନେକ ଦୁର୍ଘଟଣା ଘଟି ଧନ ଜୀବନ ହାନି ଘଟିଛି। ଗତ ୨୦୨୩…
ଅନୁଗୁଳ: ଅନୁଗୁଳରେ ଗ୍ରୀଷ୍ମ ପ୍ରବାହ ଲାଗିରହିଛି। ଗତ ଚାଳିଶ ବର୍ଷ ମଧ୍ୟରେ ଏଭଳି ଲମ୍ବା ଗ୍ରୀଷ୍ମ ପ୍ରବାହ କେବେ ଦେଖିବାକୁ ମିଳି ନ ଥିଲା। ପ୍ରଚଣ୍ଡ ଖରା ଯୋଗୁଁ ସକାଳ ଆଠଟା ରୁ ସନ୍ଧ୍ୟା ଛ ଟା ଯାଏ ଘରୁ…
ଅନୁଗୁଳ: ଆଜି ଅପରାହ୍ନ ପ୍ରାୟ ଚାରିଟା ବେଳେ ଅନୁଗୁଳ ବସ୍ ଷ୍ଟାଣ୍ଡରୁ ବାଳିକା ଉଚ୍ଚ ବିଦ୍ୟାଳୟ ରାସ୍ତାରେ ଗୋଟିଏ ଷଣ୍ଢ ହଠାତ୍ ଖସି ପଡିଥିଲା। କିଛି ସମୟ ମଧ୍ୟରେ ତାର ପ୍ରାଣ ବାୟୁ ଉଡି ଯାଇଥିଲା। ବର୍ତମାନ ସହରରେ ଯେଭଳି ଖରା…
ଅନୁଗୁଳ: ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଚିଠି ସଂଖ୍ୟା ୧୦୩୫୫/୨୪.୪.୨୦୨୪ ଅନୁସାରେ ଖୁବ୍ ଶୀଘ୍ର ରାଜ୍ୟରେ ନକଲି ଡାକ୍ତରଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିନେଇ ଜିଲ୍ଲାରେ ଏକ ସେଲ ଗଠନ କରାଯିବ।ଏଥିରେ ଜିଲ୍ଲାପାଳଙ୍କ…
ଅନୁଗୁଳ: ସାଂପ୍ରତିକ ରାଜନୀତିରେ ଅଣ୍ଡରଡଗ କୁହାଯାଉଥିବା ଭାରତୀୟ ଜାତୀୟ କଂଗ୍ରେସ ଆଜି ଅନୁଗୁଳର ଏକ ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ତାର ଦମ୍ ଦେଖାଇଛି। ଭରପୁର ସାମ୍ବାଦିକ ସମ୍ମିଳନୀରେ ଢେ଼ଙ୍କାନାଳ ସଂସଦୀୟ କ୍ଷେତ୍ରର ସାଂସଦ ପ୍ରାର୍ଥୀ ସସ୍ମିତା ବେହେରା,ଜିଲ୍ଲା ସଭାପତି ତଥା…