ଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ପକ୍ଷରୁ ପ୍ରସାଦ ବଣ୍ଟନ

  ଅନୁଗୁଳ: ଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ପକ୍ଷରୁ ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ଏକ ପ୍ରସାଦ ସେବନ ଶିବିର ଆୟୋଜିତ ହୋଇଥିଲା। ସତ୍ୟବ୍ରତ ଭୋଇ, ଡ଼ିଆଇଜି ଅଫ ପୋଲିସ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶିବିରକୁ ଉଦଘାଟନ କରିଥିଲେ।…

Continue Readingଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ପକ୍ଷରୁ ପ୍ରସାଦ ବଣ୍ଟନ

ନବଦିନାତ୍ମକ ଯାତ୍ରା ସାରି ବାହୁଡ଼ିଲେ ମହାବାହୁ, ଜିନ୍ଦଲ ନଗରରେ ଭକ୍ତିମୟ ପରିବେଶ

ଅନୁଗୁଳ: ଦେବଭୂମିରେ ବାହୁଡ଼ା ଯାତ୍ରା ଆଧ୍ୟାତ୍ମିକ ଏବଂ ଭକ୍ତିପୂର୍ଣ୍ଣ ପରିବେଶରେ ହଜାର ହଜାର ଶ୍ରଦ୍ଧାଳୁ ସମାବେଶରେ ସମ୍ପନ୍ନ ହୋଇଛି। ଏ ଅବସରରେ ଶ୍ରୀ ଜିଉ ମାନେ ଗୁଣ୍ଡିଚା ମନ୍ଦିରରୁ ଦେବଭୂମି ସ୍ଥିତ ଶ୍ରୀ ମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ ।…

Continue Readingନବଦିନାତ୍ମକ ଯାତ୍ରା ସାରି ବାହୁଡ଼ିଲେ ମହାବାହୁ, ଜିନ୍ଦଲ ନଗରରେ ଭକ୍ତିମୟ ପରିବେଶ

ଷଣ୍ଢ ପିଟି ହୋଇଯିବାରୁ ବାଇକ୍‌ରୁ ‌ତଳେ ପଡ଼ି ଯୁବକଙ୍କ ମୃତ୍ୟୁ

ଅନୁଗୁଳ: ଷଣ୍ଢ ପିଟି ହୋଇଯିବାରୁ ବାଇକ୍‌ରୁ ତଳେ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ନତଡ଼ା ଗ୍ରାମର କନ୍ଦର୍ପ ବାରିକଙ୍କ ପୁଅ ରାଜେଶ ବାରିକ (୨୭)। ସୂଚନା ମୁତାବକ, ଶୁକ୍ରବାର ରାତି…

Continue Readingଷଣ୍ଢ ପିଟି ହୋଇଯିବାରୁ ବାଇକ୍‌ରୁ ‌ତଳେ ପଡ଼ି ଯୁବକଙ୍କ ମୃତ୍ୟୁ

ଭିନ୍ନ ଏକ କାରଗିଲ ଯୋଦ୍ଧା ଫାଇଟର ପାଇଲଟ ଦିଲୀପ ପଟ୍ଟନାୟକ

ଅନୁଗୁଳ:କାରଗିଲ ଯୁଦ୍ଧରେ ଅନେକ ଓଡ଼ିଆ ସହିଦ ହୋଇଥିଲେ,ଅନେକ ଆହତ ହୋଇଥିଲେ। ମୃତାହତ ନ ହୋଇ ମଧ୍ୟ ଏମିତି ବି ଜଣେ ଲଢ଼ୁଆ ବୀର କାରଗିଲରେ ତାଙ୍କ ପରାକ୍ରମ ଦେଖାଇଥିଲେ। ସେ ହେଲେ ଫାଇଟର ପାଇଲଟ ଦିଲୀପ କୁମାର ପଟ୍ଟନାୟକ। ଜୁନ ୧୬…

Continue Readingଭିନ୍ନ ଏକ କାରଗିଲ ଯୋଦ୍ଧା ଫାଇଟର ପାଇଲଟ ଦିଲୀପ ପଟ୍ଟନାୟକ

ବଅଁରପାଳ ଡିଗ୍ରୀ ମହାବିଦ୍ୟାଳୟରେ ରାଜ୍ୟ ସ୍ତରୀୟ ଓଡ଼ିଆ ପୁସ୍ତକ ଚର୍ଚ୍ଚା

ଅନୁଗୁଳ:ଓଡ଼ିଆ ଭାଷା ପ୍ରତିଷ୍ଠାନ,ଭୁବନେଶ୍ୱର ଏବଂ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ,ପାଞ୍ଚଗଡ଼ ସୋମନାଥ ସିଂହ ଜଗଦ୍ଦେବ ସ୍ନାତକ ମହାବିଦ୍ୟାଳୟ, ବଅଁରପାଳଙ୍କ ମିଳିତ ଆନୁକୂଲ୍ୟରେ " ରାଜ୍ୟ ସ୍ତରୀୟ ଓଡ଼ିଆ ପୁସ୍ତକ ଚର୍ଚ୍ଚା" କାର୍ଯ୍ୟକ୍ରମ ଶୁକ୍ରବାର ଆୟୋଜିତ ହୋଇଯାଇଛି । ଏଥିରେ ଅତିଥି…

Continue Readingବଅଁରପାଳ ଡିଗ୍ରୀ ମହାବିଦ୍ୟାଳୟରେ ରାଜ୍ୟ ସ୍ତରୀୟ ଓଡ଼ିଆ ପୁସ୍ତକ ଚର୍ଚ୍ଚା

୩୨୭ ଉଠା ଦୋକାନୀଙ୍କୁ ମିଳିବ ବୀମା ସୁବିଧା

ଅନୁଗୁଳ: ପିଏମ୍‌ ସ୍ୱନିଧି ଯୋଜନାରେ ଅନୁଗୁଳ ମ୍ୟୁନିସିପାଲଟିର ୩୨୭ ଟି ପରିବାର ସଦସ୍ୟଙ୍କୁ ମିଳିବ ବୀମା ସୁବିଧା। ଉଠା ଦୋକାନୀଙ୍କୁ ସାମାଜିକ ସୁରକ୍ଷା ଦେବାପାଇଁ କେନ୍ଦ୍ର ସରକାର ଯେଉଁ ଯୋଜନା କରିଛନ୍ତି ତାର ଫଳ ସ୍ୱରୂପ ଏହି ବୀମା ସୁବିଧା ଦିଆ…

Continue Reading୩୨୭ ଉଠା ଦୋକାନୀଙ୍କୁ ମିଳିବ ବୀମା ସୁବିଧା

ଥର୍ମାଲ ନିକଟରେ ଟ୍ରକ୍ ଧକ୍କାରେ ୨ ବାଇକ ଆରୋହୀ ମୃତ

ଅନୁଗୁଳ: ଆଜି ଅପରାହ୍ନରେ ଥର୍ମାଲ ଦେଇ ଯାଇଥିବା ୧୪୯ ନମ୍ବର ଜାତୀୟ ରାଜପଥର ନୁଆଁପଡା ଛକରେ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ଯେ, ଅନୁଗୁଳ କଲେଜ ଛକ ନିକଟରେ ପାନ ଦୋକାନ ଦେଇଥିବା ବ୍ରଜବନ୍ଧୁ…

Continue Readingଥର୍ମାଲ ନିକଟରେ ଟ୍ରକ୍ ଧକ୍କାରେ ୨ ବାଇକ ଆରୋହୀ ମୃତ

ଅନୁଗୁଳରେ ହେରା ପଞ୍ଚମୀ ପାଳିତ: ଅଭିମାନିନୀ ମହାଲକ୍ଷ୍ମୀ ଭାଙ୍ଗିଲେ ମହାପ୍ରଭୁଙ୍କ ରଥ

ଅନୁଗୁଳ: ଆଜି ଆଷାଢ଼ ଶୁକ୍ଳ ପକ୍ଷ ଷଷ୍ଠୀ ତିଥିରେ ଶୈଳଶ୍ରୀକ୍ଷେତ୍ରରେ ହେରା ପଞ୍ଚମୀ ପାଳିତ ହୋଇଛି। ଜଗନ୍ନାଥ, ବଳଭଦ୍ର ଓ ଭଉଣୀ ସୁଭଦ୍ରା ମା' ଲକ୍ଷ୍ମୀଙ୍କୁ ନ ନେଇ ଜନ୍ମ ବେଦୀକୁ ଯାଇଥିବାରୁ ସେ ରାଗି ଯାଇଥିଲେ। ଏଣୁ ସ୍ୱତନ୍ତ୍ର ବିମାନରେ…

Continue Readingଅନୁଗୁଳରେ ହେରା ପଞ୍ଚମୀ ପାଳିତ: ଅଭିମାନିନୀ ମହାଲକ୍ଷ୍ମୀ ଭାଙ୍ଗିଲେ ମହାପ୍ରଭୁଙ୍କ ରଥ

ପାକିସ୍ଥାନରୁ କଲ୍: ୭୦ହଜାର ଦେ’ ନ ହେଲେ ତୋ ଭଣଜା ଗିରଫ ହେବ

ଅନୁଗୁଳ: ଏବେ ଦିନକୁ ଦିନ ସାଇବର ଫ୍ରଡ ଦିନକୁ ଦିନ ବଢି ଚାଲିଛି। ଅନୁଗୁଳ ଗିତାଗ୍ରାମ ନିବାସୀ ଅରୁଣ କୁମାର ବରାଳ ଏଭଳି ଏକ ଫ୍ରଡରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଆଜି ଅପରାହ୍ନ ୨ ଟା ୬ ମିନିଟରେ ଅରୁଣଙ୍କ ପାଖକୁ…

Continue Readingପାକିସ୍ଥାନରୁ କଲ୍: ୭୦ହଜାର ଦେ’ ନ ହେଲେ ତୋ ଭଣଜା ଗିରଫ ହେବ

ଭାରତ ବିକାଶ ପରିଷଦ ପକ୍ଷରୁ ସଂସ୍ଥାର ପ୍ରତିଷ୍ଠାତାଙ୍କ ୧୦୩ ତମ ଜୟନ୍ତୀରେ ରକ୍ତହୀନତା ପରୀକ୍ଷଣ ଶିବିର ଆୟୋଜିତ

ଅନୁଗୁଳ: ଅନୁଗୁଳ ଭାରତ ବିକାଶ ପରିଷଦ ପକ୍ଷରୁ ସଂସ୍ଥାର ପ୍ରତିଷ୍ଠାତା ମହାସଚିବ ସ୍ୱପ୍ନଦର୍ଶୀ ସୁରଜ ପ୍ରକାଶଜୀଙ୍କ ୧୦୩ ତମ ଜୟନ୍ତୀ ପାଳିତ ହୋଇଛି। ଏ ଅବସରରେ ଜରପଡାସ୍ଥିତ ପତିତପାବନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ " ଏନିମିଆ ମୁକ୍ତ ଭାରତ "…

Continue Readingଭାରତ ବିକାଶ ପରିଷଦ ପକ୍ଷରୁ ସଂସ୍ଥାର ପ୍ରତିଷ୍ଠାତାଙ୍କ ୧୦୩ ତମ ଜୟନ୍ତୀରେ ରକ୍ତହୀନତା ପରୀକ୍ଷଣ ଶିବିର ଆୟୋଜିତ