ଅନୁଗୁଳ ପୋଲିସ କବ୍ଜାରେ ଲୁଟେରା ଗ୍ୟାଙ୍ଗ: ରଥ ଯାତ୍ରାରେ ଚେନ୍ ଚୋରି କରୁଥିବା ୪ ଜଣ ଗିରଫ
ଅନୁଗୁଳ : ରଥ ଯାତ୍ରାରେ ଚେନ୍ ଚୋରି କରୁଥିବା ଏକ ଗ୍ୟାଙ୍ଗର ୪ ଜଣଙ୍କୁ ଗିରଫ କରିଛି ଅନୁଗୁଳ ଥାନା ପୋଲିସ। ଗିରଫ ବ୍ୟକ୍ତିମାନେ ହେଲେ ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାର ପରେଶ୍ ମାଲି, କାଜଲ ଦାସ, ମନୁ ସ୍ବାମୀ ଓ ରେଖା…




