ବିଶ୍ଵ ରକ୍ତଦାତା ଦିବସରେ ୫୩ ଜଣ ରକ୍ତ ଦେଲେ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତଦାନ ଭବନରେ ବିଶ୍ଵ ରକ୍ତ ଦାତା ଦିବସ ପାଳିତ ହୋଇଯାଇଛି। ଏ ଅବସରରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଅନୁଗୁଳ ଉତ୍କର୍ଷ ପରିବାର,ବ୍ଲଡ଼ ବ୍ୟାଙ୍କ ଏବଂ ଜେଏସପି ଫାଉଣ୍ଡେସନର…

Continue Readingବିଶ୍ଵ ରକ୍ତଦାତା ଦିବସରେ ୫୩ ଜଣ ରକ୍ତ ଦେଲେ

ଜୁନ୍ ୧୪ ବିଶ୍ଵ ରକ୍ତଦାତା ଦିବସ: ସଫଳତାର ସିଡି ଚଢ଼ୁଚି ଅନୁଗୁଳ ରକ୍ତ କେନ୍ଦ୍ର

ଅନୁଗୁଳ: ରକ୍ତଦାତା ଅବସରରେ ଓଡ଼ିଶା ରକ୍ତ କେନ୍ଦ୍ର ଅନୁଗୁଳ ଶାଖା ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଅନୁଗୁଳ ରକ୍ତ କେନ୍ଦ୍ର ଯାହାକି ପୂର୍ବରୁ ରେଡକ୍ରସ ବ୍ଲଡ଼ ବ୍ୟାଙ୍କ ଭାବେ ପରିଚିତ ଥିଲା ତାହା କିଛି ବର୍ଷ ଧରି ସଫଳତାର ସିଡି…

Continue Readingଜୁନ୍ ୧୪ ବିଶ୍ଵ ରକ୍ତଦାତା ଦିବସ: ସଫଳତାର ସିଡି ଚଢ଼ୁଚି ଅନୁଗୁଳ ରକ୍ତ କେନ୍ଦ୍ର

ଆଡହକ ସଭାପତିଙ୍କ ନିଲମ୍ବନ କ୍ଷମତା ନାହିଁ: ପ୍ରବୋଧ

ଅନୁଗୁଳ: ବୁଧବାର ଅର୍ଥାତ ୧୨ ତାରିଖରେ କଂଗ୍ରେସ ଓବିସି ସେଲ ଅନୁଗୁଳ ଶାଖା ସଭାପତି ପ୍ରବୋଧ କୁମାର ସ୍ୱାଇଁଙ୍କୁ ଜିଲ୍ଲା ସଭାପତି ଅମ୍ବିକା ପ୍ରସାଦ ଭଟ୍ଟ ନିଲମ୍ବନ କରିବା ନେଇ ଚିଠି କରିବା ପରେ ଶ୍ରୀ ସ୍ୱାଇଁ ତୀବ୍ର ପ୍ରତିକ୍ରିୟା ପ୍ରକାଶ…

Continue Readingଆଡହକ ସଭାପତିଙ୍କ ନିଲମ୍ବନ କ୍ଷମତା ନାହିଁ: ପ୍ରବୋଧ

ଭାରତ ବିକାଶ ପରିଷଦ ପକ୍ଷରୁ ବାଲ୍ ସଂସ୍କାର ଶିବିର

ଅନୁଗୁଳ: ଗାନ୍ଧୀ ମାର୍ଗ ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ପରିସରରେ ଭାରତ ବିକାଶ ପରିଷଦ ପକ୍ଷରୁ ବାଲ ସଂସ୍କାର ଶିବିର ଆୟୋଜିତ ହୋଇଯାଇଛି। ଗତ ୧୦ ତାରିଖରୁ ୩ ଦିନ ବ୍ୟାପୀ ଆୟୋଜିତ ଏହି ଶିବିରକୁ ଉଦଘାଟନ କରିଥିଲେ ପରିଷଦର ଅନୁଗୁଳ…

Continue Readingଭାରତ ବିକାଶ ପରିଷଦ ପକ୍ଷରୁ ବାଲ୍ ସଂସ୍କାର ଶିବିର

ନନ୍ ଭେଜ୍ ମାର୍କେଟରେ ପୌରପାଳିକାର ଚଢ଼ାଉ

ଅନୁଗୁଳ: ଅନୁଗୁଳ ନନ୍ ଭେଜ୍ ମାର୍କେଟରେ ଆଜି ସ୍ଥାନୀୟ ପୌରପାଳିକା ପକ୍ଷରୁ ଚଢାଉ କରାଯାଇଥିଲା। ପୌରପାଳିକାର ଡ୍ରେନକୁ ଅବରୋଧ କରିବା ଏବଂ ଡ୍ରେନରେ ମାଛ,ମାଂସ ଜନିତ ଆବର୍ଜନା ପକାଇବା ନେଇ ଅଭିଯୋଗ ମିଳିବା ପରେ ପୌରପାଳିକା ପକ୍ଷରୁ ଏହି ଚଢାଉ କରାଯାଇଥିଲା।…

Continue Readingନନ୍ ଭେଜ୍ ମାର୍କେଟରେ ପୌରପାଳିକାର ଚଢ଼ାଉ

ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଉପରେ ବର୍ଷିଲେ ଜିଲ୍ଲା ଓବିସି ସେଲ ସଭାପତି, ପଦବୀରୁ ଇସ୍ତଫା ଦେଲେ

ଅନୁଗୁଳ: ଗତ ନିର୍ବାଚନରେ କଂଗ୍ରେସର ଭାରି ପରାଜୟ ନେଇ ଅନୁଗୁଳ ଜିଲ୍ଲା କଂଗ୍ରେସ ଓବିସି ସେଲ ସଭାପତି ପ୍ରବୋଧ କୁମାର ସ୍ୱାଇଁ ଅନୁଗୁଳ ଟିଭିକୁ ଏକ ସାକ୍ଷାତକାରରେ କଂଗ୍ରେସର ରାଜ୍ୟ ସଭାପତି ଶରତ ପଟନାୟକ ଏବଂ କଂଗ୍ରେସ ରାଜ୍ୟ ପ୍ରଭାରୀ ଅଜୟ…

Continue Readingସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଉପରେ ବର୍ଷିଲେ ଜିଲ୍ଲା ଓବିସି ସେଲ ସଭାପତି, ପଦବୀରୁ ଇସ୍ତଫା ଦେଲେ

ରାଣୀଗୋଡ଼ା ଶିବ ମନ୍ଦିରରେ ଶିବ ବିବାହ

ଅନୁଗୁଳ: ରାଣୀଗୋଡା ନୀଳକଣ୍ଠେଶ୍ଵର ଶିବ ମନ୍ଦିରରେ ସୋମବାର ଶିବ ବିବାହ ଅନୁଷ୍ଠିତ ହୋଇଯାଇଛି। ଏ ଅବସରରେ ବାରାତ୍ ଶୋଭାଯାତ୍ରା ସକାଳ ପ୍ରାୟ ୧୧ ଟା ବେଳେ ମନ୍ଦିରରୁ ବାହାରି ପ୍ରଥମେ ବର ପକ୍ଷଙ୍କ ଘରକୁ ଓ ପରେ କନ୍ୟା ଘରକୁ ଯାଇ…

Continue Readingରାଣୀଗୋଡ଼ା ଶିବ ମନ୍ଦିରରେ ଶିବ ବିବାହ

ବିଶ୍ଵ ପରିବେଶ ଦିବସ ଅବସରରେ ଚାରା ରୋପଣ

ଅନୁଗୁଳ: ଆଜି ପୂର୍ବାହ୍ନରେ ମହିଧରପୂର ଉଚ୍ଚ ବିଦ୍ୟାଳୟ ପରିସରରେ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି। ସହକାରୀ ଶିକ୍ଷା ଜିଲ୍ଲା ଅଧିକାରୀ ପ୍ରତିଭା ବାରିକ ମୁଖ୍ୟ ଅତିଥି ଭାବେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଆମ ସମାଜରେ ବୃକ୍ଷ ଓ ଜଙ୍ଗଲର ଉପକାରିତା…

Continue Readingବିଶ୍ଵ ପରିବେଶ ଦିବସ ଅବସରରେ ଚାରା ରୋପଣ
Read more about the article ଅନୁଗୁଳରେ ବିଜେଡି ଗଡ ଭୁସୁଡିଲା, ବିଜେପିକୁ ଅଭୂତପୂର୍ବ ଜନ ସମର୍ଥନ ପ୍ରତାପ,ଅଗସ୍ତି,ଅଶୋକ,ନଳିନୀ ବିଜୟୀ
{"fte_image_ids":[],"remix_data":[],"source_tags":[],"source_ids":{},"source_ids_track":{},"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"addons":6,"crop":1},"is_sticker":false,"edited_since_last_sticker_save":true,"containsFTESticker":false}

ଅନୁଗୁଳରେ ବିଜେଡି ଗଡ ଭୁସୁଡିଲା, ବିଜେପିକୁ ଅଭୂତପୂର୍ବ ଜନ ସମର୍ଥନ ପ୍ରତାପ,ଅଗସ୍ତି,ଅଶୋକ,ନଳିନୀ ବିଜୟୀ

ଅନୁଗୁଳ: ଚଳିତ ନିର୍ବାଚନରେ ଅନୁଗୁଳ ଜିଲ୍ଲାରେ ବିଜେପିକୁ ଅଭୂତପୂର୍ବ ଜନ ସମର୍ଥନ ଦେଖିବାକୁ ମିଳିଛି। ଏକ୍ଜିଟ ପୋଲର ଭବିଷ୍ୟବାଣୀକୁ ଭୁଲ୍ ପ୍ରମାଣିତ କରି ଫଳାଫଳ ଏଭଳି ହୋଇଛି ଯାହାକୁ ରାଜନୈତିକ ପର୍ଯ୍ୟବେକ୍ଷକ ମାନେ ମଧ୍ୟ ହଜମ କରି ପାରୁ ନାହାଁନ୍ତି। ସର୍ବଶେଷ…

Continue Readingଅନୁଗୁଳରେ ବିଜେଡି ଗଡ ଭୁସୁଡିଲା, ବିଜେପିକୁ ଅଭୂତପୂର୍ବ ଜନ ସମର୍ଥନ ପ୍ରତାପ,ଅଗସ୍ତି,ଅଶୋକ,ନଳିନୀ ବିଜୟୀ

ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଅନୁଗୁଳ ସାଇନ୍ସ ଷ୍ଟଡି ସେଣ୍ଟରର ବିପୁଳ ସଫଳତା

ଅନୁଗୁଳ: ନିକଟରେ ପ୍ରକାଶ ପାଇଥିବା ସିଏଚଏସଇ ୨୦୨୪ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଅନୁଗୁଳ ସାଇନ୍ସ ଷ୍ଟଡି ସେଣ୍ଟରର ଛାତ୍ର ଛାତ୍ରୀ ମାନେ ବିପୁଳ ସଫଳତା ହାସଲ କରିଛନ୍ତି। ଅନୁଗୁଳ କଲେଜର ୩୦୫ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଏହି ଅନୁଷ୍ଠାନର ୫୪…

Continue Readingଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଅନୁଗୁଳ ସାଇନ୍ସ ଷ୍ଟଡି ସେଣ୍ଟରର ବିପୁଳ ସଫଳତା