ବିଶ୍ଵ ରକ୍ତ ଶିକୁଳି ସଚେତନତା ଦିବସ
ଅନୁଗୁଳ: ଓଡ଼ିଶାରେ ୨୦ ଟି ଜିଲ୍ଲାରେ ରକ୍ତ ଶିକୁଳି ବା ସିକିଲ ସେଲ ରୋଗ ଅଧିକ ପରିମାଣରେ ଦେଖାଯାଏ। ଅନୁଗୁଳ,ଦେବଗଡ଼,କେଉଁଝର,ବରଗଡ଼ ଆଦି ଜିଲ୍ଲାରେ ସିକିଲ ସେଲ ରୋଗର ଅଧିକ ପ୍ରାଦୁର୍ଭାବ ହେତୁ ଏହି ସବୁ ଜିଲ୍ଲାରେ ରକ୍ତ ପରୀକ୍ଷଣ କରାଯାଇ ସିକିଲ…
ଅନୁଗୁଳ: ଓଡ଼ିଶାରେ ୨୦ ଟି ଜିଲ୍ଲାରେ ରକ୍ତ ଶିକୁଳି ବା ସିକିଲ ସେଲ ରୋଗ ଅଧିକ ପରିମାଣରେ ଦେଖାଯାଏ। ଅନୁଗୁଳ,ଦେବଗଡ଼,କେଉଁଝର,ବରଗଡ଼ ଆଦି ଜିଲ୍ଲାରେ ସିକିଲ ସେଲ ରୋଗର ଅଧିକ ପ୍ରାଦୁର୍ଭାବ ହେତୁ ଏହି ସବୁ ଜିଲ୍ଲାରେ ରକ୍ତ ପରୀକ୍ଷଣ କରାଯାଇ ସିକିଲ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ମାଗଣା ଡ଼ାଇଲେଶିସ ସେଣ୍ଟରରେ ଆର୍ଓ ପାଣିର ଅଭାବ କାରଣରୁ ଆଜି ରୋଗୀଙ୍କ ସଂପର୍କୀୟ ମାନେ ହସ୍ପିଟାଲ ମ୍ୟାନେଜରଙ୍କ କାର୍ଯ୍ୟାଳୟ ଆଗରେ ହୋ ହାଲ୍ଲା କରିଥିଲେ। ମିଳିଥିବା ଅଭିଯୋଗ ଅନୁସାରେ ଅନୁଗୁଳର ଏହି…
ଅନୁଗୁଳ: ଏଣିକି ଡ୍ରେନରେ ଆବର୍ଜନା ଭର୍ତ୍ତି ହେଲେ କି ପଙ୍କ କାଢ଼ିବାକୁ ହେଲେ ଝାଡୁଦାରଙ୍କୁ କୋଡ଼ି ଫାଉଡ଼ା ଧରି ଆଉ ଝାଳ ନାଳ ହେବାକୁ ପଡିବ ନାହିଁ। ରାଜ୍ୟ ସରକାର ଅନୁଗୁଳ ପୌରପାଳିକାକୁ ଯୋଗାଇ ଦେଇଛନ୍ତି ଦୁଇ ଦୁଇଟି ଡ୍ରେନ ଡିସିଲିଟିଂ…
ଅନୁଗୁଳ: ଆଜି ପୂର୍ବାହ୍ନ ୧୧ ଟା ସମୟରେ ଦାନ୍ତ ଉପାଡିବାକୁ ଆସିଥିବା ଜଣେ ବୃଦ୍ଧା ଶବ ହୋଇ ଫେରିଥିବା ଜଣା ପଡ଼ିଛି। ଘଟଣାରୁ ପ୍ରକାଶ, ସମଲ ବ୍ୟାରେଜ୍ ଅଞ୍ଚଳର ସ୍ବର୍ଗତ ରାମଚନ୍ଦ୍ର ଦାସଙ୍କ ପତ୍ନୀ ମୀନା ଦାସ (୬୫)ଙ୍କ ଦାନ୍ତ ବିନ୍ଧା…
ଅନୁଗୁଳ: ବିଶ୍ଵ ପିତୃ ଦିବସରେ ବାପାଙ୍କ ଫଟୋ ଟାଙ୍ଗି ପୂଜା କରିବା ସୋସିଆଲ ମିଡ଼ିଆରେ ପୋଷ୍ଟ କରି ପ୍ରଚାର ପ୍ରସାର କରିବା ଏବେ ଏକ ପରମ୍ପରା ହୋଇ ଗଲାଣି। କିନ୍ତୁ ବାସ୍ତବ ଚିତ୍ର ଭିନ୍ନ ସଂକେତ ଦିଏ। ଆମ ଲୋକ ସଂଖ୍ୟାର…
ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତଦାନ ଭବନରେ ବିଶ୍ଵ ରକ୍ତ ଦାତା ଦିବସ ପାଳିତ ହୋଇଯାଇଛି। ଏ ଅବସରରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଅନୁଗୁଳ ଉତ୍କର୍ଷ ପରିବାର,ବ୍ଲଡ଼ ବ୍ୟାଙ୍କ ଏବଂ ଜେଏସପି ଫାଉଣ୍ଡେସନର…
ଅନୁଗୁଳ: ରକ୍ତଦାତା ଅବସରରେ ଓଡ଼ିଶା ରକ୍ତ କେନ୍ଦ୍ର ଅନୁଗୁଳ ଶାଖା ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଅନୁଗୁଳ ରକ୍ତ କେନ୍ଦ୍ର ଯାହାକି ପୂର୍ବରୁ ରେଡକ୍ରସ ବ୍ଲଡ଼ ବ୍ୟାଙ୍କ ଭାବେ ପରିଚିତ ଥିଲା ତାହା କିଛି ବର୍ଷ ଧରି ସଫଳତାର ସିଡି…
ଅନୁଗୁଳ: ବୁଧବାର ଅର୍ଥାତ ୧୨ ତାରିଖରେ କଂଗ୍ରେସ ଓବିସି ସେଲ ଅନୁଗୁଳ ଶାଖା ସଭାପତି ପ୍ରବୋଧ କୁମାର ସ୍ୱାଇଁଙ୍କୁ ଜିଲ୍ଲା ସଭାପତି ଅମ୍ବିକା ପ୍ରସାଦ ଭଟ୍ଟ ନିଲମ୍ବନ କରିବା ନେଇ ଚିଠି କରିବା ପରେ ଶ୍ରୀ ସ୍ୱାଇଁ ତୀବ୍ର ପ୍ରତିକ୍ରିୟା ପ୍ରକାଶ…
ଅନୁଗୁଳ: ଗାନ୍ଧୀ ମାର୍ଗ ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ପରିସରରେ ଭାରତ ବିକାଶ ପରିଷଦ ପକ୍ଷରୁ ବାଲ ସଂସ୍କାର ଶିବିର ଆୟୋଜିତ ହୋଇଯାଇଛି। ଗତ ୧୦ ତାରିଖରୁ ୩ ଦିନ ବ୍ୟାପୀ ଆୟୋଜିତ ଏହି ଶିବିରକୁ ଉଦଘାଟନ କରିଥିଲେ ପରିଷଦର ଅନୁଗୁଳ…
ଅନୁଗୁଳ: ଅନୁଗୁଳ ନନ୍ ଭେଜ୍ ମାର୍କେଟରେ ଆଜି ସ୍ଥାନୀୟ ପୌରପାଳିକା ପକ୍ଷରୁ ଚଢାଉ କରାଯାଇଥିଲା। ପୌରପାଳିକାର ଡ୍ରେନକୁ ଅବରୋଧ କରିବା ଏବଂ ଡ୍ରେନରେ ମାଛ,ମାଂସ ଜନିତ ଆବର୍ଜନା ପକାଇବା ନେଇ ଅଭିଯୋଗ ମିଳିବା ପରେ ପୌରପାଳିକା ପକ୍ଷରୁ ଏହି ଚଢାଉ କରାଯାଇଥିଲା।…