ଏପ୍ରିଲ ୨୫ ବିଶ୍ଵ ମ୍ୟାଲେରିଆ ଦିବସ: ଦମନ କାର୍ଯ୍ୟକ୍ରମ ଯୋଗୁଁ ରୋଗ ନିୟନ୍ତ୍ରଣ

ଅନୁଗୁଳ: ଆଜକୁ ଦଶ ବର୍ଷ ତଳର ସ୍ଥିତି କଥା ଯଦି କୁହାଯିବ ତେବେ ସେତେବେଳେ ଅନୁଗୁଳ ଜିଲ୍ଲାରେ ମ୍ୟାରେରିଆ ବେଶ ଉଦବେଗଜନକ ଅବସ୍ଥାରେ ଥିଲା। ଅନୁଗୁଳ ବ୍ଲକର ସାତକୋଶିଆ ଅଭୟାରଣ୍ୟ ଅଞ୍ଚଳ,ଆଠମଲ୍ଲିକ,କଣିହାଁ,ପାଲଲହଡ଼ା ଆଦି ଅଞ୍ଚଳରେ ଅଧିକ ମ୍ୟାଲେରିଆ ଦେଖିବାକୁ ମିଳୁଥିଲା। ସେତେବେଳେ…

Continue Readingଏପ୍ରିଲ ୨୫ ବିଶ୍ଵ ମ୍ୟାଲେରିଆ ଦିବସ: ଦମନ କାର୍ଯ୍ୟକ୍ରମ ଯୋଗୁଁ ରୋଗ ନିୟନ୍ତ୍ରଣ

ଅନୁଗୁଳରେ ପ୍ରଣବଙ୍କ ପ୍ରଚାର ଆରମ୍ଭ: ଧର୍ମେନ୍ଦ୍ରଙ୍କୁ ପରୋକ୍ଷରେ ଟାର୍ଗେଟ କରିବା ସହ ଯୋଡ଼ିଶଙ୍ଖରେ ଭୋଟ ଦେବାକୁ କଲେ ନିବେଦନ

ଅନୁଗୁଳ : ଅନୁଗୁଳରେ ପ୍ରଚାର ପାଇଁ ପହଞ୍ଚିଛନ୍ତି ସମ୍ବଲପୁର ସାଂସଦ ପ୍ର‌ାର୍ଥୀ ତଥା ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ। ଏ ଅବସରରେ ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପରୋକ୍ଷରେ ଟାର୍ଗେଟ୍‌ କରିବା ସହ ବିଜେଡିକୁ ଭୋଟ ଦେବା ପାଇଁ…

Continue Readingଅନୁଗୁଳରେ ପ୍ରଣବଙ୍କ ପ୍ରଚାର ଆରମ୍ଭ: ଧର୍ମେନ୍ଦ୍ରଙ୍କୁ ପରୋକ୍ଷରେ ଟାର୍ଗେଟ କରିବା ସହ ଯୋଡ଼ିଶଙ୍ଖରେ ଭୋଟ ଦେବାକୁ କଲେ ନିବେଦନ

ହିଙ୍ଗୁଳା ଯାତ୍ରା ଉପଲକ୍ଷେ ମହାରାଣୀ ଟ୍ରଷ୍ଟ ପକ୍ଷରୁ ଜଳଛତ୍ର

  ଅନୁଗୁଳ: ବିଷ୍ଣୁ ଦମନକ ଚତୁର୍ଦ୍ଦଶୀ ତିଥିରେ ଆୟୋଜିତ ହେଉଥିବା ଗୋପାଳପ୍ରସାଦର ପ୍ରସିଦ୍ଧ ହିଙ୍ଗୁଳା ଯାତ୍ରା ଅବସରରେ କୁଇଓ ତାଳତୈଳା ଠାରେ ଏକ ଜଳଛତ୍ରର ଆୟୋଜନ କରାଯାଇଥିଲା। ମହାରାଣୀ ଚ୍ୟାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି ଜଳଛତ୍ରକୁ ବିଶିଷ୍ଟ ବ୍ୟବସାୟୀ ସତ୍ୟାନନ୍ଦ…

Continue Readingହିଙ୍ଗୁଳା ଯାତ୍ରା ଉପଲକ୍ଷେ ମହାରାଣୀ ଟ୍ରଷ୍ଟ ପକ୍ଷରୁ ଜଳଛତ୍ର

ଟ୍ରକ୍ ମାଲିକ ସଂଘ ସାଧାରଣ ବୈଠକରେ ହଟ୍ଟଗୋଳ: ବରିଷ୍ଠ ସଦସ୍ୟ ଶୀର୍ଷ କାର୍ଯ୍ୟକର୍ତ୍ତାଙ୍କୁ ପାଠ ପଢ଼ାଇଲେ

  ଅନୁଗୁଳ: ଅନୁଗୁଳ ଟ୍ରକ୍ ମାଲିକ ସଂଘ ସଭା କକ୍ଷରେ ଗତ ରବିବାର ଆୟୋଜିତ ସଂଘର ସାଧାରଣ ବୈଠକରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ସଭା ଆରମ୍ଭରୁ ବରିଷ୍ଠ ସଦସ୍ୟ ମାନେ ଶୀର୍ଷ କାର୍ଯ୍ୟକର୍ତ୍ତାଙ୍କ ମନମୁଖୀ କାରବାର ବିରୁଦ୍ଧରେ ପାଟିତୁଣ୍ଡ ଆରମ୍ଭ…

Continue Readingଟ୍ରକ୍ ମାଲିକ ସଂଘ ସାଧାରଣ ବୈଠକରେ ହଟ୍ଟଗୋଳ: ବରିଷ୍ଠ ସଦସ୍ୟ ଶୀର୍ଷ କାର୍ଯ୍ୟକର୍ତ୍ତାଙ୍କୁ ପାଠ ପଢ଼ାଇଲେ

ଆଳୁ ଖୁଚୁରା ବଜାରରେ ନିଆଁ: କେଜି ପିଛା ଦର ୩୫ ଟଙ୍କା

  ଅନୁଗୁଳ: ସମଗ୍ର ରାଜ୍ୟରେ ଗତ ସପ୍ତାହରେ ଆଳୁର ଅଭାବ ଦେଖା ଦେଇଛି। ବେଙ୍ଗଲରୁ ଓଡ଼ିଶାକୁ ନିୟମିତ ଆଳୁ ଆସୁଥିବା ବେଳେ ଏବେ ଉତ୍ପାଦନ କମ ହେତୁ ବେଙ୍ଗଲ ଆଳୁ ଯୋଗାଣ ବନ୍ଦ କରିଦେଇଛି। ଫଳରେ ବେପାରୀ ମାନେ ୟୁପିରୁ ପୁରୱା,ରାୟବରେଲି…

Continue Readingଆଳୁ ଖୁଚୁରା ବଜାରରେ ନିଆଁ: କେଜି ପିଛା ଦର ୩୫ ଟଙ୍କା

ଅନ୍ଧାରରେ କୁଲାସିଂହା ଗାଁର ୫୦ ପରିବାର

  ଅନୁଗୁଳ: ଅନୁଗୁଳ ଜିଲ୍ଲା ପୂରୁଣାକୋଟ ଥାନା ମାଣିକଯୋଡ଼ି ପଞ୍ଚାୟତ କୁଲାସିଂହା ଗାଁର ୫୦ ପରିବାର ଗତ ୪ ଦିନ ହେବ ଅନ୍ଧାରରେ ରହିଛନ୍ତି। ଗତ ୨୦ ତାରିଖ ସକାଳେ ଏକ ଜେଶିବି ଗାଁର ଏକ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇଥିଲା।…

Continue Readingଅନ୍ଧାରରେ କୁଲାସିଂହା ଗାଁର ୫୦ ପରିବାର

ସ୍କଏ ମାର୍ଶାଲ ଆର୍ଟ ଖେଳାଳୀମାନଙ୍କୁ ମାନପତ୍ର ପ୍ରଦାନ

ଅନୁଗୁଳ: ଆଜି ଅନୁଗୁଳ ସ୍କଏ ମାର୍ଶାଲଆର୍ଟ ସଂଘ ଦ୍ୱାରା ମା' ବାସନ୍ତି ଦୁର୍ଗା ଖେଳ ପଡିଆରେ ସ୍କଏ ଜାତୀୟ ଖେଳାଳିଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ଅନୁଗୁଳର ପୂର୍ବତନ ନଗରପାଳ ତଥା ପୂର୍ବତନ ତାମଡ଼ା ଅଧ୍ୟକ୍ଷ ଓ ଟାଇକୁଣ୍ଡୁ ସଂଘର ଉପସଭାପତି ଶକ୍ତି…

Continue Readingସ୍କଏ ମାର୍ଶାଲ ଆର୍ଟ ଖେଳାଳୀମାନଙ୍କୁ ମାନପତ୍ର ପ୍ରଦାନ

ପାଞ୍ଚ ଦିନର ପୂଜା ପରେ ବିଦାୟ ନେଲେ ମା’ ବାସନ୍ତୀ ଦୁର୍ଗା

ଅନୁଗୁଳ: ଅମଲାପଡ଼ା ବାସନ୍ତୀ ଦୁର୍ଗା ପଡିଆରେ ଆୟୋଜିତ ପାଞ୍ଚଦିନ ବ୍ୟାପି ବାସନ୍ତୀ ଦୁର୍ଗାପୂଜା ଶେଷ ହୋଇଛି। ଗତ କାଲି ଦଶମୀ ପୂଜା, ଚରୁ ବିତରଣ,ପୂର୍ଣ୍ଣାହୁତି ପରେ ଆଜି ସନ୍ଧ୍ୟାରେ ଭସାଣି ଶୋଭାଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଥିଲା।ଘଣ୍ଟା,ଘଣ୍ଟ,ଶଙ୍ଖ, ଶିଙ୍ଗ ବାଦ୍ୟ, ବୁଢ଼ା…

Continue Readingପାଞ୍ଚ ଦିନର ପୂଜା ପରେ ବିଦାୟ ନେଲେ ମା’ ବାସନ୍ତୀ ଦୁର୍ଗା

ଅନୁଗୁଳରେ ଅଗ୍ନି ନିର୍ବାପକ ବ୍ୟବସ୍ଥାର ମକଡ୍ରି୍ଲ

ଅନୁଗୁଳ: ଆଜି ଅନୁଗୁଳ ହସ୍ପିଟାଲ ପରିସରରେ ଅଗ୍ନି ନିର୍ବାପନ ବ୍ୟବସ୍ଥାର ଏକ ମକଡ୍ରିଲ ଅନୁଷ୍ଠିତ ହୋଇଥିଲା । ଡାକ୍ତରଖାନା ୱାର୍ଡ ଭିତରେ ବା ଅଫିସରେ ଅଗ୍ନିକାଣ୍ଡ ହେଲେ କିଭଳି ଅଗ୍ନି ନିର୍ବାପନ କରାଯିବ ତାହାର ଏକ ନମୁନା ଅଗ୍ନିଶମ ବିଭାଗର ଆଗ୍ନିକ…

Continue Readingଅନୁଗୁଳରେ ଅଗ୍ନି ନିର୍ବାପକ ବ୍ୟବସ୍ଥାର ମକଡ୍ରି୍ଲ

ଝିଙ୍କି ନେଲେ ନକଲି ମଙ୍ଗଳସୂତ୍ର

ଅନୁଗୁଳ: ଅନୁଗୁଳ ସହର ଗାନ୍ଧୀମାର୍ଗ ଖ୍ରୀଷ୍ଟିଆନପଡ଼ାରୁ ଗୁରୁବାର ଦିନ ପ୍ରାୟ ଦଶଟା ସମୟରେ ଜଣେ ମହିଳା ସିମିଳିପଡ଼ା ଆଡ଼କୁ ଯାଉଥିବା ବେଳେ ବାଇକରେ ଆସୁଥିବା ଦୁଇ ଲୁଟେରା ମହିଳାଙ୍କ ବେକରୁ ମଙ୍ଗଳସୂତ୍ରକୁ ଝିଙ୍କୀ ନେଇଥିଲେ। ଏଥିରେ ମହିଳା ଜଣକର ବେକ ଖଣ୍ଡିଆ…

Continue Readingଝିଙ୍କି ନେଲେ ନକଲି ମଙ୍ଗଳସୂତ୍ର