ଧର୍ମପ୍ରାଣ ମହିଳାଙ୍କ ପରଲୋକ

  ଅନୁଗୁଳ: ଆଜି ଅପରାହ୍ନରେ ଅନୁଗୁଳ ହେମଶୁରପଡ଼ା ନିବାସୀ ସ୍ଵର୍ଗତ କିଶୋରୀ ଦାସଙ୍କ ଧର୍ମପତ୍ନୀ ମୀନା ଦାସଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା। ଅନ୍ତିମଶଯ୍ୟା ନିକଟରେ ଝିଅ ଜ୍ବାଇଁ,ପୁତ୍ର ପୁତ୍ରବଧୂ ପ୍ରମୁଖ ଉପସ୍ଥିତ ଥିଲେ।…

Continue Readingଧର୍ମପ୍ରାଣ ମହିଳାଙ୍କ ପରଲୋକ

ସାବଧାନ! ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବୁଲୁଛନ୍ତି ଦଲାଲ, ନିରୀହଙ୍କଠୁ ଲୁଟି ନେଉଛନ୍ତି ଝାଳବୁହା ଧନ

ଅନୁଗୁଳ: ଦଲାଲଙ୍କ କବଳରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ। ଦଲାଲଙ୍କ ପାଇଁ ଚିକିତ୍ସା ଲାଗି ଆସୁଥିବା ନିରୀହ ଲୋକ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ଜଣେ ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ, ଶନିବାର ସକାଳେ ବଇଣ୍ଡା ଫାଣ୍ଡି…

Continue Readingସାବଧାନ! ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବୁଲୁଛନ୍ତି ଦଲାଲ, ନିରୀହଙ୍କଠୁ ଲୁଟି ନେଉଛନ୍ତି ଝାଳବୁହା ଧନ

ନିର୍ମଳ ସାହୁ ରାଜ୍ୟ ବିଜେଡି ସମ୍ପାଦକ

ଅନୁଗୁଳ: ବଳରାମପ୍ରସାଦର ବରିଷ୍ଠ ନେତା ନିର୍ମଳ ଚନ୍ଦ୍ର ସାହୁଙ୍କୁ ବିଜେଡି ରାଜ୍ୟ ସମ୍ପାଦକ ଭାବେ ନିଯୁକ୍ତି ଦେଇଛି। ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ତାଙ୍କୁ ଏହି ନିଯୁକ୍ତି ଦେଇଚନ୍ତି। ଶ୍ରୀ ସାହୁ ବଅଁରପାଳ ବ୍ଲକ୍ ବିଜେଡିର ଜଣେ ଟାଣୁଆ…

Continue Readingନିର୍ମଳ ସାହୁ ରାଜ୍ୟ ବିଜେଡି ସମ୍ପାଦକ

ମୁଁ ସିବିଆଇରୁ କହୁଚି….

ଅନୁଗୁଳ: ଗୁରୁବାର ଅପରାହ୍ନ ୧:୧୪ ମିନିଟ ସାନକେରଜାଙ୍ଗର ବାସିନ୍ଦା ସୁବାସ ବିଶ୍ଵାଳଙ୍କ ପାଖକୁ ଏକ ହ୍ୱାଟସ୍ ଅପ୍ କଲ୍ ଆସିଲା। ନମ୍ୱର୍ +୯୨୩୧୩୦୪୫୭୨୭୭। ପ୍ରୋଫାଇଲରେ ପୋଲିସ ଭଳି ପୋଷାକ। କଲ୍ କରୁଥିବା ବ୍ୟକ୍ତି ଜଣକ କହିଲେ ମୁଁ ସିବିଆଇ ରାଉରକେଲା ଶାଖାରୁ…

Continue Readingମୁଁ ସିବିଆଇରୁ କହୁଚି….

ଭାରିଯାନ ଅନୁଗୁଳ ବାଇପାସରେ ଚଳାଇବାକୁ କଂଗ୍ରେସର ଦାବି

ଅନୁଗୁଳ: ଅନୁଗୁଳ ଜିଲ୍ଲାର ୫୫ ନମ୍ୱର୍ ଜାତୀୟ ରାଜପଥ ର ପ୍ରଶସ୍ତିକରଣ କାର୍ଯ୍ୟ ଦୀର୍ଘ ସାତ ବର୍ଷ ଧରି ଚାଲିଥିବା ବେଳେ ଅସମ୍ପୂର୍ଣ୍ଣ କାର୍ଯ୍ୟ ପାଇଁ ଏହି ରାସ୍ତାରେ ଅନେକ ଦୁର୍ଘଟଣା ଘଟି ଧନ ଜୀବନ ହାନି ଘଟିଛି। ଗତ ୨୦୨୩…

Continue Readingଭାରିଯାନ ଅନୁଗୁଳ ବାଇପାସରେ ଚଳାଇବାକୁ କଂଗ୍ରେସର ଦାବି

ସହର ଜଳୁଛି,ଅଲଟ୍ରା ଭାଓଲେଟ୍ ଘାତକ ସାଜିପାରେ

  ଅନୁଗୁଳ: ଅନୁଗୁଳରେ ଗ୍ରୀଷ୍ମ ପ୍ରବାହ ଲାଗିରହିଛି। ଗତ ଚାଳିଶ ବର୍ଷ ମଧ୍ୟରେ ଏଭଳି ଲମ୍ବା ଗ୍ରୀଷ୍ମ ପ୍ରବାହ କେବେ ଦେଖିବାକୁ ମିଳି ନ ଥିଲା। ପ୍ରଚଣ୍ଡ ଖରା ଯୋଗୁଁ ସକାଳ ଆଠଟା ରୁ ସନ୍ଧ୍ୟା ଛ ଟା ଯାଏ ଘରୁ…

Continue Readingସହର ଜଳୁଛି,ଅଲଟ୍ରା ଭାଓଲେଟ୍ ଘାତକ ସାଜିପାରେ

ଅଂଶୁଘାତରେ ଟଳିପଡ଼ିଲା ଷଣ୍ଢ !!!

ଅନୁଗୁଳ: ଆଜି ଅପରାହ୍ନ ପ୍ରାୟ ଚାରିଟା ବେଳେ ଅନୁଗୁଳ ବସ୍ ଷ୍ଟାଣ୍ଡରୁ ବାଳିକା ଉଚ୍ଚ ବିଦ୍ୟାଳୟ ରାସ୍ତାରେ ଗୋଟିଏ ଷଣ୍ଢ ହଠାତ୍ ଖସି ପଡିଥିଲା। କିଛି ସମୟ ମଧ୍ୟରେ ତାର ପ୍ରାଣ ବାୟୁ ଉଡି ଯାଇଥିଲା। ବର୍ତମାନ ସହରରେ ଯେଭଳି ଖରା…

Continue Readingଅଂଶୁଘାତରେ ଟଳିପଡ଼ିଲା ଷଣ୍ଢ !!!

ଧରା ହେବେ ନକଲି ଡାକ୍ତର,ଗଢା ହେବ ଟିମ୍

ଅନୁଗୁଳ: ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଚିଠି ସଂଖ୍ୟା ୧୦୩୫୫/୨୪.୪.୨୦୨୪ ଅନୁସାରେ ଖୁବ୍ ଶୀଘ୍ର ରାଜ୍ୟରେ ନକଲି ଡାକ୍ତରଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିନେଇ ଜିଲ୍ଲାରେ ଏକ ସେଲ ଗଠନ କରାଯିବ।ଏଥିରେ ଜିଲ୍ଲାପାଳଙ୍କ…

Continue Readingଧରା ହେବେ ନକଲି ଡାକ୍ତର,ଗଢା ହେବ ଟିମ୍

ଲୁଟିଖିଆଙ୍କୁ ଲୋକେ ଉଚିତ୍ ଜବାବ ଦେବେ: କଂଗ୍ରେସ ସାମ୍ବାଦିକ ସମ୍ମିଳନୀରେ ସସ୍ମିତାଙ୍କ ୫ ଗ୍ୟାରେଣ୍ଟି

ଅନୁଗୁଳ: ସାଂପ୍ରତିକ ରାଜନୀତିରେ ଅଣ୍ଡରଡଗ କୁହାଯାଉଥିବା ଭାରତୀୟ ଜାତୀୟ କଂଗ୍ରେସ ଆଜି ଅନୁଗୁଳର ଏକ ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ତାର ଦମ୍ ଦେଖାଇଛି। ଭରପୁର ସାମ୍ବାଦିକ ସମ୍ମିଳନୀରେ ଢେ଼ଙ୍କାନାଳ ସଂସଦୀୟ କ୍ଷେତ୍ରର ସାଂସଦ ପ୍ରାର୍ଥୀ ସସ୍ମିତା ବେହେରା,ଜିଲ୍ଲା ସଭାପତି ତଥା…

Continue Readingଲୁଟିଖିଆଙ୍କୁ ଲୋକେ ଉଚିତ୍ ଜବାବ ଦେବେ: କଂଗ୍ରେସ ସାମ୍ବାଦିକ ସମ୍ମିଳନୀରେ ସସ୍ମିତାଙ୍କ ୫ ଗ୍ୟାରେଣ୍ଟି

ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବ ଦମନ ଓ ପ୍ରତୀକ୍ଷା

ଅନୁଗୁଳ: ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ ରେ ଓଡ଼ିଆ ଚଳଚ୍ଚିତ୍ର ଦମନ ଏବଂ ପ୍ରତୀକ୍ଷା ପ୍ରଦର୍ଶିତ ହେବ ବୋଲି ଜଣା ପଡ଼ିଛି। ବିଶାଳ ମୌର୍ଯ୍ୟ ଏବଂ ଦେବୀ ପ୍ରସାଦ ଲେଙ୍କାଙ୍କ ଦମନ ଚଳଚ୍ଚିତ୍ରରେ ମ୍ୟାଲେରିଆ ପ୍ରବଣ ଏକ ଅଞ୍ଚଳରେ ଜଣେ ଯୁବ…

Continue Readingନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବ ଦମନ ଓ ପ୍ରତୀକ୍ଷା