ଅନ୍ଧାରରେ କୁଲାସିଂହା ଗାଁର ୫୦ ପରିବାର

  ଅନୁଗୁଳ: ଅନୁଗୁଳ ଜିଲ୍ଲା ପୂରୁଣାକୋଟ ଥାନା ମାଣିକଯୋଡ଼ି ପଞ୍ଚାୟତ କୁଲାସିଂହା ଗାଁର ୫୦ ପରିବାର ଗତ ୪ ଦିନ ହେବ ଅନ୍ଧାରରେ ରହିଛନ୍ତି। ଗତ ୨୦ ତାରିଖ ସକାଳେ ଏକ ଜେଶିବି ଗାଁର ଏକ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇଥିଲା।…

Continue Readingଅନ୍ଧାରରେ କୁଲାସିଂହା ଗାଁର ୫୦ ପରିବାର

ସ୍କଏ ମାର୍ଶାଲ ଆର୍ଟ ଖେଳାଳୀମାନଙ୍କୁ ମାନପତ୍ର ପ୍ରଦାନ

ଅନୁଗୁଳ: ଆଜି ଅନୁଗୁଳ ସ୍କଏ ମାର୍ଶାଲଆର୍ଟ ସଂଘ ଦ୍ୱାରା ମା' ବାସନ୍ତି ଦୁର୍ଗା ଖେଳ ପଡିଆରେ ସ୍କଏ ଜାତୀୟ ଖେଳାଳିଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ଅନୁଗୁଳର ପୂର୍ବତନ ନଗରପାଳ ତଥା ପୂର୍ବତନ ତାମଡ଼ା ଅଧ୍ୟକ୍ଷ ଓ ଟାଇକୁଣ୍ଡୁ ସଂଘର ଉପସଭାପତି ଶକ୍ତି…

Continue Readingସ୍କଏ ମାର୍ଶାଲ ଆର୍ଟ ଖେଳାଳୀମାନଙ୍କୁ ମାନପତ୍ର ପ୍ରଦାନ

ପାଞ୍ଚ ଦିନର ପୂଜା ପରେ ବିଦାୟ ନେଲେ ମା’ ବାସନ୍ତୀ ଦୁର୍ଗା

ଅନୁଗୁଳ: ଅମଲାପଡ଼ା ବାସନ୍ତୀ ଦୁର୍ଗା ପଡିଆରେ ଆୟୋଜିତ ପାଞ୍ଚଦିନ ବ୍ୟାପି ବାସନ୍ତୀ ଦୁର୍ଗାପୂଜା ଶେଷ ହୋଇଛି। ଗତ କାଲି ଦଶମୀ ପୂଜା, ଚରୁ ବିତରଣ,ପୂର୍ଣ୍ଣାହୁତି ପରେ ଆଜି ସନ୍ଧ୍ୟାରେ ଭସାଣି ଶୋଭାଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଥିଲା।ଘଣ୍ଟା,ଘଣ୍ଟ,ଶଙ୍ଖ, ଶିଙ୍ଗ ବାଦ୍ୟ, ବୁଢ଼ା…

Continue Readingପାଞ୍ଚ ଦିନର ପୂଜା ପରେ ବିଦାୟ ନେଲେ ମା’ ବାସନ୍ତୀ ଦୁର୍ଗା

ଅନୁଗୁଳରେ ଅଗ୍ନି ନିର୍ବାପକ ବ୍ୟବସ୍ଥାର ମକଡ୍ରି୍ଲ

ଅନୁଗୁଳ: ଆଜି ଅନୁଗୁଳ ହସ୍ପିଟାଲ ପରିସରରେ ଅଗ୍ନି ନିର୍ବାପନ ବ୍ୟବସ୍ଥାର ଏକ ମକଡ୍ରିଲ ଅନୁଷ୍ଠିତ ହୋଇଥିଲା । ଡାକ୍ତରଖାନା ୱାର୍ଡ ଭିତରେ ବା ଅଫିସରେ ଅଗ୍ନିକାଣ୍ଡ ହେଲେ କିଭଳି ଅଗ୍ନି ନିର୍ବାପନ କରାଯିବ ତାହାର ଏକ ନମୁନା ଅଗ୍ନିଶମ ବିଭାଗର ଆଗ୍ନିକ…

Continue Readingଅନୁଗୁଳରେ ଅଗ୍ନି ନିର୍ବାପକ ବ୍ୟବସ୍ଥାର ମକଡ୍ରି୍ଲ

ଝିଙ୍କି ନେଲେ ନକଲି ମଙ୍ଗଳସୂତ୍ର

ଅନୁଗୁଳ: ଅନୁଗୁଳ ସହର ଗାନ୍ଧୀମାର୍ଗ ଖ୍ରୀଷ୍ଟିଆନପଡ଼ାରୁ ଗୁରୁବାର ଦିନ ପ୍ରାୟ ଦଶଟା ସମୟରେ ଜଣେ ମହିଳା ସିମିଳିପଡ଼ା ଆଡ଼କୁ ଯାଉଥିବା ବେଳେ ବାଇକରେ ଆସୁଥିବା ଦୁଇ ଲୁଟେରା ମହିଳାଙ୍କ ବେକରୁ ମଙ୍ଗଳସୂତ୍ରକୁ ଝିଙ୍କୀ ନେଇଥିଲେ। ଏଥିରେ ମହିଳା ଜଣକର ବେକ ଖଣ୍ଡିଆ…

Continue Readingଝିଙ୍କି ନେଲେ ନକଲି ମଙ୍ଗଳସୂତ୍ର

ଅନୁଗୁଳରେ ମହିଳା କାର୍ଡ ‌ଖେଳିଲା ବିଜେଡି: ରଜନୀକାନ୍ତ ସିଂହଙ୍କ ପତ୍ନୀ ସଂଯୁକ୍ତା ସିଂହ ହେଲେ ବିଧାୟକ ପ୍ରାର୍ଥୀ

ଅନୁଗୁଳ: ଅନୁଗୁଳ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ତାର ପ୍ରାର୍ଥୀ ଘୋଷଣା ବିଳମ୍ବରେ କରିଛି। ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହଙ୍କ ଧର୍ମପତ୍ନୀ ସଂଯୁକ୍ତା ସିଂହଙ୍କ ଉପରେ ରାଜ୍ୟ ବିଜେଡି ଭରସା କରିଛି। ଏବେ ସଂଯୁକ୍ତାଙ୍କୁ ନେଇ ଭୋଟରଙ୍କ ମନରେ ଅନେକ…

Continue Readingଅନୁଗୁଳରେ ମହିଳା କାର୍ଡ ‌ଖେଳିଲା ବିଜେଡି: ରଜନୀକାନ୍ତ ସିଂହଙ୍କ ପତ୍ନୀ ସଂଯୁକ୍ତା ସିଂହ ହେଲେ ବିଧାୟକ ପ୍ରାର୍ଥୀ

ବାସନ୍ତୀ ଦୁର୍ଗା ପୂଜା ମଣ୍ଡପରେ ସରିଲା ମହାଦଶମୀ ପୂଜା: ଆସନ୍ତାକାଲି ଭସାଣୀ

ଅନୁଗୁଳ: ଅନୁଗୁଳସ୍ଥିତ ଅମଲାପଡ଼ା ମା' ବାସନ୍ତୀ ଦୁର୍ଗା ପୂଜା ପଡ଼ିଆରେ ଆଜି ମହଦଶମୀ ପୂଜା ବେଶ୍ ଧୁମଧାମରେ ପାଳିତ ହୋଇଛି। ସକାଳେ ସୂର୍ଯ୍ୟପୂଜା, ଗୋପୂଜା, ଅପରାଜିତା ପୂଜା, ଚରୁ ବିତରଣ ପରେ ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ମେଲୋଡି କାର୍ଯ୍ୟକ୍ରମ ଦେଖିବାକୁ…

Continue Readingବାସନ୍ତୀ ଦୁର୍ଗା ପୂଜା ମଣ୍ଡପରେ ସରିଲା ମହାଦଶମୀ ପୂଜା: ଆସନ୍ତାକାଲି ଭସାଣୀ

ବାସନ୍ତୀ ଦୁର୍ଗାପୂଜା ଅବସରରେ ରକ୍ତଦାନ ଶିବିର ଓ ସାମୁହିକ ଦାଣ୍ଡିଆ

  ଅନୁଗୁଳ: ବାସନ୍ତୀ ଦୁର୍ଗାପୂଜା ଅବସରରେ ଅମଲାପଡ଼ା ମଣ୍ଡପରେ ମହାନବମୀରେ ସୂର୍ଯ୍ୟପୂଜା,ଗୋପୁଜା,ମହାନବମୀ ପୂଜା ପରେ ନବକୁମାରି ପୂଜା ଅନୁଷ୍ଠିତ ହୋଇଥିଲା। ୯ ଜଣ କୁମାରୀ କନ୍ୟାଙ୍କୁ ଦେବୀ ବେଶରେ ଆଭୂଷିତ କରାଯାଇ ବନ୍ଦାପନା କରାଯାଇଥିଲା। ସକାଳ ବେଳା ଏକ ସ୍ଵେଚ୍ଛାକୃତ ରକ୍ତଦାନ…

Continue Readingବାସନ୍ତୀ ଦୁର୍ଗାପୂଜା ଅବସରରେ ରକ୍ତଦାନ ଶିବିର ଓ ସାମୁହିକ ଦାଣ୍ଡିଆ

ମୋବାଇଲ ଚୋରି ଅଭିଯୋଗରେ ୨ ପିଚୁ ଫ୍ୟାକ୍ଟ୍ରି ଶ୍ରମିକ ଗିରଫ

ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠ କରଡ଼ାଗାଡିଆ ବିଏନ୍ ଅଗରୱାଲଙ୍କ କମ୍ପାନୀର ପିଚୁ ଫ୍ୟାକ୍ଟ୍ରିରେ କାର୍ଯ୍ୟରତ ଦୁଇଜଣ ଶ୍ରମିକ ମୋବାଇଲ ଚୋରି ଅଭିଯୋଗରେ ଗିରଫ ହୋଇଛନ୍ତି। ପୋଲିସ ସୂତ୍ରରୁ ପ୍ରକାଶ ଯେ, ହାକିମପଡ଼ାର ପ୍ରିୟ ରଞ୍ଜନ ମହାରଣା ଗତ ୧୪ ତାରିଖ ସକାଳ…

Continue Readingମୋବାଇଲ ଚୋରି ଅଭିଯୋଗରେ ୨ ପିଚୁ ଫ୍ୟାକ୍ଟ୍ରି ଶ୍ରମିକ ଗିରଫ

ମା’ ବାସନ୍ତୀ ଦୁର୍ଗା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି

ଅନୁଗୁଳ: ଅମଲାପଡ଼ା ମା' ଦୁର୍ଗା ମଣ୍ଡପରେ ଆଜି ସକାଳେ ସୂର୍ଯ୍ୟପୂଜା,ଗୋପୂଜା,ମହାଷ୍ଟମୀ ପୂଜା,ଅପରାହ୍ନ ଘ ୧:୨୫ ଗତେ ସନ୍ଧିପୂଜା ଆଦି ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ସନ୍ଧ୍ୟା ଆଳତି ଦେଖିବାପାଇଁ ସହସ୍ରାଧିକ ଭକ୍ତ ଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ବାସନ୍ତୀ ସାଂସ୍କୃତିକ ମଣ୍ଡପରେ ଅନୁଗୁଳ…

Continue Readingମା’ ବାସନ୍ତୀ ଦୁର୍ଗା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି