ସହର ଜଳୁଛି,ଅଲଟ୍ରା ଭାଓଲେଟ୍ ଘାତକ ସାଜିପାରେ

  ଅନୁଗୁଳ: ଅନୁଗୁଳରେ ଗ୍ରୀଷ୍ମ ପ୍ରବାହ ଲାଗିରହିଛି। ଗତ ଚାଳିଶ ବର୍ଷ ମଧ୍ୟରେ ଏଭଳି ଲମ୍ବା ଗ୍ରୀଷ୍ମ ପ୍ରବାହ କେବେ ଦେଖିବାକୁ ମିଳି ନ ଥିଲା। ପ୍ରଚଣ୍ଡ ଖରା ଯୋଗୁଁ ସକାଳ ଆଠଟା ରୁ ସନ୍ଧ୍ୟା ଛ ଟା ଯାଏ ଘରୁ…

Continue Readingସହର ଜଳୁଛି,ଅଲଟ୍ରା ଭାଓଲେଟ୍ ଘାତକ ସାଜିପାରେ

ଅଂଶୁଘାତରେ ଟଳିପଡ଼ିଲା ଷଣ୍ଢ !!!

ଅନୁଗୁଳ: ଆଜି ଅପରାହ୍ନ ପ୍ରାୟ ଚାରିଟା ବେଳେ ଅନୁଗୁଳ ବସ୍ ଷ୍ଟାଣ୍ଡରୁ ବାଳିକା ଉଚ୍ଚ ବିଦ୍ୟାଳୟ ରାସ୍ତାରେ ଗୋଟିଏ ଷଣ୍ଢ ହଠାତ୍ ଖସି ପଡିଥିଲା। କିଛି ସମୟ ମଧ୍ୟରେ ତାର ପ୍ରାଣ ବାୟୁ ଉଡି ଯାଇଥିଲା। ବର୍ତମାନ ସହରରେ ଯେଭଳି ଖରା…

Continue Readingଅଂଶୁଘାତରେ ଟଳିପଡ଼ିଲା ଷଣ୍ଢ !!!

ଧରା ହେବେ ନକଲି ଡାକ୍ତର,ଗଢା ହେବ ଟିମ୍

ଅନୁଗୁଳ: ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଚିଠି ସଂଖ୍ୟା ୧୦୩୫୫/୨୪.୪.୨୦୨୪ ଅନୁସାରେ ଖୁବ୍ ଶୀଘ୍ର ରାଜ୍ୟରେ ନକଲି ଡାକ୍ତରଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିନେଇ ଜିଲ୍ଲାରେ ଏକ ସେଲ ଗଠନ କରାଯିବ।ଏଥିରେ ଜିଲ୍ଲାପାଳଙ୍କ…

Continue Readingଧରା ହେବେ ନକଲି ଡାକ୍ତର,ଗଢା ହେବ ଟିମ୍

ଲୁଟିଖିଆଙ୍କୁ ଲୋକେ ଉଚିତ୍ ଜବାବ ଦେବେ: କଂଗ୍ରେସ ସାମ୍ବାଦିକ ସମ୍ମିଳନୀରେ ସସ୍ମିତାଙ୍କ ୫ ଗ୍ୟାରେଣ୍ଟି

ଅନୁଗୁଳ: ସାଂପ୍ରତିକ ରାଜନୀତିରେ ଅଣ୍ଡରଡଗ କୁହାଯାଉଥିବା ଭାରତୀୟ ଜାତୀୟ କଂଗ୍ରେସ ଆଜି ଅନୁଗୁଳର ଏକ ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ତାର ଦମ୍ ଦେଖାଇଛି। ଭରପୁର ସାମ୍ବାଦିକ ସମ୍ମିଳନୀରେ ଢେ଼ଙ୍କାନାଳ ସଂସଦୀୟ କ୍ଷେତ୍ରର ସାଂସଦ ପ୍ରାର୍ଥୀ ସସ୍ମିତା ବେହେରା,ଜିଲ୍ଲା ସଭାପତି ତଥା…

Continue Readingଲୁଟିଖିଆଙ୍କୁ ଲୋକେ ଉଚିତ୍ ଜବାବ ଦେବେ: କଂଗ୍ରେସ ସାମ୍ବାଦିକ ସମ୍ମିଳନୀରେ ସସ୍ମିତାଙ୍କ ୫ ଗ୍ୟାରେଣ୍ଟି

ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବ ଦମନ ଓ ପ୍ରତୀକ୍ଷା

ଅନୁଗୁଳ: ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ ରେ ଓଡ଼ିଆ ଚଳଚ୍ଚିତ୍ର ଦମନ ଏବଂ ପ୍ରତୀକ୍ଷା ପ୍ରଦର୍ଶିତ ହେବ ବୋଲି ଜଣା ପଡ଼ିଛି। ବିଶାଳ ମୌର୍ଯ୍ୟ ଏବଂ ଦେବୀ ପ୍ରସାଦ ଲେଙ୍କାଙ୍କ ଦମନ ଚଳଚ୍ଚିତ୍ରରେ ମ୍ୟାଲେରିଆ ପ୍ରବଣ ଏକ ଅଞ୍ଚଳରେ ଜଣେ ଯୁବ…

Continue Readingନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବ ଦମନ ଓ ପ୍ରତୀକ୍ଷା

ରୋଟାରୀ ପବ୍ଲିକ ସ୍କୁଲରେ ସ୍ୱାଭିମାନ ଦିବସ

ଅନୁଗୁଳ: ଅନୁଗୁଳ ରୋଟାରୀ ପବ୍ଲିକ ସ୍କୁଲ ପରିସରରେ ସ୍ବାଭିମାନ ଦିବସ ଓ ମଧୁ ଜୟନ୍ତୀ ପାଳିତ ହୋଇଯାଇଛି। ଅନୁଗୁଳ ସ୍ଵୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶାନ୍ତନୁ କୁମାର ସରଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ଅନୁଗୁଳ କଲେଜ ଓଡ଼ିଆ ବିଭାଗର ମୁଖ୍ୟ…

Continue Readingରୋଟାରୀ ପବ୍ଲିକ ସ୍କୁଲରେ ସ୍ୱାଭିମାନ ଦିବସ

ମସଲାରେ କୀଟନାଶକ ଅଛି କି ନାହିଁ ଯାଞ୍ଚ ଚାଲିଛି

ଅନୁଗୁଳ: ଏମଡିଏଚ ଏବଂ ଏଭରେଷ୍ଟ ଗୁଣ୍ଡ ମସଲାରେ ବିଷାକ୍ତ କୀଟନାଶକ ଇଥାଇଲିନ ଅକ୍ସାଇଡ୍ ଠାବ କରିବା ସହ ସିଙ୍ଗାପୁର ଏବଂ ହଂକଂର ଖାଦ୍ୟ ନିରାପତ୍ତା ବିଭାଗ ଏସବୁ ମସଲାକୁ ବ୍ୟାନ କରିବା ପରେ ଭାରତରେ ଏଥିନେଇ ହଇଚଇ ସୃଷ୍ଟି ହୋଇଛି।ଭାରତର ଖାଦ୍ୟ…

Continue Readingମସଲାରେ କୀଟନାଶକ ଅଛି କି ନାହିଁ ଯାଞ୍ଚ ଚାଲିଛି

୫୫ନଂ ଜାତୀୟ ରାଜପଥ ପୁଣି ରକ୍ତ ରଞ୍ଜିତ: ଟ୍ରକ୍‌ ଧକ୍କାରେ ୩ ବାଇକ୍ ଆରୋହୀ ମୃତ: ୩ ଜଣଙ୍କ ପାଇଁ ୩୦୦ ନାକେଦମ୍‌

ଅନୁଗୁଳ: ଅଳ୍ପ କିଛି ଦିନର ବ୍ୟବଧାନ ପରେ ୫୫ ନମ୍ୱର ଜାତୀୟ ରାଜପଥ ପୁଣି ରକ୍ତ ରଞ୍ଜିତ ହୋଇଛି। ଆଜି ସକାଳ ପ୍ରାୟ ୬ଟା ସମୟରେ ସଦର ଥାନା ପଞ୍ଚମହଲା ଘରୋଇ ଚୈତନ୍ୟ ଟେକ୍ନୋ ସ୍କୁଲ ସମ୍ମୁଖରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ…

Continue Reading୫୫ନଂ ଜାତୀୟ ରାଜପଥ ପୁଣି ରକ୍ତ ରଞ୍ଜିତ: ଟ୍ରକ୍‌ ଧକ୍କାରେ ୩ ବାଇକ୍ ଆରୋହୀ ମୃତ: ୩ ଜଣଙ୍କ ପାଇଁ ୩୦୦ ନାକେଦମ୍‌

ଅଂଶୁଘାତରେ ଶ୍ରମିକର ମୃତ୍ୟୁ !!!

ଅନୁଗୁଳ: ନାଲକୋ ଥାନା କାଣ୍ଡସରରେ ଗତ ଶୁକ୍ରବାର ଜଣେ ଶ୍ରମିକର ଅଂଶୁଘାତରେ ମୃତ୍ୟୁ ହୋଇଥିବା ପରିବାରାଲୋକ ଦାବି କରିଛନ୍ତି। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ଅନ୍ତର୍ଗତ ପଥରଦ୍ୱାର ଗାଁର ପ୍ରକାଶ ବିଶ୍ଵାଳ (୪୦) କାଣ୍ଡସରରେ ରହି ମୂଲ ମଜୁରୀ କରି ଚଳନ୍ତି।…

Continue Readingଅଂଶୁଘାତରେ ଶ୍ରମିକର ମୃତ୍ୟୁ !!!

ଭାରତୀୟ ଦନ୍ତ ଚିକିତ୍ସକ ସଙ୍ଘ ଅନୁଗୁଳର ସ୍ଥାପନା ସମାରୋହ

ଅନୁଗୁଳ: ବୁଧବାର ସ୍ଥାନୀୟ ଏକ ହୋଟେଲରେ ଭାରତୀୟ ଦନ୍ତ ଚିକିତ୍ସକ ସଙ୍ଘ ଅନୁଗୁଳ ଶିଳ୍ପାଞ୍ଚଳ ଶାଖାର ସ୍ଥାପନା ସମାରୋହ ଅନୁଷ୍ଠିତ ହୋଇଥିଲା। ଏହି ସମାରୋହରେ ଅନୁଗୁଳ ଓ ତାଳଚେର ଅଞ୍ଚଳର ବହୁ ବରିଷ୍ଠ ଓ ଯୁବ ଦନ୍ତ ଚିକିତ୍ସକ ଯୋଗଦାନ କରିଥିଲେ।…

Continue Readingଭାରତୀୟ ଦନ୍ତ ଚିକିତ୍ସକ ସଙ୍ଘ ଅନୁଗୁଳର ସ୍ଥାପନା ସମାରୋହ