ସରକାରୀ ଜମି ଜବରଦଖଲକାରୀ ହୁସୀୟାର:ନୂଆ ସରକାର ନେବେ କଡା କାର୍ଯ୍ୟାନୁଷ୍ଠାନ
ଅନୁଗୁଳ: ନୂଆ ସରକାର କ୍ଷମତାକୁ ଆସିବାପରେ ରାଜ୍ୟର ବିକାଶ ପାଇଁ ଅଣ୍ଟା ଭିଡିଛନ୍ତି। ତେବେ ଏକ ଉଚ୍ଚ ସ୍ତରୀୟ ବୈଠକରେ ହୋଇଥିବା ଆଲୋଚନାରୁ ରାଜ୍ୟର ବିକାଶ ରେ ସରକାରୀ ଜମି ଜବର ଦଖଲ ସମସ୍ୟା ଏକ ଗୁରୁତର କାରକ ଭାବେ ଦେଖା…
ଅନୁଗୁଳ: ନୂଆ ସରକାର କ୍ଷମତାକୁ ଆସିବାପରେ ରାଜ୍ୟର ବିକାଶ ପାଇଁ ଅଣ୍ଟା ଭିଡିଛନ୍ତି। ତେବେ ଏକ ଉଚ୍ଚ ସ୍ତରୀୟ ବୈଠକରେ ହୋଇଥିବା ଆଲୋଚନାରୁ ରାଜ୍ୟର ବିକାଶ ରେ ସରକାରୀ ଜମି ଜବର ଦଖଲ ସମସ୍ୟା ଏକ ଗୁରୁତର କାରକ ଭାବେ ଦେଖା…
ଅନୁଗୁଳ: ଆଜି ଶୈଳ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହୋଇଛି ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା। ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ଅନୁଗୁଳରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଦିନାତ୍ମକ ଯାତ୍ରା ଆରମ୍ଭ ହୋଇଛି। ଏ ଅବସରରେ ବଡି ଭୋରରୁ ଦ୍ଵାର ଫିଟା, ମଙ୍ଗଳ ଆଳତି, ସେନାପଟା ଲାଗି,…
ଅନୁଗୁଳ: ୧୯୯୯ ମସିହାର ଆଜିର ଦିନରେ ଦ୍ରାସ ସବ ସେକ୍ଟରରେ ସହିଦ ହୋଇଥିଲେ ଭାରତର ଶେରଶାହ କ୍ୟାପଟେନ ବିକ୍ରମ ବାତ୍ରା। ତାଙ୍କର ଅମର କାହାଣୀ ଆଜି ବି ଭାରତୀୟ ସୈନିକଙ୍କୁ ଉତ୍ସାହିତ ଓ ଉନ୍ମାଦିତ କରେ। ଆଉ ତାଙ୍କ ବୀରତ୍ୱ ସିନେ…
ଅନୁଗୁଳ: ଅନୁଗୁଳ ସହର ଜନ ଗହଳିପୂର୍ଣ୍ଣ ଅଞ୍ଚଳରେ ଜଣେ ଗୁରୁତର ରୋଗୀଙ୍କ ଜୀବନ ବଞ୍ଚାଇଥିଲେ ଜଣେ ଅଗ୍ନିଶମ ବିଭାଗର ଚାଳକ ତଥା ପମ୍ପ ଅପରେଟର୍ ଆଜି ଅପରାହ୍ନ ପ୍ରାୟ ସାଢେ଼ ୪ଟା ସମୟରେ ବୁଢ଼ୀ ଠାକୁରାଣୀ ଛକରୁ ନିଉ ଡେଲି ମାର୍କେଟ…
ଅନୁଗୁଳ: ଅନୁଗୁଳ ସରକାରୀ ଡାକ୍ତରଖାନାରେ ଡାକ୍ତର ନଥାନ୍ତୁ ପଛେ,ୱାର୍ଡର ଚିତ୍ର ଖୁବ୍ ଶୀଘ୍ର ବଦଳିବାକୁ ଯାଉଛି। ଅବଶ୍ୟ ଏଥିପାଇଁ ଡାକ୍ତରଖାନାର କିଛି ଅବଦାନ ନାହିଁ। ଅନୁଗୁଳ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟରେ ଥିବା ଏକ ଘରୋଇ ଉଦ୍ୟୋଗ ତାର ସିଏସ୍ଆର୍ ପାଣ୍ଠିରୁ ମେଡ଼ିକାଲକୁ ଦାନ…
ଅନୁଗୁଳ: ଶୁକ୍ରବାର ବଡି ଭୋର ସମୟରେ ଅନୁଗୁଳ ପରିଵୀକ୍ଷଣ ଛାତ୍ରାବାସ ବା ବାଳ ସଂସ୍କାର ଗୃହରେ ଜଣେ ନାବାଳକ ଆତ୍ମହତ୍ୟା କରିବା ଚର୍ଚ୍ଚାର ବିଷୟ ହୋଇଛି। ଜେଲ ଅଧିକ୍ଷକ ଅମିର କୁମାର ନାଥଶର୍ମା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କି ଗତ ରାତି…
ଅନୁଗୁଳ: ସ୍କୁଲ କଲେଜର ଛାତ୍ରଛାତ୍ରୀ ଆଜିକାଲି ଅନେକ ବସରେ ଯାତାୟାତ କରୁଛନ୍ତି। ପିଲାଙ୍କ ସୁରକ୍ଷା ପାଇଁ ରାଜ୍ୟ ସଡକ ପରିବହନ ବିଭାଗ ସ୍କୁଲ ଓ କଲେଜ୍ ବସ ପାଇଁ କେତେକ ଆଇନ ପ୍ରଣୟନ କରିଛନ୍ତି। କିନ୍ତୁ ଅଧିକାଂଶ ସ୍କୁଲ କଲେଜ୍ ବସ…
ଅନୁଗୁଳ: କାରଗିଲ ଯୁଦ୍ଧ ଆରମ୍ଭ ହୋଇଯାଇଛି। ପାକିସ୍ଥାନୀ ସୈନିକ ମାନେ ପୂର୍ବରୁ ଟାଇଗର ହିଲରେ ବଙ୍କର କରି ଅସ୍ତ୍ର ଶସ୍ତ୍ର ସହ ଜଗି ବସିଛନ୍ତି।ଭାରତୀୟ ସେନାର ସେତେବେଳେ ନୂଆ ନୂଆ ଚାକିରି କରିଥାନ୍ତି ଲେଫ୍ଟନାଣ୍ଟ ବଲବାନ ସିଂହ। ୧୮ ଗ୍ରେନେଡିୟର ବ୍ୟଟେଲିୟାନର…
ଅନୁଗୁଳ: ଅନୁଗୁଳ ଶୈଳ ଶ୍ରୀକ୍ଷେତ୍ର ରଥଯାତ୍ରା ୨୦୨୪ ର ନୀତି ନିର୍ଘଣ୍ଟ ଚୁଡାନ୍ତ ହୋଇଯାଇଛି।ଏଥିନେଇ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ରେ ରଥ ଯାତ୍ରା ଠାରୁ ସୁନାବେଶ ତଥା ନୀଳାଦ୍ରି ବିଜୟ ପର୍ଯ୍ୟନ୍ତ ସମସ୍ତ…
ଅନୁଗୁଳ: ବ୍ରାହ୍ମଣୀ ନଦୀ ଉପରେ ସ୍ଥାପିତ ଓଡ଼ିଶାର ଦ୍ଵିତୀୟ ବୃହତ୍ତମ ବନ୍ଧ ରେଙ୍ଗାଳି ଡ୍ୟାମ୍ ସାଇଟ୍ର ବିକାଶ କରାଯିବ। ଯାହା ଫଳରେ ଏହା ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିପାରିବ। ଗତ ମଙ୍ଗଳବାର ଦିନ ଏହି ଡ୍ୟାମ୍ ସାଇଟ୍ ପରିଦର୍ଶନରେ ଯାଇଥିଲେ ଅନୁଗୁଳ…