ଅନୁଗୁଳ ଜିଲ୍ଲା ମହୋତ୍ସବ ଉଦଯାପିତ ସତ୍ୟଜିତ,ଆକାଂକ୍ଷା ଓ ଶୈଲେନ୍ଦ୍ରଙ୍କ ଗୀତରେ ଝୁମିଲେ ଦର୍ଶକ
ଅନୁଗୁଳ: ଅନୁଗୁଳ ଷ୍ଟାଡିୟମ୍ରେ ଗତ ତିନି ଦିନଧରି ଚାଲିଥିବା ଅନୁଗୁଳ ଜିଲ୍ଲା ମହୋତ୍ସବ ଉଦଯାପିତ ହୋଇଯାଇଛି। ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ରାଜ୍ୟ ପରିବେଶ ଓ ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ।ଜିଲ୍ଲା ମହୋତ୍ସବ ନୃତ୍ୟକଳା ଲୋକକଳା…



