ପେଣ୍ଟିଂରେ ଅନୁଗୁଳ ଛାତ୍ରଙ୍କୁ ରାଷ୍ଟ୍ରପତି ପୁରସ୍କାର
ଅନୁଗୁଳ: ଉର୍ଜା ସଂରକ୍ଷଣ ଉପରେ ଆୟୋଜିତ ରାଜ୍ୟ ସ୍ତରୀୟ ପେଣ୍ଟିଂ ପ୍ରତିଯୋଗିତାରେ ଦ୍ଵିତୀୟ ସ୍ଥାନ ଅଧିକାର କରି ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି ଅନୁଗୁଳ ତାଳଚେର ଜଗନ୍ନାଥ ଏରିଆ ଡିଏଭି ପବ୍ଲିକ ସ୍କୁଲ ଅଷ୍ଟମ ଶ୍ରେଣୀ ଛାତ୍ର ଆଶୀର୍ବାଦ ଦାସ।…



