ଜିନ୍ଦଲ ନଗରରେ ଆର୍ଥ ଆୱାର ପାଳିତ, ଘଣ୍ଟାଏ ଲାଇନ ଅଫ୍ ରଖିଲେ ସ୍ଥାନୀୟ ବାସିନ୍ଦା
ଅନୁଗୁଳ: ଅନୁଗୁଳସ୍ଥିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ପରିବେଶୀୟ ସଚେତନତା କାର୍ଯ୍ୟକ୍ରମ "ଆର୍ଥ ଆୱର -୨୦୨୪" କମ୍ପାନୀ ପରିସରରେ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ଅନୁଗୁଳ ୟୁନିଟର ଭାରପ୍ରାପ୍ତ ନିର୍ବାହୀ ନିର୍ଦ୍ଦେଶକ ପଙ୍କଜ ମଲ୍ହାନ, ନିର୍ବାହୀ ନିର୍ଦ୍ଦେଶକ ଦାମୋଦର ମିତ୍ତଲ ଜିନ୍ଦଲଙ୍କ…




