ଶବ ସଂରକ୍ଷଣ ଭ୍ରାମ୍ୟମାଣ ଫ୍ରିଜର ପ୍ରଦାନ ସମାରୋହ

ଅନୁଗୁଳ: ଆଜି ପୂର୍ବାହ୍ନରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଶବ ସଂରକ୍ଷଣ ଭ୍ରାମ୍ୟମାଣ ଫ୍ରିଜର ପ୍ରଦାନ ସମାରୋହ ଆୟୋଜିତ ହୋଇଥିଲା।ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଏହି ସମାରୋହକୁ ଉଦଘାଟନ କରିଥିଲେ। ବିଧାୟକ ଶ୍ରୀ ପ୍ରଧାନଙ୍କ ସୌଜନ୍ୟରୁ ଚାରିଗୋଟି ଫ୍ରିଜର ପ୍ରଦାନ…

Continue Readingଶବ ସଂରକ୍ଷଣ ଭ୍ରାମ୍ୟମାଣ ଫ୍ରିଜର ପ୍ରଦାନ ସମାରୋହ

ପ୍ରଥମ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ମାର୍ଚ୍ଚ ୧୫ରୁ

ଅନୁଗୁଳ: ସ୍ଥାନୀୟ ଇଣ୍ଡୋର୍ ହଲରେ ୧୫ ତାରିଖରୁ ୧୭ ତାରିଖ ଯାଏ ପ୍ରଥମ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ। ଅନୁଗୁଳ ବ୍ୟାଡମିଣ୍ଟନ କ୍ଳବ୍ ଆନୁକୁଲ୍ୟରେ ଆୟୋଜିତ ହେବାକୁ ଥିବା ଏହି ପ୍ରତିଯୋଗିତା ନେଇ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ…

Continue Readingପ୍ରଥମ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ମାର୍ଚ୍ଚ ୧୫ରୁ

ଦୋକାନ ଭିତରେ ପଶିଗଲା କାର

ଅନୁଗୁଳ: ଆଜି ଅପରାହ୍ନ ପ୍ରାୟ ସାଢେ଼ ଚାରିଟା ସମୟରେ ଅନୁଗୁଳ କଲେଜ୍ ଛକ ନିକଟରେ ଥିବା ନିଲକମଲ ହୋଟେଲ ଭିତରକୁ ଭୁବନେଶ୍ବର ପଟୁ ଫେରୁଥିବା ଏକ କାର ନିୟନ୍ତ୍ରଣ ହରାଇ ପଶି ଯାଇଥିଲା। ଫଳରେ ହୋଟେଲର ଫାଷ୍ଟ ଫୁଡ୍ କାଉଣ୍ଟର ଭାଙ୍ଗିଯିବା…

Continue Readingଦୋକାନ ଭିତରେ ପଶିଗଲା କାର

ଅନୁଗୁଳରେ ବିଜୁ ସ୍ବାସ୍ଥ୍ୟ ନବୀନ କାର୍ଡ ବାଣ୍ଟିଲେ ବିଧାୟକ ରଜନୀକାନ୍ତ ସିଂହ

ଅନୁଗୁଳ: ଆଜି ପୂର୍ବାହ୍ନରେ ଅନୁଗୁଳ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ବିଜୁ ସ୍ବାସ୍ଥ୍ୟ ନବୀନ କାର୍ଡ ବଣ୍ଟନ କରାଯାଇଛି। କାର୍ଯ୍ୟକ୍ରମରେ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ହିତାଧିକାରୀଙ୍କୁ ବିଜୁ ସ୍ବାସ୍ଥ୍ୟ ନବୀନ କାର୍ଡ ବଣ୍ଟନ…

Continue Readingଅନୁଗୁଳରେ ବିଜୁ ସ୍ବାସ୍ଥ୍ୟ ନବୀନ କାର୍ଡ ବାଣ୍ଟିଲେ ବିଧାୟକ ରଜନୀକାନ୍ତ ସିଂହ

ଦୋକାନ ବନ୍ଦ କରି ଫେରିବା ବେଳେ ଯୁବକଙ୍କୁ ଚାପି ଦେଲା ଟ୍ରକ, ନିଆଁ ଲଗାଇ ଦେଲେ ଉତ୍ତ୍ୟକ୍ତ ଲୋକ

ଅନୁଗୁଳ: ଅନୁଗୁଳ ସହର ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ରେ ଦୁର୍ଘଟଣା ଘଟି ପୁଣି ଏକ ଜୀବନ ଯାଇଛି। ଅନୁଗୁଳ ହାଇସ୍କୁଲ ସାମ୍ନାରେ ଟ୍ରକ ଧକ୍କାରେ ଜଣେ ମଟର ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଉତ୍ତ୍ୟକ୍ତ ଲୋକ ଟ୍ରକରେ…

Continue Readingଦୋକାନ ବନ୍ଦ କରି ଫେରିବା ବେଳେ ଯୁବକଙ୍କୁ ଚାପି ଦେଲା ଟ୍ରକ, ନିଆଁ ଲଗାଇ ଦେଲେ ଉତ୍ତ୍ୟକ୍ତ ଲୋକ

ଚକାଡୋଳା କପ୍ କ୍ରିକେଟ ଉଦଯାପିତ

ଅନୁଗୁଳ: ଗତ ତିନି ତାରିଖରୁ ଆରମ୍ଭ ହୋଇଥିବା ଚକାଡୋଳା କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ବଣିଆବାହଲ ହାଇସ୍କୁଲ ପଡ଼ିଆରେ ଆୟୋଜିତ ଚିତ୍ତାକର୍ଷକ ଏହି ପ୍ରତିଯୋଗିତାର ଫାଇନାଲରେ ଏମ ମହାରାଜା,ଏସ ଲାୟନ୍ସକୁ ହରାଇ ଟ୍ରଫି ଜିତି ନେଇଥିଲା। ଫାଇନାଲରେ ବିଜେପି କାର୍ଯ୍ୟକାରିଣୀ…

Continue Readingଚକାଡୋଳା କପ୍ କ୍ରିକେଟ ଉଦଯାପିତ

ଅବସରପ୍ରାପ୍ତ ଡାକ କର୍ମଚାରୀଙ୍କ ବାର୍ଷିକ ସମାବେଶ

ଅନୁଗୁଳ: ସ୍ଥାନୀୟ ମା ବାସନ୍ତୀ ଦୁର୍ଗାପୂଜା ପଡିଆରେ ଢେ଼ଙ୍କାନାଳ ଡିଭିଜନ ଅନ୍ତର୍ଗତ ଅବସରପ୍ରାପ୍ତ ଡାକ କର୍ମଚାରୀଙ୍କ ବାର୍ଷିକ ସମାବେଶ ଅନୁଷ୍ଠିତ ହୋଇଯାଇଅଛି।ଅବସରପ୍ରାପ୍ତ ଡାକ ବିଭାଗ ନିର୍ଦ୍ଦେଶକ ଆଦିତ୍ୟ ପ୍ରସାଦ ନାୟକ ମୁଖ୍ୟ ଅତିଥି ରୁପେ ସମାବେଶକୁ ଉଦ୍ଘାଟନ କରିଥିଲେ।ସରୋଜ କୁମାର ମହାପାତ୍ରଙ୍କ…

Continue Readingଅବସରପ୍ରାପ୍ତ ଡାକ କର୍ମଚାରୀଙ୍କ ବାର୍ଷିକ ସମାବେଶ

ମେଗା କ୍ଳବ୍ ପକ୍ଷରୁ ରକ୍ତଦାନ ଶିବିର

ଅନୁଗୁଳ: ମେଗା କ୍ଳବ୍ ସିମିଳିପଡ଼ା ଓ ମୋ ପରିବାର ଜୀବନବିନ୍ଦୁ ଆନୁକୁଲ୍ୟରେ କ୍ଳବ୍ ପରିସରରେ ଏକ ରକ୍ତ ଦାନ ଶିବିର ଆୟୋଜିତ ହୋଇଯାଇଛି। ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ଏହି ଶିବିରରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି…

Continue Readingମେଗା କ୍ଳବ୍ ପକ୍ଷରୁ ରକ୍ତଦାନ ଶିବିର

ଭେଟରାନ ଫୁଟବଲ କପ୍ ୨୦୨୪: ଚାନ୍ଦ କ୍ଳବ୍, ନାଲକୋକୁ ହରାଇ ଚମ୍ପିୟାନ

ଅନୁଗୁଳ: ଅନୁଗୁଳର ସୁନାମଧନ୍ୟ କ୍ରୀଡା ଶିକ୍ଷକ ସ୍ଵର୍ଗତ ପଦ୍ମଚରଣ ସିହ୍ନା ଓ ବ୍ୟବସାୟୀ ସ୍ବର୍ଗତ ଶିବାନନ୍ଦ ରାଉତଙ୍କ ସ୍ମୃତିରେ ଦୁଇ ଦିନିଆ ଭେଟରାନ କପ୍ ଫୁଟବଲ୍ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି।ଏଥିରେ ଜିଲ୍ଲାର ଆଠଗୋଟି ଦଳ ଭାଗ ନେଇଥିଲେ। ଫାଇନାଲରେ ଚାନ୍ଦ କ୍ଳବ୍…

Continue Readingଭେଟରାନ ଫୁଟବଲ କପ୍ ୨୦୨୪: ଚାନ୍ଦ କ୍ଳବ୍, ନାଲକୋକୁ ହରାଇ ଚମ୍ପିୟାନ

ଦୀପମୟ ହେଲା ସମସ୍ତ ଶିବାଳୟ: ମହାଦୀପ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ

ଅନୁଗୁଳ:ପବିତ୍ର ମହାଶିବରାତ୍ରି ଅବସରରେ ଅନୁଗୁଳ ସହରର ସମସ୍ତ ଶିବ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଛି।ସନ୍ଧ୍ୟା ହେବା କ୍ଷଣି ଶ୍ରଦ୍ଧାଳୁ ମାନେ ଘର ପାଖ ଶିବ ମନ୍ଦିରରେ ପ୍ରଭୁଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିବା ପାଇଁ ଭିଡ଼ ଲଗାଇଛନ୍ତି। ବିଶେଷକରି ରାଣିଗୁଡ଼ା,…

Continue Readingଦୀପମୟ ହେଲା ସମସ୍ତ ଶିବାଳୟ: ମହାଦୀପ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ