ଆଫ୍ରିକାନ ଡ଼ାଏମଣ୍ଡ ସର୍କସ ଦର୍ଶକଙ୍କ ମନ କିଣୁଛି
ଅନୁଗୁଳ: ସର୍କସରେ ବଣୁଆ ପଶୁ ପକ୍ଷୀ ରଖିବା ଉପରେ ନିଷେଧାଦେଶ ଲାଗିବା ପରେ ଏହା ଆଉ ଆଗ ଭଳି ଲୋକଙ୍କୁ ଆକର୍ଷିତ କରି ପାରୁନାହିଁ,ତଥାପି ସର୍କସ ମାଲିକ ମାନେ ଅନ୍ୟାନ୍ୟ ଖେଳ ଦେଖାଇ ଏହି ପ୍ରତିଷ୍ଠାନକୁ ଆଜି ଯାଏଁ ବଞ୍ଚାଇ ରଖିଛନ୍ତି।…
ଅନୁଗୁଳ: ସର୍କସରେ ବଣୁଆ ପଶୁ ପକ୍ଷୀ ରଖିବା ଉପରେ ନିଷେଧାଦେଶ ଲାଗିବା ପରେ ଏହା ଆଉ ଆଗ ଭଳି ଲୋକଙ୍କୁ ଆକର୍ଷିତ କରି ପାରୁନାହିଁ,ତଥାପି ସର୍କସ ମାଲିକ ମାନେ ଅନ୍ୟାନ୍ୟ ଖେଳ ଦେଖାଇ ଏହି ପ୍ରତିଷ୍ଠାନକୁ ଆଜି ଯାଏଁ ବଞ୍ଚାଇ ରଖିଛନ୍ତି।…
ଅନୁଗୁଳ: ଅନୁଗୁଳ ସହର ପୁରୁଣା ବସ୍ ଷ୍ଟାଣ୍ଡରେ ବ୍ୟାଗ୍ ଓ ଡ୍ରେସ୍ ଦୋକାନ ଦେଇଥିବା ଜଣେ ଦୋକାନୀ ଶିମିଳିପଡ଼ା ସ୍ଥିତ ଭଡ଼ା ଘରେ ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି। ମୃତ ଦୋକାନୀ ଜଣକ ହେଲେ ଅମିର୍ ଶଙ୍କର ସାହୁ।ବସ୍ ଷ୍ଟାଣ୍ଡ ଉଠି…
ଅନୁଗୁଳ: ଅନୁଗୁଳ ଉପ ଜିଲ୍ଲାପାଳ ବରନ୍ୟନ୍ଦୁ ମହାନ୍ତିଙ୍କ ସଭା କକ୍ଷରେ ଗତ ୧୨.୧୦.୨୦୨୩ ଦିନ ନାଲକୋ ସ୍ମେଲ୍ଟର ସମ୍ପ୍ରସାରଣ ପ୍ରକଳ୍ପ ନେଇ ଏକ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ନାଲକୋ କର୍ତ୍ତୃପକ୍ଷ,ଜମି ଅଧିଗ୍ରହଣ ଅଧିକାରୀ,ଇଡକୋ ଅଧିକାରୀଙ୍କ ସମେତ ନାଲକୋ…
ଅନୁଗୁଳ: ଆଜି ପୂର୍ବାହ୍ନରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ‘ବିଶ୍ବ ଦୃଷ୍ଟି ଦିବସ’ ପାଳିତ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ତଥା ଜିଲ୍ଲା ମିଶନ ନିର୍ଦ୍ଦେଶକ ଡ.ଶିବାନନ୍ଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏହି…
ଅନୁଗୁଳ: ଅନୁଗୁଳ ଖାଉଟି ବିବାଦ ବିଚାର ଆୟୋଗର ଅଧ୍ୟକ୍ଷ ସରୋଜ କୁମାର ସାହୁ ଗତ ୧୧ ତାରିଖରେ ଅବସର ଗ୍ରହଣ କରିଛନ୍ତି।ଏଥିପାଇଁ କାର୍ଯ୍ୟାଳୟ ପରିସରରେ ତାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆ ଯାଇଥିଲା।ଶ୍ରୀ ସାହୁ ମାର୍ଚ୍ଚ ୧୬,୨୦୨୨ରେ ଏଠାରେ ଯୋଗା ଦାନ କରିଥିଲେ।…
ଅନୁଗୁଳ: ଅନୁଗୁଳ ପିଟିସିରେ କନଷ୍ଟେବଳ ଭାବେ କାର୍ଯ୍ୟରତ ରାଜେଶ୍ ଲାଜରୁସଙ୍କ ଆଜି ସକାଳେ ହୃଦ୍ଘାତରେ ପରଲୋକ ଘଟିଛି। ଛାତିରେ ଯନ୍ତ୍ରଣା ହେବା ପରେ ତାଙ୍କୁ ଅନୁଗୁଳ ହସ୍ପିଟାଲ ନିଆ ଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରାଜେଶ୍ଙ୍କ ମୃତ୍ୟୁରେ…
ଅନୁଗୁଳ: ଆଗାମୀ ଦୁର୍ଗାପୂଜା ଓ ଲକ୍ଷ୍ମୀ ପୂଜାକୁ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ୧୧ ଦୁର୍ଗା ପୂଜା କମିଟି ଏବଂ ୨୭ ଲକ୍ଷ୍ମୀ ପୂଜା କମିଟିର କର୍ମକର୍ତ୍ତାଙ୍କୁ ନେଇ ଆଜି ସ୍ଥାନୀୟ ଟାଉନ ହଲରେ ଶାନ୍ତି କମିଟି ବା…
ଅନୁଗୁଳ: ଆଜି ଅପରାହ୍ନ ପାଞ୍ଚଟା ସମୟରେ ଅନୁଗୁଳ ସଦର ଥାନା ଅନ୍ତର୍ଗତ ବଲାସିଂହା ଗାଁରେ ବିଦ୍ୟୁତ୍ ଆଘାତରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ସେହି ଗାଁର ସୁଦୀପ୍ତ ସାହୁ(୩୦) ସେ ଘର ପାଖ ଜଣଙ୍କ ଘରେ ଢ଼ଳେଇ…
ଅନୁଗୁଳ: ଅନୁଗୁଳ ନବକୃଷ୍ଣ ଚୌଧୁରୀ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟର ବରିଷ୍ଠ କମ୍ପ୍ୟୁଟର ପ୍ରୋଗ୍ରାମର ଅଜିତ ସିଂହ ସାମନ୍ତଙ୍କ ଆଜି ସକାଳେ ହୃଦ୍ଘାତରେ ପରଲୋକ ଘଟିଛି। ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା। ସେ ଅନୁଗୁଳ ରାଜପୁତ କ୍ଷତ୍ରିୟ ସମାଜର ଜଣେ ବରିଷ୍ଠ…
ଅନୁଗୁଳ: ଆସନ୍ତା ଅକ୍ଟୋବର ୧୧ ତାରିଖରୁ ୧୫ ତାରିଖ ଯାଏ ଅନୁଗୁଳ ରେଞ୍ଜରସ ଟ୍ରେନିଂ କଲେଜ୍ ପଡ଼ିଆରେ ରାଜ୍ୟ ସ୍ତରୀୟ ସ୍କୁଲ ଖୋଖୋ ପ୍ରତିଯୋଗିତା ଅନୁଷ୍ଠିତ ହେବ। ୧୪ ବର୍ଷରୁ କମ ଓ ୧୭ ବର୍ଷରୁ କମ ବୟସର ପ୍ରତିଯୋଗୀ ମାନେ…