ସୁଧିରେନ୍ଦ୍ରଙ୍କ ଗୀତି କବିତା ସଂକଳନ “ଗଳି” ଉନ୍ମୋଚିତ
ଅନୁଗୁଳ: ଅନୁଗୁଳର ବରିଷ୍ଠ ସାମ୍ବାଦିକ ସୁଧିରେନ୍ଦ୍ର ପରିଜାଙ୍କ ଦ୍ଵିତୀୟ କବିତା ସଂକଳନ "ଗଳି" ସ୍ଥାନୀୟ ମାରୱାଡ଼ି ଯୁବା ମଞ୍ଚ କାର୍ଯ୍ୟାଳୟ ଠାରେ ଉନ୍ମୋଚିତ ହୋଇଯାଇଛି। ସୁଧିରେନ୍ଦ୍ରଙ୍କ ପିତା ବିଜୟ କୁମାର ପରିଜା ପ୍ରଦୀପ ପ୍ରଜ୍ବଳନ କରି ଏହି ବହି ଉନ୍ମୋଚନ ସମାରୋହକୁ…
