ଆସନ୍ତା ୨ ଦିନ ଘନ କୁହୁଡ଼ି
ଭୁବନେଶ୍ୱର: ଆସନ୍ତା ୪-୫ ଦିନ ଯାଏ ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ ବଢ଼ିଯିବ। ସାମୁଦ୍ରିକ ବାୟୁ ପ୍ରଭାବରେ ରାଜ୍ୟରେ ଏହି ରାତି ତାପମାତ୍ରା ବୃଦ୍ଧି ପାଇଛି। ଫଳରେ ରାଜ୍ୟରେ ଶୀତର ବିଶେଷ ପ୍ରଭାବ ରହିବନି। କିନ୍ତୁ ଘନ କୁହୁଡ଼ି ପଡ଼ିବ।…
ଭୁବନେଶ୍ୱର: ଆସନ୍ତା ୪-୫ ଦିନ ଯାଏ ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ ବଢ଼ିଯିବ। ସାମୁଦ୍ରିକ ବାୟୁ ପ୍ରଭାବରେ ରାଜ୍ୟରେ ଏହି ରାତି ତାପମାତ୍ରା ବୃଦ୍ଧି ପାଇଛି। ଫଳରେ ରାଜ୍ୟରେ ଶୀତର ବିଶେଷ ପ୍ରଭାବ ରହିବନି। କିନ୍ତୁ ଘନ କୁହୁଡ଼ି ପଡ଼ିବ।…
ବନ୍ତଳା: ଅନୁଗୁଳ ବନଖଣ୍ଡ ଅଞ୍ଚଳରେ ପୁଣି ଏକ କଲରାପତରିଆ ବାଘ ଫାଶରେ ପଡ଼ିଛି। ଫାଶରେ ପଡ଼ି ସାରା ରାତି ଛଟପଟ ହେବା ପରେ ରବିବାର ବନ କର୍ମଚାରୀମାନେ ବାଘଟିକୁ ଉଦ୍ଧାର କରିଛନ୍ତି । ଟ୍ରାଙ୍କୁଲାଇଜ୍ କରି ତାକୁ ଯନ୍ତାରେ ରଖିବା ପରେ…
ଅନୁଗୁଳ: ଅନେକଙ୍କ ବିଶ୍ୱାସ ରହିଛି ସେ ଓଡ଼ିଆ ଅବା ଇଂରାଜୀ ନୂଆ ବର୍ଷ ହେଉ ପ୍ରଥମ ଦିନଟି ଯେଭଳି କଟିବ ବର୍ଷ ସାରା ସେହିଭଳି କଟିବ। ଯୋଗକୁ ଆଜି ନୂଆ ବର୍ଷରେ ଶାମ୍ବ ଦଶମୀ ପଡିଥିଲା। ସକଳ ଶକ୍ତିର ଆଧାର ସୂର୍ଯ୍ୟ…
ଅନୁଗୁଳ: ରାଜ୍ୟ ସରକାରଙ୍କ ସିଙ୍ଗଲ ଉଇଣ୍ଡୋ କ୍ଲିଅରାନ୍ସ ଅଥରିଟି ନିକଟରେ ୧୬ ଗୋଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ୪୧୮୩ କୋଟି ଟଙ୍କା ଏଥିରେ ବିନିଯୋଗ ହେବ। ୧୩ ହଜାରରୁ ଅଧିକ ଲୋକ ଏହି ସବୁ ପ୍ରକଳ୍ପ ଗୁଡିକରେ ନିଯୁକ୍ତି…
ଅନୁଗୁଳ: ଆଜି ନୂଆ ବର୍ଷର ପ୍ରଥମ ଦିନରେ ଖାଲି ଯେ ମନ୍ଦିରରେ ଭିଡ଼ ଥିଲା ତା' ନୁହଁ, ଆମିଷ ବଜାରରେ ବି ନାହିଁ ନ ଥିବା ଲୋକ ଗହଳି ଦେଖିବାକୁ ମିଳିଥିଲା। ଶାମ୍ବ ଦଶମୀରେ ଘରେ ଘରେ ସୂର୍ଯ୍ୟ ପୂଜା ହୋଇଥିଲେ…
ସତ୍ୟାନାଶ ରାଉତବାବୁ ଗୋଟେ କମ୍ପାନୀରେ ଚାକିରି କରନ୍ତି। ପରିବାରରେ ପିଲାମାନେ ଓ ସ୍ତ୍ରୀ। ଯେତେବେଳେ ସେ ତାଙ୍କ ଘରକୁ ଫେରନ୍ତି ଗୋଟେ ବୁଲା କୁକୁର ତାଙ୍କ ବାଟ ଓଗାଳି ଠିଆ ହୋଇଥାଏ। ମାଈ କୁକୁର ଟାର ନାଁ ଗେଲହି। ଖାଇବାକୁ ଦିଅ…
ଅନୁଗୁଳ: ୨୦୨୨ ବର୍ଷ ସରିଛି। ଏହି ବର୍ଷ ମଧ୍ୟରେ ହାତୀ ମଣିଷ ବିବାଦ ଅଧିକ ଘନୀଭୂତ ହୋଇଛି। ହାତୀ ମଣିଷ ବିବାଦ ପରିବେଶବିତ ମାନଙ୍କୁ ଚିନ୍ତାରେ ପକାଇଛି। ୨୦୨୨ ବର୍ଷରେ ହାତୀ ଜଙ୍ଗଲ ଛାଡ଼ି ପ୍ରଥମ ଥର ପାଇଁ କୁଲାଡ଼,କାଣ୍ଡସର,ବେନ୍ତପୁର,ଗଡସନ୍ତ୍ରୀ ଭଳି…
ଅନୁଗୁଳ: ଗୁରୁବାର ବିଜେଡି ଓ ବିଜେପିର ବହୁମୁଖୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଏହାକୁ ସମାଲୋଚନା କରିଛି କଂଗ୍ରେସ । ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ବିପ୍ଳବ ଜେନା ରାଜ୍ୟର ସ୍ୱାର୍ଥ ପାଇଁ ନୁହଁ ନିଜ ସ୍ୱାର୍ଥ ପାଇଁ ବିଜେଡି…
ଅନୁଗୁଳ: ରାଜ୍ୟ ଗୃହ ବିଭାଗର ବିଜ୍ଞପ୍ତି ଅନୁସାରେ ଅନୁଗୁଳ ଏସପି ଜଗମୋହନ ମୀନାଙ୍କୁ ଗଞ୍ଜାମ ଏସପି ଭାବେ ବଦଳି କରାଯାଇଥିବା ବେଳେ ବାଲେଶ୍ୱର ଏସପି ସୁଧାଂଶୁ ଶେଖର ମିଶ୍ରଙ୍କୁ ଅନୁଗୁଳ ଏସପି ଭାବେ ନିଯୁକ୍ତି ମିଳିଛି। ୨୦୧୨ରେ ଆଇପିଏସ ପାଇଥିବା ଶ୍ରୀ…
ଅନୁଗୁଳ: ମୁଖ୍ୟମନ୍ତ୍ରୀ ମାଛ ତେଲରେ ପଛେ ମାଛ ଭାଜନ୍ତୁ, କିନ୍ତୁ ଓଡ଼ିଆ ଲୋକଙ୍କ ବିକାଶ ପାଇଁ କାମ କରନ୍ତୁ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି। ଗୁରୁବାର ଅନୁଗୁଳରେ ବିଭିନ୍ନ ରେଳ ପ୍ରକଳ୍ପର ଶୁଭାରମ୍ଭ ଓ ଅନୁଗୁଳ କେନ୍ଦ୍ରୀୟ…