ଅନୁଗୁଳ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଫାଇନାଲରେ କଟକ ୟୁନିଅନ୍ ସ୍ପୋଟିଂକୁ ଭେଟିବ ଏସିସି
ଅନୁଗୁଳ: ଅନୁଗୁଳ ଜିଲ୍ଲା କ୍ରିକେଟ୍ ସଂଘର ରୌପ୍ୟ ଜୟନ୍ତୀ ଉତ୍ସବ ଅବସରରେ ଆୟୋଜିତ ଅନୁଗୁଳ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୪ର୍ଥ ଦିବସ ଶନିବାର ଅନୁଷ୍ଠିତ ୨ୟ ସେମିଫାଇନାଲ ମ୍ୟାଚ୍ ଏନଏନସିଏ ଭିଲାଇ ଓ ଅନୁଗୁଳ କ୍ରିକେଟ କ୍ଲବ୍(ଏସିସି) ମଧ୍ୟରେ ହୋଇଥିଲା। ଏନଏନସିଏ…
