ତ୍ରୁଟିପୂର୍ଣ୍ଣ ଡିଏଲ୍ ଦେଇ ଆରଟିଓ ତଣ୍ଡ ଗଣିବେ ୩୦ ହଜାର
ଅନୁଗୁଳ: ତ୍ରୁଟିପୂର୍ଣ୍ଣ ଡିଏଲ ଦେଇ ଏବେ ହରଡ଼ଘଣାରେ ପଡିଛନ୍ତି ଅନୁଗୁଳ ଆରଟିଓ। ଘଟଣାଟି ହେଲା କାଣ୍ଡଶର ନାଲକୋନଗର ଅଞ୍ଚଳର ଜଣେ ବ୍ୟକ୍ତି ଯାହାଙ୍କ ନାଁ ଚନ୍ଦ୍ରଶେଖର ସାହୁ ଅନୁଗୁଳ ଆରଟିଓ ଅଫିସରୁ ଏକ ଡ୍ରାଇଭିଂ ଲାଇସେନ୍ସ ନେଇଥିଲେ ଯାହାର ଭାଲିଡିଟି ୨୩.୨.୨୦୦୪…
