ବନ୍ତଳା ଶଙ୍ଖପୁରରୁ ବିରାଟ ଅଜଗର ଉଦ୍ଧାର
ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଶଙ୍ଖପୁର ନିକଟରେ ଥିବା ଏକ ତେଲଟାଙ୍କିକୁ ଶନିବାର ରାତିରେ ଏକ ବିରାଟ ଅଜଗର ପଶି ଆସିଥିଲା। ଲୋକେ ଭୟରେ ସ୍ନେକ ହେଳ୍ପଲାଇନକୁ ଖବର ଦେବାରୁ ସର୍ପମିତ୍ର ବାବା ଅମରଜିତ ଓ ତାଙ୍କ ସହାୟକ ସୁଶାନ୍ତ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଶଙ୍ଖପୁର ନିକଟରେ ଥିବା ଏକ ତେଲଟାଙ୍କିକୁ ଶନିବାର ରାତିରେ ଏକ ବିରାଟ ଅଜଗର ପଶି ଆସିଥିଲା। ଲୋକେ ଭୟରେ ସ୍ନେକ ହେଳ୍ପଲାଇନକୁ ଖବର ଦେବାରୁ ସର୍ପମିତ୍ର ବାବା ଅମରଜିତ ଓ ତାଙ୍କ ସହାୟକ ସୁଶାନ୍ତ…
ଅନୁଗୁଳ : ରୋଗୀଙ୍କ ସୁବିଧା ପାଇଁ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ବିଭିନ୍ନ ନିୟମ କରୁଥିଲେ ମଧ୍ୟ ପ୍ରକୃତ ରୋଗୀଟିଏ ସେ ସବୁ ସୁବିଧା ପାଇ ପାରୁନାହିଁ। କୌଣସି ଉପାନ୍ତ ଅଞ୍ଚଳ ନୁହେଁ ବରଂ ଅନୁଗୁଳ ସହର ସ୍ଥିତ…
ଅନୁଗୁଳ: ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାର ସୁବର୍ଣ୍ଣ ଜୟନ୍ତୀ ସମରୋହ ପାଳନ ନିମନ୍ତେ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଅନୁଗୁଳ ଶାନ୍ତି ଅନୁଭୂତି ଧାମ ପରିସରରେ ଆୟୋଜିତ ଏହି ସମ୍ମିଳନୀରେ ଅନୁଗୁଳ ଶାଖା ମୁଖ୍ୟ ବି କେ…
ଅନୁଗୁଳ: ଆଜି ସକାଳ ୧୦:୪୫ ସମୟରେ ଅନୁଗୁଳ ଲକ୍ଷ୍ମୀ ବଜାରରେ ଦୁଇଜଣ ଯୁବକ ଜଣେ ମହିଳାଙ୍କ ବେକରୁ ହୀରା ଲକେଟ୍ ଥିବା ଦୁଇ ଭରି ଓଜନର ସୁନା ଚେନ ଝାମ୍ପି ନେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଲକ୍ଷ୍ମୀ ବଜାର ବାସିନ୍ଦା…
ଅନୁଗୁଳ : ବିଜ୍ଞାନ ଓ ବିଶ୍ୱାସକୁ ନେଇ ଏବେ ରାଜ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଥିବା ବେଳେ ଆଜି ସକାଳେ ରାଣୀଗୋଡା ସ୍କୁଲ ସାହିର ଦରବ ପ୍ରଧାନଙ୍କ ଘର ହଠାତ ଜଳିବାକୁ ଲାଗିଥିଲା। ବିନା କାରଣରେ ନିଆଁ ଲାଗିବା ଦେଖି ଲୋକେ ଆଶ୍ଚର୍ଯ୍ୟ…
ଅନୁଗୁଳ: ହେତୁବାଦୀ ଓ ପରମ୍ପରାବାଦୀ ପରସ୍ପର କଳିତକରାଳରେ ମାତିଥିଲେ ମଧ୍ୟ ଅନୁଗୁଳବାସୀ ସେଥିରେ ନପସି ଛାଡଖାଇକୁ ବେଶ ଉତ୍ସାହର ସହ ମନାଇଛନ୍ତି। ମାସକର ଆଇଁସ ଛାଡ଼ ପରେ ଆଜି ଛାଡଖାଇରେ ଗ୍ରାହକମାନେ ବଡି ସକାଳୁ ମାଛମାଂସ ଦୋକାନରେ ଭିଡ ଲଗାଇଥିଲେ। ଏପରିକି…
ଅନୁଗୁଳ: ସୋମବାର ରାତି ପ୍ରାୟ ଦଶଟା ସମୟରେ ପୁରୁଣାକୋଟ ଥାନା ତରଭା ନିକଟରେ ବନ ବିଭାଗ ଗାଡି ଧକ୍କାରେ ଜଣେ ବିଭାଗୀୟ ୱାଚରର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ପୁରୁଣାକୋଟ ଥାନା ଅନ୍ତର୍ଗତ ଗୋପାଳପୁର ଗାଁର ବାସିନ୍ଦା। ସୂଚନା ଯେ,…
ଅନୁଗୁଳ: ସ୍ଥାନୀୟ ସଭାଘର ପରିସରରେ କଳାକାର ଅନୁଷ୍ଠାନ ପକ୍ଷରୁ ୩୭ତମ ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଯାଇଛି। ବିଶିଷ୍ଟ ଲୋକକଳା ଶିଳ୍ପୀ ତ୍ରିପୁର କୁମାର ଜେନା ପ୍ରଦୀପ ଜାଳି ସମାରୋହର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ ଅନୁଗୁଳ ଉପଜିଲ୍ଲାପାଳ ବୈତୁରା…
ଅନୁଗୁଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ରାଷୋଳ ନିକଟବର୍ତ୍ତୀ ଠେଙ୍ଗା ଗାଁରେ ହାତୀ ଆକ୍ରମଣରେ ଦୁଇ ଜଣ ଗ୍ରାମବାସୀ ଗୁରୁତର ଆହତ ହୋଇଛନ୍ତି। ସୂଚନା ଯେ, ଗା ର ନାରାୟଣ ନାଏକ ଏବଂ ରମେଶ ନାଏକ ରବିବାର ଅପରାହ୍ନରେ ବିଲରୁ…
ଅନୁଗୁଳ: ସ୍ଥାନୀୟ କଦମ ପଡ଼ିଆ ଠାରେ ଚାଲିଥିବା ବାଜି ରାଉତ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଦୁଇଟି ସେମିଫାଇନାଲ ମ୍ୟାଚ ଆଜି ଅନୁଷ୍ଠିତ ହୋଯାଇଛି। ପ୍ରଥମ ମ୍ୟାଚରେ ଗୋଆର ଚର୍ଚ୍ଚିଲ ବ୍ରଦର୍ସ ମୁମ୍ବାଇ ଫୁଟବଲ କ୍ଲବକୁ ୫-୧ ଗୋଲରେ ପରାସ୍ତ କରି ସହଜରେ…