ବାସ୍‌ଷ୍ଟାଣ୍ଡ ଲଟେରି ବନ୍ଦ

ଅନୁଗୁଳ: ଅନୁଗୁଳ ବସ୍‌ଷ୍ଟାଣ୍ଡରେ ଲକ୍ଷ୍ମୀପୂଜା କମିଟି ପକ୍ଷରୁ ଚାଲିଥିବା ଲଟେରିକୁ ବନ୍ଦ କରି ଦିଆଯାଇଛି। ଏଠାରେ ପ୍ରତିବର୍ଷ ପରି ଚଳିତବର୍ଷ ଲଟେରି କରାଯାଇଥିଲାବେଳେ ମଙ୍ଗଳବାର ପୁଲିସ ଏହାକୁ ବନ୍ଦ କରି ଦେଇଛି। ଏହାସହିତ ଲଟେରି ପାଇଁ ରଖାଯାଇଥିବା ବିଭିନ୍ନ ଗାଡ଼ିକୁ ସିଜ୍‌…

Continue Readingବାସ୍‌ଷ୍ଟାଣ୍ଡ ଲଟେରି ବନ୍ଦ

କାର୍ ଧକ୍କାରେ ନାବାର୍ଡ କର୍ମଚାରୀ ଗୁରୁତର

ଅନୁଗୁଳ: ଆଜି ଅପରାହ୍ନରେ ଜରପଡା ଥାନା ମରାତିରା ନିକଟରେ ଏକ କାର୍ ଓ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଅରୋହି ଗୁରୁତର ଆହତ ହୋଇଛନ୍ତି। ସୂଚନା ମୁତାବକ, ଅନ୍ତୁଳିଆ ପାଞ୍ଚାୟତ ଭାଲୁମୁଣ୍ଡା ଗାଁର ଗଣେଶ୍ୱର ପ୍ରଧାନ ନାବାର୍ଡର ଜଣେ…

Continue Readingକାର୍ ଧକ୍କାରେ ନାବାର୍ଡ କର୍ମଚାରୀ ଗୁରୁତର

ପୂର୍ବାଞ୍ଚଳ ଜୁନିଅର ଦୌଡ କୁଦରେ ଅନୁଗୁଳରୁ ଦୁଇ ଖେଳାଳୀ

ଅନୁଗୁଳ: ଆସନ୍ତା ସେପ୍ଟେମ୍ବର ୧୦ ରୁ ୧୨ ତାରିଖ ଯାଏ ବିହାରର ପାଟନା ଠାରେ ଅନୁଷ୍ଠିତ ହେବାକୁ ଥିବା ୩୩ ତମ ପୂର୍ବାଞ୍ଚଳ ଦୌଡ କୁଦ ପ୍ରତିଯୋଗିତାରେ ଅନୁଗୁଳରୁ ଦୁଇ ଜଣ ପ୍ରତିଯୋଗୀ ଭାଗ ନେବେ। ୧୬ ବର୍ଷରୁ କମ ବିଭାଗରେ…

Continue Readingପୂର୍ବାଞ୍ଚଳ ଜୁନିଅର ଦୌଡ କୁଦରେ ଅନୁଗୁଳରୁ ଦୁଇ ଖେଳାଳୀ

ଆମ୍ବୁଲାନ୍ସ ସେବାର ସରକାରୀ ଦର ବଢ଼ିଲା

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାଲୁଥିବା ଆମ୍ବୁଲାନ୍ସର ଦର ବୃଦ୍ଧି ପାଇଛି। ରୋଗୀ କଲ୍ୟାଣ ସମିତିର ପ୍ରସ୍ତାଵ ଅନୁଯାଇ ଆମ୍ବୁଲାନ୍ସର କିଲୋମିଟର ପିଛା ୮ ଟଙ୍କା ରୁ ୧୦ ଦଶ ଟଙ୍କାକୁ ବୃଦ୍ଧି କରାଯାଇଛି। ତେବେ ମହାପ୍ରୟାଣ ଗାଡିର ଦର…

Continue Readingଆମ୍ବୁଲାନ୍ସ ସେବାର ସରକାରୀ ଦର ବଢ଼ିଲା

କଳିଙ୍ଗ ଯୁବ ବିକାଶ କେନ୍ଦ୍ର ପକ୍ଷରୁ ନୃତ୍ୟ ପ୍ରତିଯୋଗିତା

ଅନୁଗୁଳ: ରବିବାର ସନ୍ଧ୍ୟାରେ କଳିଙ୍ଗ ଯୁବ ବିକାଶକେନ୍ଦ୍ର,ଲଷ୍ମୀ ବଜ଼ାର ପକ୍ଷରୁ ଏକ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ସାତ ବର୍ଷରୁ ବାର ବର୍ଷ ବୟସ ମଧ୍ୟରେ ଥିବା ପ୍ରତିଭା ସମ୍ପନ୍ନ ସ୍ଥାନୀୟ ନୃତ୍ୟ ଶିଳ୍ପୀ ମାନେ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ…

Continue Readingକଳିଙ୍ଗ ଯୁବ ବିକାଶ କେନ୍ଦ୍ର ପକ୍ଷରୁ ନୃତ୍ୟ ପ୍ରତିଯୋଗିତା

ଅନୁଗୁଳ ଟ୍ରକ ମାଲିକ ସଂଘକୁ ପୌରପାଳିକାର ନୋଟିସ୍

ଅନୁଗୁଳ: ଅନୁଗୁଳ ସହର ଭିତରେ ବେଆଇନ ସପିଙ୍ଗ ମଲ ଉପରେ ପୌରପାଳିକାର ଛାଟ ବସିବା ନେଇ ବ୍ୟବସାୟୀ ମହଲରେ କୋକୁଆ ଭୟ ସୃଷ୍ଟି ହୋଇଥିବା ବେଳେ ଆଜି ଅନୁଗୁଳ ଟ୍ରକ ମାଲିକ ସଂଘକୁ ନୋଟିସ୍ ଜାରି ହେବା ପରିବେଶକୁ ସରଗରମ କରିଛି।…

Continue Readingଅନୁଗୁଳ ଟ୍ରକ ମାଲିକ ସଂଘକୁ ପୌରପାଳିକାର ନୋଟିସ୍

ପ୍ଲାଷ୍ଟିକ ବିରୁଦ୍ଧରେ ପୌରପାଳିକାର ଚଢ଼ାଉ

ଅନୁଗୁଳ: ଗତ ତିନି ଚାରି ଦିନ ଧରି ଅନୁଗୁଳ ପୌରପାଳିକା ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଥର୍ମକୁଲ କପ, ପ୍ଲେଟ, ପଲିଥିନ ଆଦି ଜବତ କରାଯାଇଛି। ଅମଲାପଡ଼ା, ବସଷ୍ଟାଣ୍ଡର ବିଭିନ୍ନ ଜଳଖିଆ ଦୋକାନ ଓ ବଜାର…

Continue Readingପ୍ଲାଷ୍ଟିକ ବିରୁଦ୍ଧରେ ପୌରପାଳିକାର ଚଢ଼ାଉ

କାର୍‌ରେ ନିଆଁ ଲାଗି ଜଳିଗଲା

ଅନୁଗୁଳ: ଶନିବାର ବଡି ଭୋର ସମୟରେ ଅନୁଗୁଳ ମଦନମୋହନପଡ଼ା ମହିଳା ମହା ବିଦ୍ୟାଳୟ ନିକଟରେ ଅଚଳ ହୋଇ ପଡିଥିବା ଏକ କାର୍‌ରେ ନିଆଁ ଲାଗି ଯାଇଥିଲା। ଚାହୁଁ ଚାହୁଁ କାର୍‌ଟି ସମ୍ପୁର୍ଣ‌ ପୋଡି ଯାଇଥିଲା। ଅଗ୍ନି କାଣ୍ଡର କାରଣ‌ ଜଣା ପଡି…

Continue Readingକାର୍‌ରେ ନିଆଁ ଲାଗି ଜଳିଗଲା

ସାଇବର ଠକଙ୍କ ଜାଲରେ ମ୍ୟୁନିସିପାଲିଟି କର୍ମଚାରୀ

ଅନୁଗୁଳ: ଅନୁଗୁଳ ଜିଲ୍ଳାରେ ପ୍ରତିଦିନ କେହି ନା କେହି ସାଇବର ଠକେଇର ଶିକାର ହେଉଛି। ଯେତେ ସଚେତନ କଲେ ବି କିଛି ସୁଫଳ ମିଳୁନାହିଁ। ଏହିଭଳି ଏକ ଠକେଇର ଶିକାର ହୋଇଛନ୍ତି ଜଣେ ମ୍ୟୁନିସିପାଲିଟି କର୍ମଚାରି। ସୂଚନା ମୁତାବକ, ହୁଳୁରୁସିଂହାରେ ରହୁଥିବା…

Continue Readingସାଇବର ଠକଙ୍କ ଜାଲରେ ମ୍ୟୁନିସିପାଲିଟି କର୍ମଚାରୀ

ମହିଳା ତିନି ସନ୍ତାନକୁ ଜନ୍ମ ଦେଲେ

ଅନୁଗୁଳ: ତାଳଚେର କିଶୋରିପାଳ ଅଞ୍ଚଳର ଜଣେ ମହିଳା ଆଜି ଏକକାଳୀନ ତିନୋଟି ସନ୍ତାନକୁ ଜନ୍ମ ଦେଇଛନ୍ତି। ତାଳଚେର ଥର୍ମାଲ ଏସଏସ ହସ୍ପିଟାଲରେ ସନ୍ତାନ ଗୁଡିକ ଜନ୍ମ ନେଇଥିଲେ। ସନ୍ତାନ ମଧ୍ୟରୁ ଦୁଇଟି ପୁଅ, ଗୋଟିଏ ଝିଅ। ତେବେ ସନ୍ତାନ ଗୁଡିକ ସାତ…

Continue Readingମହିଳା ତିନି ସନ୍ତାନକୁ ଜନ୍ମ ଦେଲେ