ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୱତ୍ ପରିଷଦର ବୈଠକ

ଅନୁଗୁଳ: ସ୍ଥାନୀୟ ଗନ୍ଧିମାର୍ଗ ସ୍ଥିତ ଅନୁଗୁଳ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୱତ୍ ପରିଷଦର ଏକ ବୈଠକ ଆୟୋଜିତ ହୋଇଯାଇଛି। ଏହି ବୈଠକରେ ଜାତୀୟ ଶିକ୍ଷା ନୀତିରେ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକଙ୍କ ଭୂମିକା ଉପରେ ଆଲୋଚନା ହୋଇଥିଲା। ପରିଷଦର ସଭାପତି…

Continue Readingଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୱତ୍ ପରିଷଦର ବୈଠକ

ଦିଲ୍ଲୀ ଗଲା ଅନୁଗୁଳର ମିଠା ଆମ୍ରପାଲି ଆମ୍ବ, ଚାଷୀଙ୍କ ପାଇଁ ଫିଟିଲା ରୋଜଗାରର ନୂଆ ବାଟ

ଅନୁଗୁଳ: ଦିଲ୍ଲୀ ଗଲା ଅନୁଗୁଳ ଆମ୍ବ। ଅନୁଗୁଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ସଂଗୃହୀତ ଆମ୍ବକୁ ଆଜି ଦିଲ୍ଲୀ ବଜାରକୁ ପଠାଯାଇଛି। ଫଳରେ ଉଦ୍ୟାନ କୃଷି କରୁଥିବା ଚାଷୀଙ୍କ ପାଇଁ ରୋଜଗାରର ବାଟ ଫିଟିଛି। ଜିଲ୍ଲାର ବଛା ବଛା ଆମ୍ବ ଚାଷୀଙ୍କ ଠାରୁ…

Continue Readingଦିଲ୍ଲୀ ଗଲା ଅନୁଗୁଳର ମିଠା ଆମ୍ରପାଲି ଆମ୍ବ, ଚାଷୀଙ୍କ ପାଇଁ ଫିଟିଲା ରୋଜଗାରର ନୂଆ ବାଟ

ପ୍ରାଣୀଧନ ସହାୟତା ଓ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ

ଅନୁଗୁଳ: ଅନୁଗୁଳର ପଶୁପ୍ରେମୀଙ୍କ ପାଇଁ ଏକ ଭଲ ଖବର। ଅନୁଗୁଳ ସହର ଭିତରେ ତଥା ଆଖ ପାଖରେ ଯେଉଁ ବୁଲା ଗାଈଗୋରୁ ଦୁର୍ଘଟଣାରେ ଆହତ ହେଉଥିଲେ ସେଥିପାଇଁ ସ୍ବେଚ୍ଛାସେବୀଙ୍କୁ ଡକା ପଡୁଥିଲା। କିନ୍ତୁ ଏବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆମ୍ବୁଲାନ୍ସ ସେବାର…

Continue Readingପ୍ରାଣୀଧନ ସହାୟତା ଓ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ

ଶୁଖିଲା ଗଛ ବାଟୋଇଙ୍କ ପାଇଁ ବିପଦ

ଅନୁଗୁଳ: ଅନୁଗୁଳ ସହର ଭିତରେ ବର୍ଷା ଦିନ ପୂର୍ବରୁ କେବଳ ବିଜୁଳି ବିଭାଗ ପକ୍ଷରୁ ରାସ୍ତାକଡ ଡାଳ କଟା ଅଭିଯାନ ଦେଖିବାକୁ ମିଳୁଛି। କିନ୍ତୁ ଅନେକ ସ୍ଥାନରେ ଶୁଖିଲା ଗଛ ରହିଛି ଯାହା ବାଟୋଇଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ଅନୁଗୁଳ…

Continue Readingଶୁଖିଲା ଗଛ ବାଟୋଇଙ୍କ ପାଇଁ ବିପଦ

ବାଇକ ଚୋରକୁ ଧରି ପୁଲିସକୁ ଜିମା ଦେଲେ ଲୋକେ

ଅନୁଗୁଳ: ଅନୁଗୁଳ ଲକ୍ଷ୍ମୀ ବଜାର ଭି ୨ ମାର୍କେଟ ସାମନାରେ ଥିବା ନରି ବରା ଦୋକାନ ନିକଟରୁ ଏକ ବାଇକ ଚୋରକୁ ଧରାଯାଇଛି। ବୁଧବାର ସକାଳ ପ୍ରାୟ ୯ ଟା ବେଳେ ନରିଙ୍କ ପୁଅ ରାଜୁ ଦୋକାନ ସାମନାରେ ବାଇକଟି ରଖି…

Continue Readingବାଇକ ଚୋରକୁ ଧରି ପୁଲିସକୁ ଜିମା ଦେଲେ ଲୋକେ

ଆଶାକର୍ମୀଙ୍କୁ ଦୁର୍ବ୍ୟବହାର ମାମଲାର ତଦନ୍ତ ଆରମ୍ଭ

ଅନୁଗୁଳ: ନିକଟରେ ତାଳଚେର ବ୍ଲକ୍‌ ଟେଣ୍ଟୁଲେଇ ଗାଁ ର ଆଶା କର୍ମୀଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦୁର୍ବ୍ୟବହାର କରାଯାଇଥିବା ମାମଲାରେ ତଦନ୍ତ ଆରମ୍ଭ ହୋଇଛି। ଏଡିଏମ୍‌ଓ ମେଡିକାଲ ଡ଼ା ମାନସ ରଞ୍ଜନ ବିଶ୍ୱାଳଙ୍କ‌ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ…

Continue Readingଆଶାକର୍ମୀଙ୍କୁ ଦୁର୍ବ୍ୟବହାର ମାମଲାର ତଦନ୍ତ ଆରମ୍ଭ

ସହିଦ ଦେବାଶିଷଙ୍କୁ ମରଣୋତ୍ତର ଶୌର୍ଯ୍ୟଚକ୍ର

ଅନୁଗୁଳ: ଦିଲ୍ଲୀର ରାଷ୍ଟ୍ରପତି ଭବନରେ ମଙ୍ଗଳବାର ଅନୁଗୁଳ ଜିଲ୍ଲାର ବରପୁତ୍ର ତଥା କିଶୋରନଗର ବ୍ଲକ ଅଙ୍ଗପଡ଼ା ଗାଁ ର ଏସ୍‌ଓଜି କମାଣ୍ଡୋ ଦେବାଶିଷ ସେଠି ଗତ ବର୍ଷ କଳାହାଣ୍ଡି ଫୁଲବାଣୀ ଜିଲ୍ଲା ସୀମାନ୍ତରେ ନକ୍ସଲଙ୍କ ସହ ଲଢେଇ କରି ସହିଦ ହୋଇଥିଲେ।…

Continue Readingସହିଦ ଦେବାଶିଷଙ୍କୁ ମରଣୋତ୍ତର ଶୌର୍ଯ୍ୟଚକ୍ର

ଅବସରପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

ଅନୁଗୁଳ: ନିକଟରେ ଅବସର ନେଇଥିବା ଜିଲ୍ଲାର ବାର ଜଣ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଜିଲ୍ଳା ଶିକ୍ଷା କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି ସମରୋହରେ ଜିଲ୍ଲାଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସମାଜ ଗଠନରେ ଶିକ୍ଷକ ମାନଙ୍କ…

Continue Readingଅବସରପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

ପୌରପାଳିକା ବୈଠକ,ଖର୍ଚ୍ଚ ଦାବିକୁ ନେଇ ହଟ୍ଟଗୋଳ

ଅନୁଗୁଳ: ଅନୁଗୁଳ ପୌରପାଳିକା ସଭା କକ୍ଷରେ ଚଳିତ ବର୍ଷର ଦ୍ଵିତୀୟ ବୈଠକ ଆୟୋଜିତ ହୋଇଯାଇଛି। ପୌରଧକ୍ଷ ଅକ୍ଷୟ ସାମନ୍ତଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ସମସ୍ତ କାଉନସିଲର, ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ ଏବଂ ଅନ୍ୟ ପଦସ୍ଥ ପୋୖର ଅଧିକାରୀ…

Continue Readingପୌରପାଳିକା ବୈଠକ,ଖର୍ଚ୍ଚ ଦାବିକୁ ନେଇ ହଟ୍ଟଗୋଳ

ମେଡିକାଲ କର୍ମଚାରୀ ଡ୍ରେସ୍ କୋଡ଼ରେ ଆସିବାକୁ ନିର୍ଦେଶ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ କର୍ମଚାରୀ ମାନେ ଗତ କିଛି ମାସ ଧରି ସେମାନଙ୍କ ପାଇଁ ଉଦିଷ୍ଟ ଡ୍ରେସ କୋଡ଼ ଅନୁସାରେ ନ ଆସି ମନଇଚ୍ଛା ପୋଷାକ ପିନ୍ଧି ଆସୁଥିଲେ। ଏମାନଙ୍କ ମଧ୍ୟରୁ କିଛି କର୍ମଚାରୀ ଅଫିସରେ ଖଟି…

Continue Readingମେଡିକାଲ କର୍ମଚାରୀ ଡ୍ରେସ୍ କୋଡ଼ରେ ଆସିବାକୁ ନିର୍ଦେଶ