କ୍ୟାନସର ୱାର୍ଡକୁ ଖୁବ୍ଶୀଘ୍ର ପୂର୍ଣ୍ଣାଙ୍ଗ କରାଯିବ
ଅନୁଗୁଳ: ଜିଲ୍ଲାରେ କ୍ୟାନସର ରୋଗୀଙ୍କ ସଂଖ୍ୟା ବଢୁଛି। ଅନିୟନ୍ତ୍ରିତ ଜୀବନଶୈଳୀ ଗୁଟଖା,ମାଦକ ଦ୍ରବ୍ୟ ସେବନ ଆଦି ଯୋଗୁଁ କ୍ୟାନସର ରୋଗ ବଢ଼ିବାରେ ଲାଗିଛି।ବିଶେଷ କରି ଆଜିର ଯୁବ ସମାଜ ଏହି ମାରାତ୍ମକ ରୋଗର ଶିକାର ହେଉଛନ୍ତି।ପୁରୁଷ ମାନେ ମୁଖ, ପେଟ ଓ…
