ଅନୁଗୁଳରେ ଶୀତ ବସ୍ତ୍ର ବିକ୍ରି ବଢୁଛି

ଅନୁଗୁଳ: ଗତ ଚାରିଦିନ ଧରି ଅନୁଗୁଳରେ ଶୀତ ଲହର ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ତାପମାତ୍ରା ୮ ଡିଗ୍ରୀରେ ପହଁଚିବାରୁ ସକାଳ ୮ଟା ପୂର୍ବରୁ ଘରୁ ବାହାରି ହେଉନାହିଁ। ଶୀତ ଯୋଗୁଁ ଅନୁଗୁଳ ବଜାରରେ ଶୀତ ବସ୍ତ୍ର ବିକ୍ରୀ ବୃଦ୍ଧି…

Continue Readingଅନୁଗୁଳରେ ଶୀତ ବସ୍ତ୍ର ବିକ୍ରି ବଢୁଛି

ଗଣତନ୍ତ୍ର ଦିବସରେ ରାଜପଥରେ ଜଲୱା ଦେଖାଇବେ ଅନୁଗୁଳ ଦଳ

ଅନୁଗୁଳ: ଆଗାମୀ ଗଣତନ୍ତ୍ର ଦିବସ ଅର୍ଥାତ ଜାନୁୟାରୀ ୨୬ ତାରିଖ ଦିନ ଦିଲ୍ଲୀ ରାଜପଥରେ ଦେଶର ରାଷ୍ଟ୍ରପତି ଏବଂ ଅନ୍ୟ ଗଣମାନ୍ୟ ଅତିଥୀଙ୍କ ସମ୍ମୁଖରେ ଜଲୱା ଦେଖାଇବେ ଅନୁଗୁଳର ନୃତ୍ୟ ନୀଳୟର ସଦସ୍ୟ ସଦସ୍ୟା ମାନେ। ଏଥିନେଇ ଦିଲ୍ଲୀର ଜବାହରଲାଲ ଷ୍ଟାଡିୟମରେ…

Continue Readingଗଣତନ୍ତ୍ର ଦିବସରେ ରାଜପଥରେ ଜଲୱା ଦେଖାଇବେ ଅନୁଗୁଳ ଦଳ

ହାତୀ ଆକ୍ରମଣରେ ଯୁବକ ଆହତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ନିକଟବର୍ତ୍ତୀ ଗାଡରଖାଇ ନିକଟରେ ଗୁରୁବାର ଅପରାହ୍ନ ପ୍ରାୟ ସାଢ଼େ ତିନିଟା ସମୟରେ ଏକ ଦନ୍ତା ହାତୀ ଆକ୍ରମଣରେ ବେନ୍ତପୁର ଗାଁ ର ଜଣେ ଯୁବକ ଆହତ ହୋଇଛନ୍ତି। ଗତ ପ୍ରାୟ ଏକ ସପ୍ତାହ ଧରି ୪୪…

Continue Readingହାତୀ ଆକ୍ରମଣରେ ଯୁବକ ଆହତ

ସାତକୋଶିଆ ମତ୍ସ୍ୟଜୀବୀଙ୍କ ଜିବୀକା ବିପନ୍ନ

ଅନୁଗୁଳ: ବନ ବିଭାଗର ନାଲି ଆଖି ଯୋଗୁଁ ସାତକୋଶିଆର ମତ୍ସ୍ୟଜୀବି ମାନେ କ୍ଷତିଗ୍ରସ୍ତ ହେଉଥିବା ସେମାନେ ଅଭିଯୋଗ କରିଛନ୍ତି। ରାମଡିହ ଠାରେ ବୁଧବାର ଏକ ବୈଠକରେ ଏକତ୍ରିତ ହୋଇ ସାତକୋଶିଆର ମତ୍ସ୍ୟଜୀବି ମାନେ ଅଭିଯୋଗ କରିଛନ୍ତି କି ସେମାନେ ମହନଦୀରୁ ବାପା…

Continue Readingସାତକୋଶିଆ ମତ୍ସ୍ୟଜୀବୀଙ୍କ ଜିବୀକା ବିପନ୍ନ

ମଳ-ପଙ୍କ ପରିଚାଳନାରେ ଅନୁଗୁଳ ସଫଳ

ଅନୁଗୁଳ: ମଳ-ପଙ୍କ ବା ପାଇଖାନା ଟାଙ୍କିରୁ ନିର୍ଗତ ତରଳ ବର୍ଯ୍ୟ ବସ୍ତୁ ପରିଚାଳନା ରେ ଅନୁଗୁଳକୁ ସଫଳତା ମିଳିଛି। ୨୦୧୫ ରେ ନିର୍ମଳ ଯୋଜନାରେ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଳାରେ ମଳ-ପଙ୍କ ପରିଚାଳନା ଆରମ୍ଭ କରାଯାଇଥିଲା। ଏହି ଯୋଜନାରେ ସେସ ପୁଲ…

Continue Readingମଳ-ପଙ୍କ ପରିଚାଳନାରେ ଅନୁଗୁଳ ସଫଳ

୨୦ବର୍ଷରୁ କମ୍ ରାଜ୍ୟସ୍ତରୀୟ ଚେସ୍ ଚାମ୍ପିୟାନସିପ ଉଦ୍‌ଯାପିତ

ଅନୁଗୁଳ: ଅନୁଗୁଳ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଅଡିଟରିଅମରେ ଚାଲିଥିବା ଦୁଇ ଦିନିଆ ରାଜ୍ୟ ସ୍ତରୀୟ ଚେସ୍ ଚାମ୍ପିୟାନସିପ୍ ଉଦ‌୍‌ଯାପିତ ହୋଇଯାଇଛି।‌ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ଡା ସାର୍ଥକ ଷଡଙ୍ଗୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ କୃତୀ ପ୍ରଗିଯୋଗୀ ମାନଙ୍କୁ ପୁରସ୍କୃତ…

Continue Reading୨୦ବର୍ଷରୁ କମ୍ ରାଜ୍ୟସ୍ତରୀୟ ଚେସ୍ ଚାମ୍ପିୟାନସିପ ଉଦ୍‌ଯାପିତ

ଜାନୁଆରୀ ପହିଲାରୁ ମେଡିକାଲରେ ବାୟୋମେଟ୍ରିକ ଉପସ୍ଥାନ

ଅନୁଗୁଳ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମସ୍ତ ଡାକ୍ତର, ନର୍ସ, ଫାର୍ମାସିଷ୍ଟ ଏବଂ ତଳିଆ କର୍ମଚାରୀ ସାବଧାନ। ଆସନ୍ତା ଜାନୁଆରୀ ପହିଲାରୁ ମେଡିକାଲରେ ଆରମ୍ଭ ହେବ ବାଇଓମେଟ୍ରିକ ଉପସ୍ଥାନ। ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ କୁମାର ମହାପାତ୍ର ଗତ ୧୮ ତାରିଖରେ ଜାରି କରିଥିବା…

Continue Readingଜାନୁଆରୀ ପହିଲାରୁ ମେଡିକାଲରେ ବାୟୋମେଟ୍ରିକ ଉପସ୍ଥାନ

ବାଇକ୍‌କୁ ପିଟିଲା ଅଟୋ, ୨ ମୃତ

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ଅନୁଗୁଳ ବନ୍ତଳା ରାସ୍ତା ର ବାଳୁଅକଟା ଠାରେ ଏକ ଅଜଣା ଅଟୋ ବାଇକ୍‌କୁ ଧକ୍କା ଦେବାରୁ ରବିବାର ଅପରାହ୍ନରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସୁଚନା…

Continue Readingବାଇକ୍‌କୁ ପିଟିଲା ଅଟୋ, ୨ ମୃତ

୨୦ବର୍ଷରୁ କମ୍ ରାଜ୍ୟସ୍ତରୀୟ ଚେସ୍ ଚମ୍ପିୟାନସିପ ଉଦ୍‌ଘାଟିତ

ଅନୁଗୁଳ: ଅନୁଗୁଳ ଗନ୍ଧିମାର୍ଗ ସ୍ଥିତ ଶିଶୁ ବିଦ୍ୟା ମନ୍ଦିର ଆଡିଟରିଆମରେ ଡିସେମ୍ବର ୧୯ ଓ ୨୦ ତାରିଖ ଦୁଇଦିନ ଧରି କୋଡିଏ ବର୍ଷରୁ କମ ବାଳକ ବାଳିକାଙ୍କ ପାଇଁ ରାଜ୍ୟସ୍ତରୀୟ ଚେସ୍ ଚମ୍ପିୟାନସିପ ଉଦ୍‌ଘାଟିତ ହୋଇଯାଇଛି। ରାଜ୍ୟ ଚେସ୍ ସଂଘ ସମ୍ପାଦକ…

Continue Reading୨୦ବର୍ଷରୁ କମ୍ ରାଜ୍ୟସ୍ତରୀୟ ଚେସ୍ ଚମ୍ପିୟାନସିପ ଉଦ୍‌ଘାଟିତ

ଡେଙ୍ଗୁ ହାର କମୁଛି, ଆକ୍ରାନ୍ତଙ୍କ ସଂଖ୍ୟା ୧୯

ଅନୁଗୁଳ: ଅନୁଗୁଳରେ ଗତ ସପ୍ତାହରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ଥିବାବେଳେ ଶନିବାର ଏଥିରେ ଏକ ବୃଦ୍ଧି ପାଇ ୧୯ ରେ ପହଞ୍ଚିଛି। କହିବାକୁ ଗଲେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିରେ ସାମାନ୍ୟ ବ୍ରେକ୍ ଲାଗିଛି। ସ୍ୱାସ୍ଥ୍ୟ ପ୍ରଶାସନ ପକ୍ଷରୁ ବ୍ଲକ୍,…

Continue Readingଡେଙ୍ଗୁ ହାର କମୁଛି, ଆକ୍ରାନ୍ତଙ୍କ ସଂଖ୍ୟା ୧୯