ଜିଲ୍ଲାରେ ତମ୍ବାଖୁ ନିୟନ୍ତ୍ରଣ ଫେଲ: ଲୁଚାଛପାରେ ଚାଲିଛି କାରବାର

ଅନୁଗୁଳ: ମେ ୩୧ ତାରିଖକୁ ବିଶ୍ୱ ତମ୍ବାଖୁ ବିରୋଧ ଦିବସ ଭାବେ ପାଳନ କରାଯାଉଥିବା ବେଳେ ଏହା କେବଳ ସଭା ସମିତି ଅବା ସ୍ଲୋଗାନ ଭିତରେ ସୀମିତ ରହୁଛି । କୋଭିଡ୍ ଭଳି ମହାମାରୀ ସମୟରେ ପ୍ରତି ଛକବଜାରରେ ଲୁଚା ଚୋରାରେ…

Continue Readingଜିଲ୍ଲାରେ ତମ୍ବାଖୁ ନିୟନ୍ତ୍ରଣ ଫେଲ: ଲୁଚାଛପାରେ ଚାଲିଛି କାରବାର

ଟାଟା ପାୱାରର ୧୦୦ କର୍ମଚାରୀ ଗଲେ ଭଦ୍ରକ

ଅନୁଗୁଳ:ବାତ୍ୟା 'ୟାସ୍‌’ ପ୍ରଭାବରେ ଭଦ୍ରକ ଓ ବାଲେଶ୍ଵର ଜିଲ୍ଲାରେ ବିଦ୍ୟୁତ୍ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହି ଜିଲ୍ଲାରେ ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତ୍ ସେବା ସ୍ବାଭାବିକ କରାଯିବ ବୋଲି ସରକାର ଘୋଷଣା କରିଥିଲେ। ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ଶାସନ ସଚିବ ଓ…

Continue Readingଟାଟା ପାୱାରର ୧୦୦ କର୍ମଚାରୀ ଗଲେ ଭଦ୍ରକ

ଆର୍‌ପିଏଫ୍ କନେଷ୍ଟବଳଙ୍କ ଅକାଳ ବିୟୋଗ

ଅନୁଗୁଳ: ଅନୁଗୁଳ ହୁଲୁରିସିଂହା ଗ୍ରାମର ଦୀପକ କୁମାର ପ୍ରଧାନ(୩୬)ଙ୍କ ଗୁରୁବାର ବିଳମ୍ବିତ ରାତିରେ ହୃଦଘାତରେ ପରଲୋକ ହୋଇଛି। ତାଙ୍କ ବିୟୋଗରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଆର୍‌ପିଏଫ୍ କନେଷ୍ଟବଳ ଥିବା ଦୀପକ ଗୁରୁବାର ରାତିରେ ନିଜ ବାସଭବନରେ ହଠାତ୍ ଅସୁସ୍ଥ ହୋଇ…

Continue Readingଆର୍‌ପିଏଫ୍ କନେଷ୍ଟବଳଙ୍କ ଅକାଳ ବିୟୋଗ

ଯୁବ ସାମ୍ବାଦିକଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି

ଅନୁଗୋଳ: ଯୁବ ସାମ୍ବାଦିକ ତଥା ଜୀ କଳିଙ୍ଗ ର ଅନୁଗୋଳ ପ୍ରତିନିଧି ରଘୁନାଥ ସାହୁଙ୍କ ଅକାଳ ବିୟୋଗରେ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି।ସନ୍ଧ୍ୟାରେ ଅନୁଗୋଳ ଶୈଳ ଶ୍ରୀକ୍ଷେତ୍ର ସମ୍ମୁଖରେ ଏଥିନେଇ ଅନୁଗୋଳ ସାମ୍ବାଦିକଙ୍କ ପକ୍ଷରୁ ଏକ ଶ୍ରଦ୍ଧ।ଞ୍ଜଳି ସଭା ଅନୁଷ୍ଠିତ…

Continue Readingଯୁବ ସାମ୍ବାଦିକଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି

ବରପଦାରେ ଅବକାରୀ ଚଢ଼ଉ, ବିପୁଳ ପରିମାଣର ମଦ ଜବତ, ମହୁଲ ପୋଚ ନଷ୍ଟ

ତାଳଚେର : ଜିଲ୍ଲା ଅବକାରୀ ବିଭାଗ ମୋବାଇଲ ସ୍କ୍ୱାଡ୍ ପକ୍ଷରୁ ତାଳଚେର ବ୍ଲକର ବରପଦା ଅଞ୍ଚଳରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ମଦ ଜବତ କରାଯିବା ସହ ମହୁଲ ପୋଚ ନଷ୍ଟ କରାଯାଇଛି । ବରପଦା ନିକଟସ୍ଥ ଜଙ୍ଗଲରେ ଅବକାରୀ ବିଭାଗ…

Continue Readingବରପଦାରେ ଅବକାରୀ ଚଢ଼ଉ, ବିପୁଳ ପରିମାଣର ମଦ ଜବତ, ମହୁଲ ପୋଚ ନଷ୍ଟ

ଡେରଜାଙ୍ଗ ଡ୍ୟାମ୍ ପାଣି ଛାଡ଼ିଲା

ଅନୁଗୁଳ: ସାମୁଦ୍ରିକ ବାତ୍ୟା ୟାସ୍ ପ୍ରଭାବକୁ ଦୃଷ୍ଟିରେ ରଖି ଅନୁଗୁଳ ଜିଲ୍ଲାର ଡେରେଜାଙ୍ଗ ଜଳସେଚନ ପ୍ରକଳ୍ପରୁ ସୋମବାର ରାତିରେ ପାଣି ଛଡ଼ାଯାଇଛି। ରାଜ୍ୟ ଜଳସେଚନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ନିର୍ଦେଶ ଅନୁସାରେ ଯେଉଁ ଜଳସେଚନ ପ୍ରକଳ୍ପରେ ଶତକଡ଼ା ୫୦ ଭାଗରୁ ଊର୍ଦ୍ଧ୍ବ…

Continue Readingଡେରଜାଙ୍ଗ ଡ୍ୟାମ୍ ପାଣି ଛାଡ଼ିଲା

କୋର୍ଟର କଣ୍ଟେନମେଣ୍ଟ ଅବଧି ବଢିଲା

ଅନୁଗୁଳ: କୋର୍ଟର କିଛି କର୍ମଚାରୀ କରୋନା ସଂକ୍ରମିତ ହେବା ପରେ ଅନୁଗୁଳ କୋର୍ଟକୁ କଣ୍ଟେନମେଣ୍ଟ କରାଯାଇଥିଲା। ଗତ ୧୮ ତାରିଖଠାରୁ ୨୪ ତାରିଖ ପର୍ଯ୍ୟନ୍ତ ଅଦାଲତ କଣ୍ଟେନମେଣ୍ଟ ଭିତରେ ରହିବ ବୋଲି କୁହାଯାଇଥିଲା। କିନ୍ତୁ କୋଭିଡ ସଂକ୍ରମଣ ସ୍ଥିତିରେ ସୁଧାର ନ…

Continue Readingକୋର୍ଟର କଣ୍ଟେନମେଣ୍ଟ ଅବଧି ବଢିଲା

ଜିଲ୍ଲାପାଳଙ୍କୁ କଂଗ୍ରେସର ଦାବିପତ୍ର

ଅନୁଗୁଳ: ରାଜ୍ୟ ସରକାର କ୍ୟାବିନେଟ ବୈଠକରେ ମଦ ବ୍ୟବସାୟୀଙ୍କ ଉପରୁ ଗତ ଜୁନଠାରୁ ଡିସେମ୍ବର ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ଫି' ଛାଡ କରିବା ନିଷ୍ପତ୍ତି ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ଅଭିଯୋଗ କରିଛି ଜିଲ୍ଲା କଂଗ୍ରେସ। ସୋମବାର ଏଥିନେଇ ଅନୁଗୁଳ ଜିଲ୍ଲାପାଳଙ୍କୁ ଏକ…

Continue Readingଜିଲ୍ଲାପାଳଙ୍କୁ କଂଗ୍ରେସର ଦାବିପତ୍ର

ସାତକୋଶିଆରେ ବଢ଼ିଲା ଘଡ଼ିଆଳ ବଂଶ, ଅଣ୍ଡାରୁ ଫୁଟିଲେ ୨୮ ଛୁଆ

ଅନୁଗୁଳ : ଜୈବ ବିବିଧତାର ଗନ୍ତାଘର ସାତକୋଶିଆରୁ ଆସିଛି ଖୁସି ଖବର। ବିରଳ ପ୍ରଜାତିର ଘଡ଼ିଆଳ କୁମ୍ଭୀର ପ୍ରଜନନ ସଂଖ୍ୟା ଉତ୍ସାହଜନକ ରହିଛି । ଦୀର୍ଘବର୍ଷ ପରେ ସାତକୋଶିଆ ମହାନଦୀ କୂଳରୁ ଠାବ ହୋଇଛନ୍ତି ଘଡ଼ିଆଳ ଶାବକ। ସାତକଶିଆ ଗଣ୍ଡର ବଳଦମରା…

Continue Readingସାତକୋଶିଆରେ ବଢ଼ିଲା ଘଡ଼ିଆଳ ବଂଶ, ଅଣ୍ଡାରୁ ଫୁଟିଲେ ୨୮ ଛୁଆ

ଆଦୃତା ଶିଶୁ ଗୃହର ମୁଖ୍ୟ ପରିଚାଳିକାଙ୍କ ଦେହାନ୍ତ

ଅନୁଗୁଳ: ଅନୁଗୁଳ ପଞ୍ଚମହଲା ସ୍ଥିତ ଆଦୃତା ଶିଶୁ ଗୃହର ମୁଖ୍ୟ ପରିଚାଳିକା ସତ୍ୟଭାମା ନାୟକ କରୋନାରେ ସଂକ୍ରମିତ ହୋଇ ଜୀବନ ହରାଇଛନ୍ତି। ସତ୍ୟଭାମା ଭୁବନେଶ୍ଵରର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଥିଲେ। ରବିବାର ଅପରାହ୍ନରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ୨୦୦୯…

Continue Readingଆଦୃତା ଶିଶୁ ଗୃହର ମୁଖ୍ୟ ପରିଚାଳିକାଙ୍କ ଦେହାନ୍ତ