ଟାଇକୋଣ୍ତୋ ସ˚ଘର ୪ ଜଣଙ୍କୁ ବ୍ଲାକ୍‌ବେଲ୍ଟ

ଅନୁଗୁଳ: ଅନୁଗୁଳ ଟାଇକୋଣ୍ତୋ ସ˚ଘର ୪ ଜଣ ଛାତ୍ରଛାତ୍ରୀ ୨୦୨୦ ବର୍ଷ ପାଇଁ ବ୍ଲାକ୍‌ବେଲ୍ଟ ହାସଲ କରିଛନ୍ତି। ବିଜୟୀ ଛାତ୍ରଛାତ୍ରୀ ହେଲେ ରୋଟାରୀ ପବ୍ଲିକ୍‌ ସ୍କୁଲ୍‌ର ଅଙ୍କିତା ମହାପାତ୍ର, ଲିଟିଲ୍‌ ହାର୍ଟସ୍‌ ଟଡଲର୍ସ ଏକାଡେମୀର ଲୋପାମୁଦ୍ରା ସାହୁ, ଖୁସି ମୁଣ୍ତା ଏବ˚…

Continue Readingଟାଇକୋଣ୍ତୋ ସ˚ଘର ୪ ଜଣଙ୍କୁ ବ୍ଲାକ୍‌ବେଲ୍ଟ

ଅନୁଗୁଳ କ୍ରିକେଟ୍‌ ଆସୋସିଏସନ୍‌ ନିର୍ବାଚନ, ନାମାଙ୍କନପତ୍ର ଦାଖଲ

ଅନୁଗୁଳ: ବହୁ ପ୍ରତୀକ୍ଷିତ ଅନୁଗୁଳ କ୍ରିକେଟ୍‌ ଆସୋସିଏସନ୍‌ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ଶେଷ ହୋଇଛି। ସଭାପତି ପଦ ପାଇଁ ପ୍ରତାପ ଚନ୍ଦ୍ର ପ୍ରଧାନ ଏକମାତ୍ର ପ୍ରାର୍ଥୀ ରୂପେ ନାମାଙ୍କନପତ୍ର ଦାଖଲ କରି ନିଜ ବିଜୟକୁ ସ୍ପଷ୍ଟ କରିଛନ୍ତି। ସେହିଭଳି ଉପସଭାପତି…

Continue Readingଅନୁଗୁଳ କ୍ରିକେଟ୍‌ ଆସୋସିଏସନ୍‌ ନିର୍ବାଚନ, ନାମାଙ୍କନପତ୍ର ଦାଖଲ

୬ ଦିନ ହେବ ଏମ୍‌ଆର‌୍‌ଆଇ ସେବା ବନ୍ଦ

ଅନୁଗୁଳ: ଗତ ୨୦ ତାରିଖରୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଏମ୍‌ଅର‌୍‌ଆଇ ୟୁନିଟ୍‌ ବନ୍ଦ ରହିଛି। ଅନୁଗୁଳ ମେଡିକାଲ୍‌ର ଜଣେ ପୂର୍ବତନ ଅଧିକାରୀଙ୍କ ପ୍ରତିକୂଳ ଲିଖିତ ମନ୍ତବ୍ୟ ଆଧାରରେ କୌଣସି ଡାକ୍ତର ଏମ୍‌ଆର‌୍‌ଆଇ କରିବାକୁ ସୁପାରିଶ କରୁନାହାନ୍ତି। ଫଳରେ…

Continue Reading୬ ଦିନ ହେବ ଏମ୍‌ଆର‌୍‌ଆଇ ସେବା ବନ୍ଦ

ଜୀବିକା ବିପନ୍ନ କରିଛି ବନ ବିଭଗର କଟକଣା

ଅନୁଗୁଳ: ମହାନଦୀର ସାତକୋଶିଆ ଗଣ୍ତ ଅଞ୍ଚଳରେ ମାଛ ଧରି ଜୀବିକା ନିର୍ବାହ କରୁଥିବା ଶତାଧିକ ପରିବାର ବନ ବିଭାଗର କଟକଣା ଦ୍ଵାରା ପ୍ରଭାବିତ ହୋଇଛନ୍ତି। ଆସନ୍ତା ସପ୍ତାହ ମଧ୍ୟରେ ମହାନଦୀରୁ ମାଛ ମାରିବା ନେଇ ଏ କଟକଣା ପ୍ରତ୍ୟାହାର ନହେଲେ ସ˚ଘର…

Continue Readingଜୀବିକା ବିପନ୍ନ କରିଛି ବନ ବିଭଗର କଟକଣା

ଏଯାଏଁ ନିର୍ମାଣ ହେଲାନି ରାତ୍ରି ରହଣି ସ୍ଥଳ

ଅନୁଗୁଳ: ରାଜ୍ୟ ସରକାର ନିକଟରେ ସବୁ ପୌରାଞ୍ଚଳରେ ରାତ୍ରି ରହଣିସ୍ଥଳକୁ ସମ୍ପୂର୍ଣ୍ଣ କରିବା ସହ ଜଣେ ହେଲେ ବି ଯାଯାବର ବା ବାସହୀନ ଲୋକ ଯେଭଳି ଖୋଲା ଆକାଶ ତଳେ ନ ଶୋଇବେ ସେଥିନେଇ ଗାଇଡ୍‌ଲାଇନ୍‌ ପ୍ରଦାନ କରିଛନ୍ତି। ବର୍ତ୍ତମାନ ରାଜ୍ୟରେ…

Continue Readingଏଯାଏଁ ନିର୍ମାଣ ହେଲାନି ରାତ୍ରି ରହଣି ସ୍ଥଳ

ଅସହାୟ ଶିଶୁ ଶ୍ରମିକ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଶିଶୁ ଶ୍ରମିକଙ୍କ ସ˚ଖ୍ୟା ପୁଣି ବଢ଼ିବାରେ ଲାଗିଛି। ମୟୂରଭଞ୍ଜ, କେରାପୁଟ, ବଲାଙ୍ଗୀର ପରେ ଅନୁଗୁଳରେ ଏହି ଶିଶୁ ଶ୍ରମିକଙ୍କ ସ˚ଖ୍ୟା ବଢ଼ିବାରେ ଲାଗିଛି। ଗତ ୨୦ ବର୍ଷରେ ଅନୁଗୁଳ ଶିଳ୍ପାଞ୍ଚଳର ମାନ୍ୟତା ପାଇବା ପରେ ଏହି ସମସ୍ୟା…

Continue Readingଅସହାୟ ଶିଶୁ ଶ୍ରମିକ

ଚାଷୀ ଆନ୍ଦୋଳନରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

ଅନୁଗୁଳ: ନୂତନ କୃଷି ଆଇନକୁ ପ୍ରତ୍ୟାହାର କରିବା ଦାବିରେ ଦିଲ୍ଲୀ ସୀମାରେ ଦୀର୍ଘ ୨୫ ଦିନ ଧରି ଚାଲିଥିବା ଚାଷୀ ଆନ୍ଦୋଳନରେ ସହିଦ ହୋଇଥିବା ୧୫ ଜଣ ଚାଷୀଙ୍କ ସ୍ମୃତିରେ ଅନୁଗୁଳ ବସ୍‌ଷ୍ଟାଣ୍ତ ପରେ ଅଲ୍‌ ଇଣ୍ତିଆ କିଷାନ୍‌ କ୍ଷେତ୍‌ ମଜଦୁର…

Continue Readingଚାଷୀ ଆନ୍ଦୋଳନରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

ବନ୍ଦ ହେବ ୫୨ ବର୍ଷର ଟିଟିପିଏସ୍‌ !

ଅନୁଗୁଳ: ଗତ ୫୨ ବର୍ଷ ଧରି ସାରା ରାଜ୍ୟକୁ ବିଦ୍ୟୁତ୍‌ ଯୋଗାଇ ଆସୁଥିବା ତାଳଚେର ଥର୍ମାଲ୍‌ ପାୱାର ଷ୍ଟେସନ୍‌ ଏବେ ବନ୍ଦର ଦ୍ବାରଦେଶରେ। ୨ ହଜାର କର୍ମଚାରୀ ଛଟେଇ ଆଶଙ୍କାରେ ଭୀତତ୍ରସ୍ତ। ପ୍ଲାଣ୍ଟ ବନ୍ଦ କରିବାକୁ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟର ଛାଟ,…

Continue Readingବନ୍ଦ ହେବ ୫୨ ବର୍ଷର ଟିଟିପିଏସ୍‌ !

ପରୀକୁ ନ୍ୟାୟ, ସିବିଆଇ ତଦନ୍ତ ଦାବିରେ ବିଜେପିର ପଦଯାତ୍ରା

ଅନୁଗୁଳ:ପରୀ ହତ୍ୟାକାଣ୍ଡ ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି। ମୃତ ନାବାଳିକାକୁ ନ୍ୟାୟ ଦେବା ଏବଂ ଏହି ଘଟଣାର ସିବିଆଇ ତଦନ୍ତ ଦାବି ରେ ବିଜେପି ପକ୍ଷରୁ ରାଜ୍ୟ ସାରା ପଦଯାତ୍ରା ଆୟୋଜନ କରାଯାଇଛି l ଏହି କ୍ରମରେ ଆଜି ଜିଲ୍ଲା ବିଜେପି…

Continue Readingପରୀକୁ ନ୍ୟାୟ, ସିବିଆଇ ତଦନ୍ତ ଦାବିରେ ବିଜେପିର ପଦଯାତ୍ରା

ମୃତ କୋଭିଡ୍ ଯୋଦ୍ଧାଙ୍କ ପରିବାରକୁ ମିଳିଲା ୫୦ ଲକ୍ଷ

ଅନୁଗୁଳ: ମୃତ କୋଭିଡ୍ ଯୋଦ୍ଧା ସ୍ଵର୍ଗତ ଭାଗବାନ ଭୁକ୍ତାଙ୍କ ସ୍ତ୍ରୀ ପ୍ରମୋଜl ଭୁକ୍ତାଙ୍କୁ ସରକାର ୫୦ ଲକ୍ଷ ଟଙ୍କାର ସହାୟତା ରାଶି ଚେକ୍ ମାଧ୍ୟମରେ ଦେଇଛନ୍ତି l ଅନୁଗୁଳ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ଓ ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା…

Continue Readingମୃତ କୋଭିଡ୍ ଯୋଦ୍ଧାଙ୍କ ପରିବାରକୁ ମିଳିଲା ୫୦ ଲକ୍ଷ