ସତ୍ୟବ୍ରତ ରାଉତ ଅନୁଗୁଳ ଥାନା ଆଇଆଇସି
ଅନୁଗୁଳ: ଅନୁଗୁଳ ଥାନା ଅଧିକାରୀ ଭାବରେ ଇନିସପେକ୍ଟର ସତ୍ୟବ୍ରତ ରାଉତଙ୍କୁ ଅବସ୍ଥାପିତ କରାଯାଇଛି। ସମ୍ପ୍ରତି ଶ୍ରୀ ରାଉତ ତାଳଚେର ଥାନା ଆଇଆଇସି ଭାବରେ କାର୍ଯ୍ୟରତ ଅଛନ୍ତି। ତାଙ୍କ ସ୍ଥାନରେ ଅନୁଗୁଳ ଆଇଆଇସି ରମେଶ କୁମାର ବିଷୋୟୀଙ୍କୁ ବଦଳି କରାଯାଇଛି। ସେହିପରି କଣିହାଁ ଥାନା…



