ମେଡିକାଲରେ ଔଷଧ କେଲେଙ୍କାରୀ ନେଇ ବର୍ଷିଲା କଂଗ୍ରେସ

ଅନୁଗୁଳ: ରବିବାର ସନ୍ଧ୍ୟାରେ ଅନୁଗୁଳ ମେଡିକାଲ ପରିସରରେ ପୁରୁଣା କ୍ୱାର୍ଟର ଭଙ୍ଗାଯାଉଥିବାବେଳେ ଗୋଟିଏ ପରିତ୍ୟକ୍ତ କ୍ୱାର୍ଟର ରୁ ଲକ୍ଷ ଲକ୍ଷ ଟଙ୍କାର ଆଇରନ ଏବଂ ଭିଟାମିନ ସିରପ ବାହାରିବା ଅନେକଙ୍କୁ ତାଜୁବ କରିଥିଲା ।ଗରିବ ଶିଶୁଙ୍କୁ ମାଗଣାରେ ଦିଆଯିବାକୁ ଥିବା ଏହି…

Continue Readingମେଡିକାଲରେ ଔଷଧ କେଲେଙ୍କାରୀ ନେଇ ବର୍ଷିଲା କଂଗ୍ରେସ

ଫାର୍ମାସିଷ୍ଟ କ୍ୱାର୍ଟର ଭଙ୍ଗା ବେଳେ ବାହାରିଲା ପେଟି ପେଟି ଏକ୍ସପାଏରି ଔଷଧ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ପୁରୁଣା କ୍ୱାର୍ଟର ଗୁଡ଼ିକ ରବିବାର ସନ୍ଧ୍ୟାରେ ଭଙ୍ଗା ବେଳେ ଜଣେ ଅବସରପ୍ରାପ୍ତ ଫର୍ମାସିଷ୍ଟଙ୍କ ଘରୁ ଲକ୍ଷ ଲକ୍ଷ ଟଙ୍କାର ସରକାରୀ ଔଷଧ ବାହାରିଥିଲା। ଶିଶୁ ମାନକ ପାଇଁ ଉଦ୍ଦିଷ୍ଟ ଫଲିକ ଏସିଡ…

Continue Readingଫାର୍ମାସିଷ୍ଟ କ୍ୱାର୍ଟର ଭଙ୍ଗା ବେଳେ ବାହାରିଲା ପେଟି ପେଟି ଏକ୍ସପାଏରି ଔଷଧ

ଶ୍ରୀକାନ୍ତ ମିଶ୍ରଙ୍କ ପରଲୋକରେ ଶୋକ ସଭା

ଅନୁଗୁଳ: ଅନୁଗୁଳ ସହରର ଜଣାଶୁଣା ଶିକ୍ଷବିତ, ବୁଦ୍ଧିଜୀବୀ ଶ୍ରୀକାନ୍ତ ମିଶ୍ର(୮୩)ଙ୍କ କଟକ ବଡ ମେଡିକାଲରେ ଶନିବାର ପରଲୋକ ଘଟିଛି। ତାଙ୍କ ପରଲୋକରେ ଅନୁଗୁଳରେ ଶୋକର ଛାୟା ଖେଳିଯାଇଛି। ଏ ଅବସରରେ ଅମଲାପଡା ମା' ବାସନ୍ତୀ ଦୁର୍ଗାପୂଜା କମିଟି ପକ୍ଷରୁ ବାଣୀରୂପା ଷ୍ଟଡି…

Continue Readingଶ୍ରୀକାନ୍ତ ମିଶ୍ରଙ୍କ ପରଲୋକରେ ଶୋକ ସଭା

ଅନୁଗୁଳ ଘରୋଇ ସ୍କୁଲ ସଂଘର ବୈଠକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଘରୋଇ ସ୍କୁଲ ଶିକ୍ଷକ ସଂଘ ପକ୍ଷ ରୁ ଏକ ସ୍ୱତନ୍ତ୍ର ବୈଠକ ଆୟୋଜିତ ହୋଇଥିଲା।ଆଇଡିଏଲ ପବ୍ଲିକ ସ୍କୁଲ ପରିସରରେ ସୁଶାନ୍ତ ତ୍ରିପାଠୀଙ୍କ ପୌରହିତ୍ୟ ରେ ଆୟୋଜିତ ଏହି ବୈଠକରେ ବିଶ୍ବହିନ୍ଦୁ ପରିଷଦର ସାଧାରଣ ସମ୍ପାଦକ ମହେଶ ସାହୁ…

Continue Readingଅନୁଗୁଳ ଘରୋଇ ସ୍କୁଲ ସଂଘର ବୈଠକ

ଭତ୍ତା ଟଙ୍କା ଚୋରି, ହିତାଧିକାରୀ ନିରାଶ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍ ଟାପଢୋଲ ପଞ୍ଚାୟତରେ ଭତ୍ତା ଟଙ୍କା ଚୋରି ହୋଇଯାଇଥିବାରୁ ଶତାଧିକ ହିତାଧିକାରୀଙ୍କୁ ନିରାଶ ହେବାକୁ ପଡ଼ିଛି। ଭତ୍ତା ମିଳିବାରେ ବିଳମ୍ବ ହେଉଥିବାରୁ ହିତାଧିକାରୀଙ୍କ ମଧ୍ୟରେ ନାନା ଅସନ୍ତୋଷ ସୃଷ୍ଟି ହୋଇଛି। ପ୍ରକାଶ ଯେ, ଗତ ଜୁନ୍…

Continue Readingଭତ୍ତା ଟଙ୍କା ଚୋରି, ହିତାଧିକାରୀ ନିରାଶ

ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନରେ ବିଜେପିର ବିଭିନ୍ନ କାର୍ଯ୍ୟକ୍ରମ

ଅନୁଗୁଳ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନରେ ଶୁକ୍ରବାର ଅନୁଗୁଳ ଜିଲ୍ଲା ବିଜେପି ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି। ବିଜେପି ମହିଳା ମୋର୍ଚ୍ଚା ତରଫରୁ ମା’ ବୁଢ଼ୀ ଠାକୁରାଣୀ ମନ୍ଦିରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୀର୍ଘ ଜୀବନ କାମନା କରି…

Continue Readingନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନରେ ବିଜେପିର ବିଭିନ୍ନ କାର୍ଯ୍ୟକ୍ରମ

ଡେରଜାଙ୍ଗ ଜଳଭଣ୍ଡାରରୁ ବନ୍ୟାଜଳ ଛଡ଼ାଯିବ

ଅନୁଗୁଳ: ଲଗାଣ ବର୍ଷା ଯୋଗୁଁ ଡେରଜ।ଙ୍ଗ ଜଳ ଭଣ୍ଡାର ର ଜଳ ପତ୍ତନ ବୃଦ୍ଧି ପାଇଛି। ଏଣୁ ଜଳଭଣ୍ଡାର ରୁ ବନ୍ୟା ଜଳ ନିଷ୍କାସନ ପାଇଁ ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯାଇଛି।ଅନୁଗୁଳ ଜଳସେଚନ ବିଭାଗର ସୁପରଇନଟେଣ୍ଡିଙ୍ଗ ଇଞ୍ଜିନିୟର ଏକ ପ୍ରେସ ବିଜ୍ଞପ୍ତି…

Continue Readingଡେରଜାଙ୍ଗ ଜଳଭଣ୍ଡାରରୁ ବନ୍ୟାଜଳ ଛଡ଼ାଯିବ

କଂଗ୍ରେସ ପକ୍ଷରୁ ଏଡିଏମ୍ଓ ମେଡିକାଲଙ୍କୁ ସ୍ମାରକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଚାଲି ଥିବା ବିଭିନ୍ନ ଅନିୟମିତତା ଏବଂ ଅବ୍ୟବସ୍ଥା ଦୂର କରିବା ଦାବିରେ କଂଗ୍ରେସ ଓବିସି ସେଲ ମୁଖ୍ୟ ଜିତେନ୍ଦ୍ର ସାହୁଙ୍କ ନେତୃତ୍ୱ ରେ ଏକ ପ୍ରତିନିଧି ଦଳ ଏଡିଏମ୍ଓ ମେଡିକାଲ ଡ଼ା ମାନସ…

Continue Readingକଂଗ୍ରେସ ପକ୍ଷରୁ ଏଡିଏମ୍ଓ ମେଡିକାଲଙ୍କୁ ସ୍ମାରକ

ଲଗାଣ ବର୍ଷାର ପ୍ରଭାବ: ମାଛ କିଲୋ ୮୦

ଅନୁଗୁଳ: ସୋମବାର ଓ ମଙ୍ଗଳବାର ଲଗାଣ ବର୍ଷାରେ ଅନୁଗୁଳ ସହର ତଥା ଆଖପାଖରେ ଥିବା ନଈ, ନାଳ, ପୋଖରୀରେ ବଢି ପାଣି ଆସିଛି ।ବଢି ପାଣିରେ ଯିଏ ଯେଉଁଠି ପାରିଲେ ଜଳ ବସାଇ ମାଛ ମାରୁଥିବା ଦେଖାଯାଇଛି। ଏହାର ପ୍ରଭାବରେ ମାଛ…

Continue Readingଲଗାଣ ବର୍ଷାର ପ୍ରଭାବ: ମାଛ କିଲୋ ୮୦

ଲିଙ୍ଗରା ବଢି ପାଣି ମଝିରେ ଫସିଲେ ବୃଦ୍ଧା

ଅନୁଗୁଳ:ଅନୁଗୁଳ ହୁଲୁରସିଂହା ବଢି ପାଣି ମଝିରେ ଫସିଲେ ବୃଦ୍ଧା । ଉଦ୍ଧାର କରିବାକୁ ଯାଇ ନାଳ ମଝିରେ ଥିବା ପଥରରେ ଅଟକି ରହିଲେ ଯୁବକ। ସୂଚନା ମୁତାବକ, ହୁଳୁରୁସିଂହା ଦେଇ ପ୍ରବାହିତ ଲିଙ୍ଗରା ନାଳରେ ଦୁଇ ଜଣ ଫସି ଯାଇଥିଲେ ।…

Continue Readingଲିଙ୍ଗରା ବଢି ପାଣି ମଝିରେ ଫସିଲେ ବୃଦ୍ଧା