ମେଗା ଆଇନସେବା ମେଳା ଉଦଘାଟିତ

ଅନୁଗୁଳ: ଅନୁଗୁଳ ଷ୍ଟାଡିଅମଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଶନିବାର ଏକ ମେଗା ଆଇନ ସେବା ମେଳା ଉଦଘାଟିତ ହୋଇଯାଇଛି। ଅନୁଗୁଳ ଜିଲ୍ଲା ଦୌରାଜଜ ଡ. ଭାଗ୍ୟଲଷ୍ମୀ ରଥ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସମାରୋହକୁ ଉଦଘାଟନ କରିଥିଲେ। ଆଇନ ସେବାକୁ…

Continue Readingମେଗା ଆଇନସେବା ମେଳା ଉଦଘାଟିତ

ବେଆଇନ ପାରାମେଡିକ୍ସ ବହିଷ୍କାର ପାଇଁ ନିର୍ଦ୍ଦେଶ

ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ମାର୍ଚ୍ଚ ୨୦୧୯ ରୁ ୨୦୨୧ ମଧ୍ୟରେ ଜିଲ୍ଲା ସ୍ତରରେ ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ ବେଆଇନ ନିଯୁକ୍ତି ପାଇଥିବା ପାରା ମେଡିକାଲ କର୍ମଚାରୀଙ୍କୁ ବହିଷ୍କାର କରିବାକୁ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି। ସୂଚନା ଯେ,…

Continue Readingବେଆଇନ ପାରାମେଡିକ୍ସ ବହିଷ୍କାର ପାଇଁ ନିର୍ଦ୍ଦେଶ

ଜିଲ୍ଲା କଂଗ୍ରେସ ପକ୍ଷରୁ ଅନୁଗୁଳରେ ହରତାଳ

ଅନୁଗୁଳ: ରାଜ୍ୟ କଂଗ୍ରେସ ପକ୍ଷରୁ ଛ' ଘଣ୍ଟିଆ ଓଡିଶା ବନ୍ଦ ଡାକରା ପରେ ହାଇକୋର୍ଟ ଛାଟ ବସିବା ଯୋଗୁଁ କଂଗ୍ରେସ ହରତାଳକୁ ଓଲ୍ହାଇଥିଲା। କଂଗ୍ରେସ ନେତା ସୁଦୀପ ମିଶ୍ର,ଜିତେନ୍ଦ୍ର ସାହୁ,ଅମୁଲ୍ୟ ବେହେରା,ଧର୍ମେନ୍ଦ୍ର ମିଶ୍ର,ସଂଜୀବ ମାଣ୍ଡୋଠିଆ, ଗୋପାଳ ନାଥଙ୍କ ନେତୃତ୍ୱରେ ଶତାଧିକ କର୍ମୀ…

Continue Readingଜିଲ୍ଲା କଂଗ୍ରେସ ପକ୍ଷରୁ ଅନୁଗୁଳରେ ହରତାଳ

ହୋଟେଲ,ରାସନ ଦୋକାନରେ ଜନସ୍ୱାସ୍ଥ୍ୟ ବିଭାଗର ଚଢ଼ାଉ

ଅନୁଗୁଳ: ଗୁରୁବାର ଅନୁଗୁଳ ଜିଲ୍ଲା ଜନ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଖାଦ୍ୟ ନିରାପତ୍ତା ଅଧିକାରୀ ହରପ୍ରିୟା ଜେନାଙ୍କ ନେତୃତ୍ୱରେ ଏକ ଦଳ ଅନୁଗୁଳ ସହରର ବିଭିନ୍ନ ହୋଟେଲ,ଉଠା ଜଳଖିଆ ଦୋକାନ,ବେକରି ସପ୍ ଚା' ଦୋକାନ ଏବଂ ରାସନ ଦୋକାନ ଉପରେ ଚଢ଼ାଉ…

Continue Readingହୋଟେଲ,ରାସନ ଦୋକାନରେ ଜନସ୍ୱାସ୍ଥ୍ୟ ବିଭାଗର ଚଢ଼ାଉ

ଖୁଚୁରା ସମ୍ପତ୍ତି ଓ ମଧ୍ୟମ ଉଦ୍ୟୋଗ କେନ୍ଦ୍ର ଉଦଘାଟିତ

ଅନୁଗୁଳ: ଅନୁଗୁଳ ଗାନ୍ଧିମାର୍ଗ ଶିମିଳିପଡା ଠାରେ ବୁଧବାର ପୂର୍ବାହ୍ନରେ ଏସବିଆଇ ପକ୍ଷରୁ ଖୁଚୁରା ସମ୍ପତ୍ତି ଓ ମଧ୍ୟମ ଉଦ୍ୟୋଗ କେନ୍ଦ୍ର ଉଦଘାଟିତ ହୋଇଯାଇଛି। ଭୁବନେଶ୍ୱର ସର୍କଲର ମୁଖ୍ୟ ମହା ପ୍ରବନ୍ଧକ ଶ୍ରୀମତୀ ବିଦ୍ୟା କ୍ରିଷ୍ଣାନ ମୁଖ୍ୟ ଅତିଥିରୁପେ କେନ୍ଦ୍ରକୁ ଉଦ୍ଘାଟନ କରିଥିଲେ…

Continue Readingଖୁଚୁରା ସମ୍ପତ୍ତି ଓ ମଧ୍ୟମ ଉଦ୍ୟୋଗ କେନ୍ଦ୍ର ଉଦଘାଟିତ

ସରକାରୀ ଗାଡିରୁ ଚକା ନେଇଗଲେ

ଅନୁଗୁଳ: ଅନୁଗୁଳ ସରକାରୀ ମେଡିକାଲ ରୁ ଚୋରି କମିବାର ନାଁ ଧରୁନି। ଗତ ବୁଧବାର ରାତିରେ ପୁରୁଣା ଡାକ୍ତର କଲୋନିରୁ ପଙ୍ଖା,ବଲବ, ଟ୍ୟାପ ଆଦି ଚୋରି ହୋଇଥିବା ବେଳେ ସରକାରୀ ଗାଡିରୁ ଚକା ଖୋଲିନେଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ…

Continue Readingସରକାରୀ ଗାଡିରୁ ଚକା ନେଇଗଲେ

ଅନୁଗୁଳ ପୁରୁଣା ମେଡିକାଲ କଲୋନିରୁ ଚୋରି

ଅନୁଗୁଳ: ବୁଧବାର ଦିନବେଳା ଅନୁଗୁଳ ମେଡିକାଲ ପୁରୁଣା କଲୋନୀରେ ଚୋରି ଅଭିଯୋଗ ହୋଇଛି। ଚର୍ମରୋଗ ବିଶେଷଜ୍ଞ ଡ଼ା ବିଶ୍ୱଜିତ ସାମଲଙ୍କ ପୁରୁଣା କ୍ୱାର୍ଟରରୁ ଚୋରମାନେ ପଙ୍ଖା,ଲାଇଟ,ସାୱାର,ଟ୍ୟାପ୍ ଆଦି ଚୋରି କରିଥିବା ଜଣାପଡିଛି। ନିକଟରେ ଆଇସିୟୁ କୋଠାରୁ ବିଦ୍ୟୁତ ଉପକରଣ ଚୋରି ହେବା…

Continue Readingଅନୁଗୁଳ ପୁରୁଣା ମେଡିକାଲ କଲୋନିରୁ ଚୋରି

ଟ୍ରକକୁ ପଛରୁ ପିଟିଲା ବସ, ୨୬ ଆହତ

ଅନୁଗୁଳ: ମଙ୍ଗଳବାର ବିଳମ୍ବିତ ରାତିରେ ନିଶା ଶିଳ୍ପାଞ୍ଚଳ ଥାନା ଜିନ୍ଦଲ ପ୍ଲାଣ୍ଟ ନିକଟରେ ଏକ ସଡକ ଦୁର୍ଘଟଣାରେ ୨୬ ଯାତ୍ରୀ ଆହତ ହୋଇଛନ୍ତି।ଘଟଣାରୁ ପ୍ରକାଶ ନାକଟିଦେଉଳ ରୁ ଭୁବନେଶ୍ୱର ଯାଉଥିବା ଶିବଶଙ୍କର ନାମକ ବସଟି ଜିନ୍ଦଲ ନିକଟରେ ରାସ୍ତା ପାର୍ଶ୍ଵରେ ପାର୍କିଂ…

Continue Readingଟ୍ରକକୁ ପଛରୁ ପିଟିଲା ବସ, ୨୬ ଆହତ

ଏସବିଆଇ ପକ୍ଷରୁ ମେଗା ଏସଏଚଜି ସମନ୍ୱୟ ମେଳା

ଅନୁଗୁଳ: ମଙ୍ଗଳବାର ଦିନ ଅନୁଗୁଳ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସଭା କକ୍ଷରେ ଅନୁଗୁଳ ଷ୍ଟେଟ୍ ବ୍ୟାଙ୍କ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଏକ ବିଶାଳ ଏସଏଚଜି ମେଳା ଆୟୋଜିତ ହୋଇଯାଇଛି। ବ୍ୟାଙ୍କ ଭୁବନେଶ୍ୱର ସର୍କଲର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀମତୀ ବିଦ୍ୟା କ୍ରିଷ୍ଣାନ…

Continue Readingଏସବିଆଇ ପକ୍ଷରୁ ମେଗା ଏସଏଚଜି ସମନ୍ୱୟ ମେଳା

ଅଳିଆ ଡ୍ରମରେ ମୁଣ୍ଡ ପୁରାଇ ଷଣ୍ଢ ନାକେଦମ୍

ଅନୁଗୁଳ: ସୋମବାର ପୁର୍ବାହ୍ନରେ ଅନୁଗୁଳ ରାଜାଛକ-ମାଛମାର୍କେଟ ରାସ୍ତାରେ ଏକ ଷଣ୍ଢ ଅଳିଆ ଡ୍ରମରେ ମୁଣ୍ଡ ପୁରାଇ ନାକେଦମ୍ ହେବା ସହ ପଥଚାରୀଙ୍କୁ ଆତଙ୍କିତ କରିଥିଲା ଷଣ୍ଢଟି ଉକ୍ତ ରାସ୍ତା ପାର୍ଶ୍ୱରେ ଥିବା ଏକ ହୋଟେଲର ଖଲି ଭର୍ତି ଡ୍ରମରୁ ପତ୍ର ଖାଉଥିବା…

Continue Readingଅଳିଆ ଡ୍ରମରେ ମୁଣ୍ଡ ପୁରାଇ ଷଣ୍ଢ ନାକେଦମ୍