ସାଂସଦଙ୍କ ମ୍ୟୁନିସିପାଲିଟି ହାଇସ୍କୁଲ ପରିଦର୍ଶନ
ଅନୁଗୁଳ : ଢେଙ୍କାନାଳ ସାଂସଦ ମହେଶ ସାହୁ ଅନୁଗୁଳ ମ୍ୟୁନିସିପାଲିଟି ହାଇସ୍କୂଲ ପରିଦର୍ଶନ କରିଛନ୍ତି। ଶ୍ରୀ ସାହୁ ସ୍କୁଲର ଭିତ୍ତିଭୂମି, ଶିକ୍ଷାଦାନ ବ୍ୟବସ୍ଥା, ଛାତ୍ରଛାତ୍ରୀ ସଂଖ୍ୟା, ସ୍କୁଲ ପରିବବଶ, ମୋ ସ୍କୁଲ ଯୋଜନା ଆଦି ସମ୍ପର୍କରେ ପ୍ରଧାନ ଶିକ୍ଷୟିତ୍ରୀ ଜୟନ୍ତୀ ଅଳକନନ୍ଦ।ଙ୍କସହ…



