ମଦ ଓ ପୋଚ ଜବତ ତିନି ଗିରଫ
ଅନୁଗୁଳ: ଶୁକ୍ରବାର ଅନୁଗୁଳ ଅବକାରୀ ବିଭାଗ ସଦର ରେଞ୍ଜ ପକ୍ଷରୁ ଛେଣ୍ଡିପଦାର ବିଭିନ୍ନ ଅଂଚଳରେ ଚଢ଼ାଉ କରାଯାଇ ମୋଟ ୬୭ ଲିଟର ଦେଶୀ ମଦ ଏବଂ ୬୦୦ କେଜି ପୋଚ ଜବତ କରାଯାଇଛି। ବେଆଇନ ମଦ କାରବାରରେ ମୋଟ ତିନି ଜଣଙ୍କୁ…
ଅନୁଗୁଳ: ଶୁକ୍ରବାର ଅନୁଗୁଳ ଅବକାରୀ ବିଭାଗ ସଦର ରେଞ୍ଜ ପକ୍ଷରୁ ଛେଣ୍ଡିପଦାର ବିଭିନ୍ନ ଅଂଚଳରେ ଚଢ଼ାଉ କରାଯାଇ ମୋଟ ୬୭ ଲିଟର ଦେଶୀ ମଦ ଏବଂ ୬୦୦ କେଜି ପୋଚ ଜବତ କରାଯାଇଛି। ବେଆଇନ ମଦ କାରବାରରେ ମୋଟ ତିନି ଜଣଙ୍କୁ…
ଅନୁଗୁଳ: ଚୋରି କରି ଚୋରବି ବେଳେବେଳେ ଧୋକା ଖାଇଯାଏ। ଏଭଳି ଏକ ଘଟଣା ଅନୁଗୁଳ ବସ ଷ୍ଟାଣ୍ଡରେ ଦେଖିବାକୁ ମିଳିଛି। ଶୁକ୍ରବାର ଦିନ ପ୍ରାୟ ୧୧ଟା ବେଳେ ଢେଙ୍କାନାଳ ସଦର ମହିଧରପୁର ଗାଁର ଏକ ଯୁବତୀ ନିଜ ସମ୍ପର୍କୀୟଙ୍କୁ ଭେଟିବାପାଇଁ ଅନୁଗୁଳ…
ଅନୁଗୁଳ: ଅନୁଗୁଳ ସହର ଲକ୍ଷ୍ମୀ ବଜାର ଅଞ୍ଚଳରେ ଗୁରୁବାର ସକାଳେ ଜଣେ ଯୁବକ ବିଦ୍ୟୁତ ଆଘାତରେ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଏକ ଅଳଙ୍କାର ଦୋକାନର ନବୀକରଣ ପାଇଁ ଏସିପି ସିଟ ଲଗାଯାଉଥିଲା। କଟକର ଏକ ଠିକା ସଂସ୍ଥା ଏହି…
ଅନୁଗୁଳ: ଗୁରୁବାର ଦିନ ପ୍ରାୟ ବାରଟା ବେଳକୁ ଠାକୁରଗଡ଼ ଥାନା କୁରୁମଛକ ନିକଟସ୍ଥ ଏକ ପୋଖରୀ ରେ ବୁଡି ଦୁଇ ଜଣ ନାବାଳିକା ପ୍ରାଣ ହରାଇଥିବା ଜଣାପଡିଛି।ସେ ଦୁହିଁଙ୍କ ବୟସ ପ୍ରାୟ ଦଶ ବର୍ଷ ହେବ। ଗୁରୁବାର ହାଟ ପାଳି ଥିବାରୁ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ତଳଗଡ଼ ଗାଁ ପୋଖରୀରେ ବୁଡ଼ି ବୁଧବାର ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ସୂଚନା ଯେ, ଗାଁର ସୁଧାକର ପ୍ରଧାନ(୭୦) ଅପରାହ୍ନରେ ଗାଁ ପୋଖରୀରେ ଗାଧୋଇବା ବେଳେ ବୁଡ଼ିଯାଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।…
ଅନୁଗୁଳ: ଅନୁଗୁଳ ଥାନା ଅଧିକାରୀ ଭାବରେ ଇନିସପେକ୍ଟର ସତ୍ୟବ୍ରତ ରାଉତଙ୍କୁ ଅବସ୍ଥାପିତ କରାଯାଇଛି। ସମ୍ପ୍ରତି ଶ୍ରୀ ରାଉତ ତାଳଚେର ଥାନା ଆଇଆଇସି ଭାବରେ କାର୍ଯ୍ୟରତ ଅଛନ୍ତି। ତାଙ୍କ ସ୍ଥାନରେ ଅନୁଗୁଳ ଆଇଆଇସି ରମେଶ କୁମାର ବିଷୋୟୀଙ୍କୁ ବଦଳି କରାଯାଇଛି। ସେହିପରି କଣିହାଁ ଥାନା…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଳକ୍ ଅନ୍ତର୍ଗତ ଗୋତମରା ଗ୍ରାମ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ମଙ୍ଗଳବାର ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଓଡିଶା ବିଧାନସଭାର ଉପବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହଙ୍କୁ ଗୋତମରା ଗ୍ରାମ୍ୟ କମିଟି, ବିଦ୍ୟାଳୟ…
ଅନୁଗୁଳ : ଲକ୍ଷ୍ମୀପୁରରେ କୃଷକଙ୍କୁ ହତ୍ୟା ଓ ପ୍ରିୟଙ୍କାଙ୍କୁ ଅଟକ ରଖିବା ପ୍ରତିବାଦରେ ଅନୁଗୁଳ ଜିଲ୍ଲା କଂଗ୍ରେସ ପକ୍ଷରୁ ମଙ୍ଗଳବାର ଗାନ୍ଧି ପାର୍କଠାରେ ଗଣ ଧାରଣା ଦିଆଯାଇଥିଲା। ଜିଲ୍ଲା ସଭାପତି ବିପ୍ଳବ ଜେନାଙ୍କ ନିର୍ଦ୍ଦେଶରେ କଂଗ୍ରେସ କର୍ମୀମାନେ ଗାନ୍ଧୀ ପାର୍କଠାରେ ଗଣ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ କଙ୍କରେଇ ଗାଁର ଜଣେ ଯୁବକ ଜନ୍ତୁ ଭ୍ରମରେ ଶରବିଦ୍ଧ ହୋଇ ଗୁରୁତର ଆହତ ହୋଇଛନ୍ତି। ସୂଚନା ଯେ, ଦେବଗଡ଼ ଜିଲ୍ଲା ଛଲକ ଗାଁର ଶିବ ନାହାକ କଙ୍କରେଇ ଗାଁରେ ଘର ସଟରିଂ…
ଅନୁଗୁଳ: ଜିଲ୍ଲା ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ ଆଦିତ୍ୟ ମହାରଣାଙ୍କ ନେତୃତ୍ବରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଓ କେତେକ ବ୍ୟକ୍ତିଙ୍କ ବିରୋଧରେ ସୋମବାର ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାରେ ବହୁତ ବ୍ୟାଡ୍ମିଣ୍ଟନ ଖେଳାଳୀ ବିଭିନ୍ନ ପ୍ରତିଯୋଗୀତାରେ ଭାଗନେଇ…