ପହିଲାରୁ କଳାବ୍ୟାଜ୍‌ ପିନ୍ଧିବେ ଲାବ୍ରୋଟାରୀ ଟେକ୍ନିସିଆନ୍

ଅନୁଗୁଳ: ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବେ ମେଡିକାଲ୍‌ରେ କାର୍ଯ୍ୟରତ ଲବ୍ରୋଟାରୀ ଟେକ୍ନିସିଆନ। କର୍ତବ୍ୟରେ କୌଣସି ଅବହେଳା ନ କରି ଆସନ୍ତା ଅଗଷ୍ଟ ପହିଲାରୁ କଳା ବ୍ୟାଜ୍‌ ପିନ୍ଧି ସରକାରୀ ଅଣଦେଖାର କରିବେ ପ୍ରତିବାଦ। ଏନେଇ ସଂଘର ଅନୁଗୁଳ ଜିଲ୍ଲା ଶାଖା…

Continue Readingପହିଲାରୁ କଳାବ୍ୟାଜ୍‌ ପିନ୍ଧିବେ ଲାବ୍ରୋଟାରୀ ଟେକ୍ନିସିଆନ୍

କଣିହାଁରେ ଡେଙ୍ଗୁ ସଚେତନତା ବୈଠକ

ଅନୁଗୁଳ: ବର୍ଷାଋତୁରେ ସାଧାରଣତଃ ଡେଙ୍ଗୁ ବ୍ୟାପିଥାଏ। ଏହି ମାରାତ୍ମକ ସଂକ୍ରାମକ ରୋଗର ନିରାକରଣ ଲାଗି ଏକ ସଚେତନତା ବୈଠକ କଣିହାଁ ବ୍ଲକ୍‌ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। ବୈଠକରେ କଣିହାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଜନସ୍ବାସ୍ଥ୍ୟ ଅଧିକାରୀ ଡା. ସୁମନ୍ତ ପଟେଲ ଅଧ୍ୟକ୍ଷତା କରିଥିଲେ।…

Continue Readingକଣିହାଁରେ ଡେଙ୍ଗୁ ସଚେତନତା ବୈଠକ

ପରାମୁଣ୍ଡା ସ୍କୁଲରୁ ଚୋରି

ଅନୁଗୁଳ: ଦୁର୍ବୃତ୍ତଙ୍କ ଟାର୍ଗେଟ୍‌ରେ ଏବେ ସ୍କୁଲ । ନିୟମିତ ଜିଲ୍ଲାର ବିଭିନ୍ନ ସ୍କୁଲରୁ ଚୋରି ହେଉଛି। କିଛି ଦିନ ତଳେ ଅନୁଗୁଳ ବ୍ଲକ୍‌ର ବଲାସିଂହା ଓ ମାଟିଆସାହି ସ୍କୁଲରୁ ଚୋରି ହୋଇଥିଲା। ଏହି ଦୁଇ ଚୋରି ମନରୁ ନଲିଭୁଣୁ ପାଳଲହଡ଼ା ଥାନା…

Continue Readingପରାମୁଣ୍ଡା ସ୍କୁଲରୁ ଚୋରି

ଅଗଷ୍ଟ ୯ରେ ବିୟୁଟି ପାର୍ଲର ସଂଘର ବିକ୍ଷୋଭ

ଅନୁଗୁଳ: କରୋନା ଲକଡାଉନ୍ ଓ ସଟଡାଉନ୍ ରେ ପ୍ରଭାବିତ ବିୟୁଟିପାର୍ଲର ମାଲିକ ଓ କର୍ମଚାରୀ ଆସନ୍ତା ଅଗଷ୍ଟ ୯ ତାରିଖରେ ବିକ୍ଷୋଭ କରିବାକୁ ସ୍ଥିର କରିଛନ୍ତି। କରୋନା ପ୍ୟାକେଜ ଦାବି କରି ବିୟୁଟି ପାର୍ଲର ସଂଘର ଏକ ପ୍ରସ୍ତୁତି ବୈଠକ ଅମଲାପଡ଼ା…

Continue Readingଅଗଷ୍ଟ ୯ରେ ବିୟୁଟି ପାର୍ଲର ସଂଘର ବିକ୍ଷୋଭ

ରଜତ ରଂଜନଙ୍କ ଅନନ୍ୟ କଳାକୃତି

ଅନୁଗୁଳ: ସମୟ ସହ ତାଳ ଦେଇ ଆମେ ଦୈନନ୍ଦିନ ଅନେକ କାର୍ଯ୍ୟ କରିଥାଉ।ସେସବୁ କିଛି ଦିନ ପରେ ବିସ୍ମୃତିର ଗର୍ଭକୁ ଚାଲିଯାଏ।କିନ୍ତୁ ଏଭଳି କିଛି କର୍ତ୍ତା ଓ ତାଙ୍କ କୃତୀ ରହିଛି, ଯାହା ସମୟ ସୁଅରେ ହଜି ନଯାଇ ବର୍ଷ ବର୍ଷ…

Continue Readingରଜତ ରଂଜନଙ୍କ ଅନନ୍ୟ କଳାକୃତି

ଗୁଳିଭର୍ଭି ପିସ୍ତଲ ସହ ଗହଣା ଜବତ; ୪ ଗିରଫ

ଅନୁଗୁଳ: ଶନିବାର ତାଳଚେର ବାଇପାସ ଠାରେ ପୁଲିସ ଚେକିଂ କରୁଥିଲା ବେଳେ ଦୁଇ ଜଣ ଦୁବୃର୍ତ୍ତ ଏକ ବାଇକ୍‌ରେ ଦ୍ରୁତ ଗତିରେ ଖସି ପଳାଉଥିଲେ। ପୁଲିସ ସେମାନଙ୍କୁ ଅଟକାଇ ଥିଲେ ହେଁ ଦୁହେଁ ଖାତିର ନକରି ଖସି ଯିବାକୁ ଉଦ୍ୟମ କରିଥିଲେ…

Continue Readingଗୁଳିଭର୍ଭି ପିସ୍ତଲ ସହ ଗହଣା ଜବତ; ୪ ଗିରଫ

ଅଫଲାଇନ୍ ମାଟ୍ରିକ୍ ପରୀକ୍ଷା, ୮ କେନ୍ଦ୍ରରେ ପରୀକ୍ଷା ଦେବେ ୧୦୭ ଛାତ୍ରଛାତ୍ରୀ

ଅନୁଗୁଳ: ମାଟ୍ରିକ୍ ପରୀକ୍ଷା ଫଳକୁ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀଙ୍କ ଅଫଲାଇନ୍ ପରୀକ୍ଷା ଆସନ୍ତା ୩୦ ତାରିଖରୁ ଆରମ୍ଭ ହେବ। ଅନୁଗୁଳ ଜିଲ୍ଲାର ୧୦୭ ଜଣ ଛାତ୍ରଛାତ୍ରୀ ବିକଳ୍ପ ମୂଲ୍ୟାୟନକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଅଫଲାଇନ୍ ପରୀକ୍ଷା ଦେବାକୁ…

Continue Readingଅଫଲାଇନ୍ ମାଟ୍ରିକ୍ ପରୀକ୍ଷା, ୮ କେନ୍ଦ୍ରରେ ପରୀକ୍ଷା ଦେବେ ୧୦୭ ଛାତ୍ରଛାତ୍ରୀ

ବିଦ୍ୟୁତ୍ ଝଟକାରେ ହାତୀର ଜୀବନ ଗଲା

ଅନୁଗୁଳ: ଶନିବାର ହିନ୍ଦୋଳ ବନାଞ୍ଚଳରେ ଏକ ହାତୀର ମୃତ୍ୟୁ ଘଟିଛି। ସୂଚନା ମୁତାବକ ହିନ୍ଦୋଳ ବନାଞ୍ଚଳ କନ୍ତାମିଲା ଗ୍ରାମ ନିକଟରେ ବନ୍ୟଜନ୍ତୁ ଶିକାର ପାଇଁ ଶିକାରୀମାନେ ବିଦ୍ୟୁତ ତାର ବିଛାଇଥିଲେ। ତେବେ ବିଳମ୍ବିତ ରାତିରେ ବିଛାଇଥିବା ଏହି ବିଦ୍ୟୁତ ତାର ସଂସ୍ପର୍ଶରେ…

Continue Readingବିଦ୍ୟୁତ୍ ଝଟକାରେ ହାତୀର ଜୀବନ ଗଲା

ଚାଳକ ନିଯୁକ୍ତି ଦାବିରେ ଧାରଣା

ଅନୁଗୁଳ: କଣିହାଁ ଖୋଲାମୁହଁ କୋଇଲା ଖାଦାନ ଜରଡାସ୍ଥିତ ମୁଖ୍ୟ ଫାଟକଠାରେ ଗୁରୁବାର ସକାଳ ୫ଟାରୁ ଚାଳକ ନିଯୁକ୍ତି ଦାବିରେ ଧାରଣା ଦିଆଯାଇଥିଲା ।ମହାନଦୀ କୋଲ୍ ଫିଲ୍ଦ କଣ୍ଟ୍ରାକ୍‌ଚୁଆଲ୍ ୱାର୍କର୍ସ ୟୁନିୟନ ସାଧାରଣ ସମ୍ପାଦକ ନରହରି ସାହୁଙ୍କ ନେତୃତ୍ବରେ ଏହି ଆନ୍ଦୋଳନ ପ୍ରାୟ…

Continue Readingଚାଳକ ନିଯୁକ୍ତି ଦାବିରେ ଧାରଣା

ଅଦ୍ଭୁତ ଶିଶୁପୁତ୍ର ଜନ୍ମ

ଅନୁଗୁଳ: ବନ୍ତଳା ଥାନା ଅଞ୍ଚଳରେ ବୁଧବାର ଏକ ଅଦ୍ଭୁତ ଶିଶୁ ଜନ୍ମ ହୋଇଥିବା ଦେଖିବାକୁ ମିଳିଛି। ସଦର ଥାନା ଅନ୍ତର୍ଗତ ବଳୁଅକଟା ପଂଚାୟତର ଶାବଳଭଙ୍ଗା ଗାଁର ଜଣେ ମହିଳା ଏହି ଅଦ୍ଭୁତ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ନବଜାତକର ପାଟି, ନାକ ନଥିବା…

Continue Readingଅଦ୍ଭୁତ ଶିଶୁପୁତ୍ର ଜନ୍ମ