କେନ୍ଦ୍ରଶିକେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ୪ଦଫା ସ୍ମାରକପତ୍ର ପ୍ରଦାନକଲା ମଣ୍ଡଳ ବିଜେପି

ଅନୁଗୁଳ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଗୁରୁବାର କଣିହାଁ ମଣ୍ଡଳ ଭାରତୀୟ ଜନତା ପାର୍ଟି ପକ୍ଷରୁ ସ୍ବାଗତ, ଶୁଭେଛା ସହ ଅଭିନନ୍ଦନ ଜଣାଇଛନ୍ତି। ଏଥି ସହିତ ଏକ ୪ଦଫା ସମ୍ବଳିତ ସ୍ମାରକ ପତ୍ର କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ମଣ୍ଡଳ ବିଜେପ ପକ୍ଷରୁ ପ୍ରଦାନ…

Continue Readingକେନ୍ଦ୍ରଶିକେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ୪ଦଫା ସ୍ମାରକପତ୍ର ପ୍ରଦାନକଲା ମଣ୍ଡଳ ବିଜେପି

ଭରତପୁର ଖଣିରୁ ରୋଲର ଚୋରି, ୨ ଗିରଫ

ଅନୁଗୁଳ: ଏମ୍‌ସିଏଲ୍ ଭରତପୁର କୋଇଲା ଖଣି ଅଞ୍ଚଳରୁ କନ୍‌ଭେୟର ବେଲ୍‌ ରୋଲର ଚୋରି ଅଭିଯୋଗରେ ପୁଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଦୁଇ ଅଭିଯୁକ୍ତଙ୍କ ଘର ନିକଟସ୍ଥ ମୁଣ୍ଡାବସ୍ତି ବୋଲି ଜଣାପଡ଼ିଛି। ସୂଚନା ମୁତାବକ, ଗୁରୁବାର ବିଳମ୍ବିତ…

Continue Readingଭରତପୁର ଖଣିରୁ ରୋଲର ଚୋରି, ୨ ଗିରଫ

ଅନୁଗୁଳ ଜିଲ୍ଲା କଂଗ୍ରେସର ସଦଭାବନା ଦିବସ

ଅନୁଗୁଳ: ଶୁକ୍ରବାର ସକାଳେ ଜିଲ୍ଲା କଂଗ୍ରେସ ଭବନଠାରେ ଜିଲ୍ଲା କଂଗ୍ରେସ କମିଟିର ସମ୍ଭର୍ଦ୍ଧନା ଉତ୍ସବ ଓ କିଲ୍ଲା କାର୍ଯ୍ୟକାରିଣୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ବିପ୍ଳବ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସେବାଦଳ ଅଧ୍ୟକ୍ଷ ସୌମ୍ୟ ସଂଜିବ ମିଶ୍ର…

Continue Readingଅନୁଗୁଳ ଜିଲ୍ଲା କଂଗ୍ରେସର ସଦଭାବନା ଦିବସ

ଦୁର୍ନୀତି ତଦନ୍ତ ଦାବିରେ ପଞ୍ଚାୟତ ଅଫିସ୍‌ରେ ତାଲା ଆଜି

ଅନୁଗୁଳ: ପାଳଲହଡ଼ା ବ୍ଲକ୍ ରୋହିଲା ପଂଚାୟତରେ ବ୍ୟାପକ ଦୁର୍ନୀତି, ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ହେରଫେର ,ମନରେଗା କାମରେ ଶ୍ରମିକ ବଦଳରେ ମେସିନ ଦ୍ବାରା କାମ ହେଉଥିବା ଅଭିଯୋଗ ହୋଇଛି। ଏ ନେଇ ୧୦ ଦିନ ତଳେ ଜିଲ୍ଲା ଓ ଉପଖଣ୍ଡ…

Continue Readingଦୁର୍ନୀତି ତଦନ୍ତ ଦାବିରେ ପଞ୍ଚାୟତ ଅଫିସ୍‌ରେ ତାଲା ଆଜି

ଆଧାର କାର୍ଡ, ଏଟିଏମ ଓ ଡ୍ରାଇଭିଂ ଲାଇସେନ୍ସ ପାଇ ଥାନାରେ ଦେଲେ ଦୁଇ ବନ୍ଧୁ

ଅନୁଗୁଳ : ଅନୁଗୁଳ ସହର କଳ୍ପତରୁ ହୋଟେଲ ପାଖରୁ ମଙ୍ଗଳବାର ଦୁଇ ଯୁବ ବନ୍ଧୁ ଚନ୍ଦନ କୁମାର ସାହୁ ଓ କମଳକାନ୍ତ ସାହୁ ଜଣଙ୍କର ଆଧାର କାର୍ଡ, ଏଟିଏମ ଓ ଡ୍ରାଇଭିଂ ଲାଇସେନ୍ସ ପାଇ ଅନୁଗୁଳ ଥାନାରେ ଦେଇଛନ୍ତି। ଥାନାର ଏଏସ୍ଆଇ…

Continue Readingଆଧାର କାର୍ଡ, ଏଟିଏମ ଓ ଡ୍ରାଇଭିଂ ଲାଇସେନ୍ସ ପାଇ ଥାନାରେ ଦେଲେ ଦୁଇ ବନ୍ଧୁ

ଅନୁଗୋଳ ଜିଲ୍ଲା ପାଇଁ ଯୁବ ବିଜେଡି ର ନୂତନ ପର୍ଯ୍ୟବେକ୍ଷକ ନିଯୁକ୍ତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜୁ ଯୁବ ଜନତା ଦଳର ସଙ୍ଗଠନକୁ ଅଧିକ କ୍ରିୟାଶୀଳ କରିବା ପାଇଁ , ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ବ୍ୟୌମକେଶ ରାଏଙ୍କ ନିର୍ଦ୍ଦେଶ କ୍ରମେ ଆଜି ବିଜୁ ଯୁବ ଜନତା ଦଳର ଅନୁଗୁଳୁ ଜିଲ୍ଲା…

Continue Readingଅନୁଗୋଳ ଜିଲ୍ଲା ପାଇଁ ଯୁବ ବିଜେଡି ର ନୂତନ ପର୍ଯ୍ୟବେକ୍ଷକ ନିଯୁକ୍ତ

ଅନୁଗୁଳ ଜିଲ୍ଲା କଂଗ୍ରେସର ନୂତନ କମିଟି ଗଠିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଂଗ୍ରେସର ନୂତନ କମିଟି ଇତି ମଧ୍ୟରେ ଘୋଷଣା କରାଯାଇଛି । ସଭାପତି ବିପ୍ଳବ ଜେନା ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଏହି ଘୋଷଣା କରାଯାଇଛି । ନୂତନ କମିଟିରେ ଉପସଭାପତି ଭାବେ ସର୍ବଶ୍ରୀ…

Continue Readingଅନୁଗୁଳ ଜିଲ୍ଲା କଂଗ୍ରେସର ନୂତନ କମିଟି ଗଠିତ

ଦାଦାଙ୍କୁ ପିଟି ପିଟି ମାରିଦେଲା ପୁତୁରା

ଅନୁଗୁଳ: ଠେଙ୍ଗାରେ ପିଟି ପିଟି ନିଜ ଦାଦାଙ୍କୁ ହତ୍ୟା କରିଛନ୍ତି ପୁତୁରା। ଘରୋଇ କଳିକୁ କେନ୍ଦ୍ର କରି ହଣ୍ଡପା ଥାନା ପ୍ରତାପପୁର ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା। ପୁଲିସ ପୁତୁରାଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି। ପୁଲିସ…

Continue Readingଦାଦାଙ୍କୁ ପିଟି ପିଟି ମାରିଦେଲା ପୁତୁରା

ପ୍ରତିଯୋଗିତାମୂଳକ ପରୀକ୍ଷା ନିମନ୍ତେ ନିଃଶୁଳ୍କ କୋଚିଂ

ଅନୁଗୁଳ: ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭାଗ ନେବାକୁ ଇଚ୍ଛୁକ ଛାତ୍ରୀଙ୍କ ପାଇଁ ଆଇଏଏସ୍ ଗୁରୁକୁଳର ଓଡ଼ିଶା ଶାଖା ଓ ଜିନ୍ଦଲ ଫାଉଣ୍ଡେସନ୍ ମିଳିତ ସହଯୋଗରେ ନିଃଶୁଳ୍କ କୋଚିଂ ବ୍ୟବସ୍ଥା ଗତ ୧୦ ତାରିଖ ଠାରୁ ଆରମ୍ଭ ହୋଇଛି। ‘ପ୍ରୋଜେକ୍ସ ଅନନ୍ୟା’ ମାଧ୍ୟମରେ ଏଥିରେ…

Continue Readingପ୍ରତିଯୋଗିତାମୂଳକ ପରୀକ୍ଷା ନିମନ୍ତେ ନିଃଶୁଳ୍କ କୋଚିଂ

ଉତ୍କଳ ବିପନ୍ନ ସହାୟତା ସମିତି ଟିମର ନକୁଳ ଚନ୍ଦ୍ର ଦୃଷ୍ଟିହୀନ ବିଦ୍ୟାଳୟ ପରିଦର୍ଶନ

ଅନୁଗୁଳ: ଉତ୍କଳ ବିପନ୍ନ ସହାୟତା ସମିତିର ପ୍ରାନ୍ତ ସେବା ପ୍ରମୁଖ କୈଳାସଚନ୍ଦ୍ର ଜେନାଙ୍କ ସଂଯୋଜନାରେ ଏକ ଟିମ୍ ବଅଁରପାଳ ବ୍ଲକ୍ ବଳରାମପ୍ରସାଦ ନକୁଳଚନ୍ଦ୍ର ସ୍ବତନ୍ତ୍ର ଦୃଷ୍ଟିହୀନ ମୁକବଧିର ସ୍କୁଲ୍ ପରିଦର୍ଶନ କରିଛନ୍ତି। ଏଥିରେ ଅନ୍ୟତମ କାର୍ଯ୍ୟକର୍ତ୍ତା ସୁଧୁଜୀ, ସୁନ୍ଦର ଲଛମନ, ଜଗଦୀଶ…

Continue Readingଉତ୍କଳ ବିପନ୍ନ ସହାୟତା ସମିତି ଟିମର ନକୁଳ ଚନ୍ଦ୍ର ଦୃଷ୍ଟିହୀନ ବିଦ୍ୟାଳୟ ପରିଦର୍ଶନ