ଯୁବକଙ୍କୁ ପିଟିପିଟି ହତ୍ୟା
ଅନୁଗୁଳୁ:ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ପୁରୁଣାଗଡ଼ କରମଙ୍ଗା ସାହିରେ ଶୁକ୍ରବାର ରାତିରେ ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ବିଚ୍ ରାସ୍ତାରେ ପିଟିପିଟି ନୃଶଂସ ହତ୍ଯା ଘଟଣା ବାଂଚଲ୍ୟ ସୃଷ୍ଟି କରିଛି। ହତ୍ୟାକାଣ୍ଡ ପରେ ଆକ୍ରମଣକାରୀ ଫେରାର ହୋଇଯାଇଛି। ସୂଚନା ମୁତାବକ, ଶୁକ୍ରବାର…




