ଜାତୀୟ କ୍ରୀଡା ଦିବସ: ଧ୍ୟାନଚାନ୍ଦଙ୍କୁ ପୂଜା କିନ୍ତୁ ଖେଳରେ ଧ୍ୟାନ ନାହିଁ

ଅନୁଗୁଳ: ପ୍ରତିବର୍ଷ ରାଜ୍ୟ ଦୌଡ଼ କୁଦ ପ୍ରତିଯୋଗିତା ହୁଏ କଟକ କିମ୍ବା ଭୁବନେଶ୍ୱରରେ। ସବୁ ଜିଲ୍ଲା. ସେଥିରେ ଅଂଶଗ୍ରହଣ କରିଥାନ୍ତି ୯ ଶହରୁ ଉର୍ଦ୍ଧ୍ବ ଖେଳାଳୀ ଅଂଶ ଗ୍ରହଣ କରନ୍ତି ଆଉ ଶତାଧିକ ଖେଳାଳୀ ପୁରସ୍କାର ମଧ୍ୟ ନିଅନ୍ତି। ଫଳାଫଳ ତାଲିକା…

Continue Readingଜାତୀୟ କ୍ରୀଡା ଦିବସ: ଧ୍ୟାନଚାନ୍ଦଙ୍କୁ ପୂଜା କିନ୍ତୁ ଖେଳରେ ଧ୍ୟାନ ନାହିଁ

ମୃତ ଶିଶୁ ନାମରେ ଭରଣ ପୋଷଣ ମାଗୁଥିଲେ ପତ୍ନୀ ଅଗ୍ରାହ୍ୟ କଲା ପରିବାର ଅଦାଲତ

ଅନୁଗୁଳ: ପତି-ପତ୍ନୀ ଉଭୟ ଭରଣ ପୋଷଣ ପାଇଁ ଅଦାଲତର ଦ୍ବାରସ୍ଥ ହୋଇଥିବା ବେଳେ ଏହାକୁ ଅଗ୍ରାହ୍ୟ କରିଛନ୍ତି ମାନ୍ୟବର ଅଦାଲତ। ମିଳିଥିବା ସୂଚନା ଅନୁସାରେ ସମଲ ଅଞ୍ଚଳର ମାନସ ଶତପଥୀଙ୍କ ପତ୍ନୀ ଦ୍ରୌପଦୀ ଅଗଷ୍ଟ ୨୦୨୪ ରେ ଅଭିଯୋଗ କରିଥିଲେ କି…

Continue Readingମୃତ ଶିଶୁ ନାମରେ ଭରଣ ପୋଷଣ ମାଗୁଥିଲେ ପତ୍ନୀ ଅଗ୍ରାହ୍ୟ କଲା ପରିବାର ଅଦାଲତ

ଡିଏଚଏଚ ଓ ମେଡିକାଲ କଲେଜ୍ ସମନ୍ୱୟ ବୈଠକ: ଓପିଡିରୁ ଚପଲ କଟକଣା ଉଠିଲା,ଦମନ ହେବେ ଦଲାଲ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଡିଏଚଏଚ କର୍ତ୍ତୃପକ୍ଷ ଏବଂ ମେଡିକାଲ କଲେଜ କର୍ତୃପକ୍ଷଙ୍କ ମଧ୍ୟରେ ସୋମବାର ଏକ ସମନ୍ୱୟ ବୈଠକ ବସିଥିଲା। ଏଥିରେ ସିଡିଏମଓ ଡ଼ା ମଦନ ମୋହନ ପ୍ରଧାନ, ହସ୍ପିଟାଲ ସୁପରିନଟେନଡେନ୍ଟ ଡ଼ା ମାନସ ରଞ୍ଜନ ବିଶ୍ଵାଳଙ୍କ…

Continue Readingଡିଏଚଏଚ ଓ ମେଡିକାଲ କଲେଜ୍ ସମନ୍ୱୟ ବୈଠକ: ଓପିଡିରୁ ଚପଲ କଟକଣା ଉଠିଲା,ଦମନ ହେବେ ଦଲାଲ

ପଦ୍ମଶ୍ରୀ କବି ରାଧାମୋହନଙ୍କ ଜୟନ୍ତୀ: କବିଙ୍କ ସାହିତ୍ୟରେ ପ୍ରାଚ୍ୟ ପାଶ୍ଚାତ୍ୟର ମିଳନ ଦେଖିବାକୁ ମିଳେ

ଅନୁଗୁଳ: ପଦ୍ମଶ୍ରୀ କବି ରାଧାମୋହନ ଗଡ଼ନାୟକଙ୍କ ସୃଷ୍ଟି ସମ୍ଭାରରେ ଛନ୍ଦବଦ୍ଧତା ପାଠକଙ୍କୁ ଯଥେଷ୍ଟ ଆତ୍ମିକ ତୃପ୍ତି ଦେଇଥାଏ।କବିଙ୍କ ରାଶି ରାଶି ସୃଷ୍ଟିରୁ ବିଭିନ୍ନ ଉଦାହରଣ ଦେଇ ସେଥିରେ କିଭଳି ଶୃଙ୍ଗାର ଓ କରୁଣ ରସ ରହିଛି ତାହା ବର୍ଣ୍ଣନା କରିଥିଲେ ବିଶିଷ୍ଟ…

Continue Readingପଦ୍ମଶ୍ରୀ କବି ରାଧାମୋହନଙ୍କ ଜୟନ୍ତୀ: କବିଙ୍କ ସାହିତ୍ୟରେ ପ୍ରାଚ୍ୟ ପାଶ୍ଚାତ୍ୟର ମିଳନ ଦେଖିବାକୁ ମିଳେ

“ନୂଆ ସ୍ୱର” ଅନୁଷ୍ଠାନ ପକ୍ଷରୁ ପଦ୍ମଶ୍ରୀ ରାଧାମୋହନ ଜୟନ୍ତୀ

ଅନୁଗୋଳ: ଆଜି ପୂର୍ବାହ୍ନରେ ହାକିମପଡ଼ାସ୍ଥିତ ପଦ୍ମଶ୍ରୀ ରାଧାମୋହନ ଗଡ଼ନାୟକ ଉଦ୍ୟାନରେ କବିଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ନବ ଗଠିତ "ନୂଆ ସ୍ୱର" ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏହି ସମାରୋହରେ ଅନୁଗୁଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗୀୟ ମୁଖ୍ୟ ବସନ୍ତ…

Continue Reading“ନୂଆ ସ୍ୱର” ଅନୁଷ୍ଠାନ ପକ୍ଷରୁ ପଦ୍ମଶ୍ରୀ ରାଧାମୋହନ ଜୟନ୍ତୀ

ଅନୁଗୁଳ ପୋଲିସର ଅପରେସନ ଅନ୍ୱେଷଣ: ୨୦୧ ଶିଶୁ ଓ ମହିଳା ଉଦ୍ଧାର

ଅନୁଗୁଳ: ଅପରେସନ ଅନ୍ୱେଷଣରେ ଅନୁଗୁଳ ପୋଲିସକୁ ବାଦ ସଫଳତା ମିଳିଛି। ଗତ ପାଞ୍ଚ ଦିନ ମଧ୍ୟରେ ୨୦୧ ଜଣ ଶିଶୁ ଓ ମହିଳାଙ୍କୁ ଉଦ୍ଧାର କରାଯାଇଛି। ଏମାନଙ୍କ ମଧ୍ୟରୁ ୧୭୩ ଜଣ ମହିଳା ଓ ୨୮ ଜଣ ଶିଶୁ ଅଛନ୍ତି। ଅନୁଗୁଳରୁ…

Continue Readingଅନୁଗୁଳ ପୋଲିସର ଅପରେସନ ଅନ୍ୱେଷଣ: ୨୦୧ ଶିଶୁ ଓ ମହିଳା ଉଦ୍ଧାର

ଉଦ୍ୟାନ କୃଷି ଉପରେ ତାଲିମ ଶିବିର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡା ଲକ୍ଷ୍ମିଧରପୁର ବନ ସଂରକ୍ଷଣ ସମିତି ପରିସରରେ ଗତ ୧୯ ତାରିଖରେ ଉଦ୍ୟାନ କୃଷି ଓ ଚାରା ପରିଚାଳନା ଉପରେ ୧୨ ଦିନିଆ ତାଲିମ ଶିବିର ଆୟୋଜିତ ହୋଇଯାଇଛି। ୟୁକୋ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ କେନ୍ଦ୍ର…

Continue Readingଉଦ୍ୟାନ କୃଷି ଉପରେ ତାଲିମ ଶିବିର

ସ୍ୱାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ବୈଠକ

ଅନୁଗୁଳ: ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳନ ନେଇ ଆଜି ଅନୁଗୁଳ ପୌରପାଳିକା ସଭା କକ୍ଷରେ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଥିଲା। ନଗରପାଳ ଅକ୍ଷୟ କୁମାର ସାମନ୍ତଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ନିର୍ବାହୀ ଅଧିକାରୀଙ୍କ ସମେତ ସମସ୍ତ…

Continue Readingସ୍ୱାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ବୈଠକ

ମ୍ୟାଜିସୀୟାନ୍ ପି.ଏନ୍ ଦାସଙ୍କୁ ଜୀବନବ୍ୟାପୀ ସାଧନା ପାଇଁ ସମ୍ମାନ

ଅନୁଗୁଳ: ପୋଲିସ ଚାକିରୀରୁ ଅବସର ପରେ ବି ସେ ଚୁପ୍ ହୋଇ ବସି ନାହାନ୍ତି। ଅନେକ ଆଗ୍ରହୀ କଳାକାରଙ୍କୁ ଯାଦୁ ବିଦ୍ୟାର କୌଶଳ ଶିଖାଉଛନ୍ତି। ତାଙ୍କ ଶିଷ୍ୟଙ୍କ ମଧ୍ୟରେ ଡାକ୍ତର, ଇଞ୍ଜିନିୟର ଠାରୁ ସ୍କୁଲ ଛାତ୍ର ବି ଅଛନ୍ତି। ରୋପ ଖେଳ,…

Continue Readingମ୍ୟାଜିସୀୟାନ୍ ପି.ଏନ୍ ଦାସଙ୍କୁ ଜୀବନବ୍ୟାପୀ ସାଧନା ପାଇଁ ସମ୍ମାନ

ପୋଷ୍ଟାଲ ସମୟ ସୀମା ବଢିଲା: ଏଣିକି ରାତି ୮ ଟା ଯାଏ ଗ୍ରାହକ ପାଇବେ ସୁବିଧା

ଅନୁଗୁଳ: ପୋଷ୍ଟାଲ୍ ରେଗୁଲେଶନ ଆକ୍ଟ୍ ଅନୁସାରେ ସମ୍ବଲପୁର ଆଞ୍ଚଳିକ ଡାକ ଆର୍ ଓ ଅଫିସର ନିର୍ଦ୍ଦେଶ କ୍ରମେ ତଥା ଢେଙ୍କାନାଳ ଡାକ ଡିଭିଜନର ଅନୁମୋଦନ କ୍ରମେ ଚଳିତ ୧୮ ତାରିଖ ଠାରୁ ଅନୁଗୁଳ ମୁଖ୍ୟ ଡାକ ଘରେ ରାତ୍ରି କାଳୀନ ସେବା…

Continue Readingପୋଷ୍ଟାଲ ସମୟ ସୀମା ବଢିଲା: ଏଣିକି ରାତି ୮ ଟା ଯାଏ ଗ୍ରାହକ ପାଇବେ ସୁବିଧା